Mar 24, 2024, 11:04 IST

ଷ୍ଟେଜ ଉପରେ ନିଶା ମହାରଣା ଙ୍କୁ ହେଲା ଚେୟାର ମାଡ..ଅଚାନକ ଏମିତି କଣ କରିଦେଲେ ନିଶା, ଯେ ଦର୍ଶକ ମାନେ ହେଲେ ଉତ୍କ୍ଷିପ୍ତ

Hu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Uu
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଯାତ୍ରା ପେଣ୍ଡାଲରେ ହେଇଗଲା ଗଣ୍ଡଗୋଳ। ଯାତ୍ରାକଳାଙ୍କ ଉପରେ ଦର୍ଶକ ରାଗିଯାଇ ଗଣ୍ଡଗୋଳ ଏବଂ ଯୁକ୍ତିତର୍କ କରିଛନ୍ତି।ପଡ଼ିଥିଲା ଯାତ୍ରା ଆଉ ଆଙ୍କର ଷ୍ଟେଜ ଉପରକୁ ଆସି କହିଥିଲେ ଯେ, ଆଉ ୫ ମିନିଟ୍ ପରେ ଆରମ୍ଭ ହେବ ଯାତ୍ରା।
Yy
କିନ୍ତୁ ସେତିକି ସମୟ ପର୍ଯ୍ୟନ୍ତ ଦର୍ଶକଙ୍କ ଧର୍ଯ୍ୟ ନଥିଲା। ଯାତ୍ରା ଆରମ୍ଭ କରିବାରେ ବିଳମ୍ବବ ହେବାରୁ ବସିଥିବା ଚେୟାରକୁ ଭାଙ୍ଗି ଦେଇଥିଲେ ଦର୍ଶକ ମାନେ। ଏବଂ ସେହି ଚେୟାର ଭାଙ୍ଗି ମଧ୍ୟ ଷ୍ଟେଜ ଉପରକୁ ଦର୍ଶକ ମାନେ ଫୋପାଡ଼ି ଥିଲେ।
ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡମ୍ବା ଯୋଡୁଙ୍ଗ ଗାଁରେ। ସୂଚନା ଅନୁସାରେ ଗାଁର ପଡ଼ିଆରେ ପଡ଼ିଥିବା ଯାତ୍ରା ପାର୍ଟିରେ ଏମିତି କିଛି କାଣ୍ଡ ଘଟି ଯାଇଥିଲା।
ଅପେରା ପାର୍ଟି ଯାତ୍ରାର ଦ୍ୱିତୀୟ ଦିନ ଯାତ୍ରା ଆରମ୍ଭ କରିବାରେ ବିଳମ୍ବ କରିବାରୁ ଦର୍ଶକ ମାନେ ରାଗିଯାଇ ଅପେରା ପାର୍ଟିର ଚେୟାର ସହିତ ଲାଇଟ ସାଉଣ୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି। କିଛି ସମୟ ପରେ ଯାତ୍ରା କମିଟି ମେମ୍ବର ବୁଝାସୁଝା କରିବା ସହିତ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଉ ଯାତ୍ରା ମଧ୍ୟ ଆରମ୍ଭ ହୋଇଥିଲା।

Advertisement