Updated: Mar 25, 2024, 18:24 IST

ନିଜ ବ୍ରେକଅପ କାହାଣୀ ନିଜେ କହିଲେ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ କଣ ହେଇଥିଲା ଏମିତି

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ଜାଣିବା ସହ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆଉ ଏହାସହ ଅଭିନେତା ଆଉ ଅଭିନେତ୍ରୀମାନଙ୍କୁ ନେଇ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ଯାତ୍ରା ଜଗତର ମହାନ୍ କଳାକାର ରାଣୀ ପଣ୍ଡାଙ୍କୁ ତ ଜାଣିଥିବେ । ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏବେ ତାଙ୍କୁ ନେଇ କିଛି ଖବର ଆସିଛି ।
Rani
ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି ଯିଏ ଯାହାକୁ ସଚ୍ଚୋଟ ସହ ଭଲ ପାଉଥିବ ସେ ବିନା ସିନ୍ଦୂରରେ, ବିନା ମଙ୍ଗଳସୂତ୍ରରେ ଆଉ ବିନା ଶଙ୍ଖାରେ ସେ ତାଙ୍କୁ ଅପେକ୍ଷା କରି ରହିବ । ରାଣୀ ପଣ୍ଡା ଏଭଳି ଲୋକ ନୁହଁନ୍ତି ସେ କାହାକୁ ବଦନାମ୍ କରିବେ ।
ରାଣୀ ପଣ୍ଡା ସହିବା ଶିଖିଛନ୍ତି । ଅଭିନେତ୍ରୀ ରାଣୀ ପଣ୍ଡା ଯାହାକୁ ଭଲ ପାଉଥିଲେ ସେ ତାଙ୍କୁ ଶହେ ରୁ ଲକ୍ଷେ ଭଲ ପାଉଥିଲେ । ଆଉ ଏବେ ଏହା ୧ ପ୍ରତିଶତ ଅଛି । ଅଭିନେତ୍ରୀ କହିଛନ୍ତି ତାଙ୍କ ପୂର୍ବ ପ୍ରେମିକ କହିଥିଲେ ସେ ତାଙ୍କୁ ବିବାହ କରିଲେ ତାଙ୍କ ଘରଲୋକ ରାଜି ହେବେ ନାହିଁ ।
ଆଉ ସେ କହିଥିଲେ ରାଣୀ ପଣ୍ଡାଙ୍କୁ ରକ୍ଷିତା କରି ରଖିବା ପାଇଁ । ରାଣୀ ପଣ୍ଡାଙ୍କ ଭଲପାଇବା ବହୁତ ସଚା ଥିଲା । ତାଙ୍କ ପ୍ରେମିକ ଯେବେ ବିବାହ କରିବେ ସେହିଦିନ ସେ ପିଣ୍ଡ ପକାଇବେ, ସମୁଦ୍ରରେ ବୁଡ ଦେବେ , ବ୍ରାହ୍ମଣ ଭୋଜନ କରାଇବେ ବୋଲି ରାଣୀ ପଣ୍ଡା କହିଛନ୍ତି ।
Viral
ଏବେ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ବିଷୟରେ କିଛି ଶୁଣିବାକୁ ଚାହୁଁ ନାହାନ୍ତି କି ତାଙ୍କ । ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଶେଷ ଇଚ୍ଛା ହେଉଛି, ସେ ଗରିବ ଲୋକଙ୍କ ସେବା କରିବେ । ସେ ଲକ୍ଷେ ଟଙ୍କା ରୋଜଗାର କରିଲେ ସେଥିରୁ ୪୦ ହଜାର ଟଙ୍କା ସାହାଯ୍ୟ କରିବେ ବୋଲି କହିଛନ୍ତି ।
ସେ ସବୁକଥା କହିଦେଲେ ସସପେନ୍ସ ରହିବ ନାହିଁ । ଅସହାୟ ଲୋକଙ୍କୁ ଅଭିନେତ୍ରୀ ରାଣୀ ପଣ୍ଡା ଦେଖିପାରନ୍ତି ନାହିଁ । ସେ ଦେବଦେବୀଙ୍କ ଦ୍ୱାହି ନେଇ କହିଛନ୍ତି କି ସେ କୌଣସି ଦେଖେଇ ହେଉ ନାହାନ୍ତି ସେ ତାଙ୍କ ନିଜ ଅନ୍ତରରୁ ଲୋକମାନଙ୍କ ସେବା କରିଛନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ତାଙ୍କ ବିରୋଧରେ, ତାଙ୍କ ପରିବାର ବିରୋଧରେ ଅନେକ କଥା କହୁଛନ୍ତି ।
ଏବେ ସେ ତାଙ୍କ ରାଗକୁ କଣ୍ଟ୍ରୋଲ କରି ଦେଇଛନ୍ତି । ସେ ଓଡ଼ିଶାବାସୀଙ୍କ ଭଲପାଇବା ଚାହୁଁଛନ୍ତି । ସେ କହିଛନ୍ତି ମିଛ କହି ତାଙ୍କୁ ବଦନାମ୍ କରନ୍ତୁ ନାହିଁ । ଏଭଳି ଅନେକ କଥା ସାକ୍ଷାତକାରରେ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି ।

Advertisement