Updated: Mar 20, 2024, 01:42 IST

ହ-ତ୍ୟା କରି ମଧ୍ୟ ମନରେ ନଥିଲା ଟିକିଏ ମଧ୍ୟ ଦୁଃଖ ଦେଖନ୍ତୁ କଣ ଥିଲା ଅସଲ କାରଣ ଜଣା ପଡ଼ିଲା ସତ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତ୍ରିକୋଣୀୟ ପ୍ରେମ ପରେ ଯୁବକଙ୍କୁ ଖଣ୍ଡାରେ ହାଣି ହ-ତ୍ୟା। ରାଜଧାନୀରେ ଘଟିଛି ଏହି ହ-ତ୍ୟାକାଣ୍ଡ। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ପୁରୁଣା ପ୍ରେମିକ ସହ ମିଶି ଯୁବକଙ୍କୁ ପ୍ରେମିକା ହ-ତ୍ୟା କରିଥିବା ସୂଚନା ରହିଛି।
Niharika
ମୃ-ତକ ଯୁବକ ହେଲେ ଅଞ୍ଜନ। ଦେଖା କରିବା ବାହାନାରେ ଡାକି ଖଣ୍ଡାରେ ଆକ୍ରମଣ କରିଥିଲେ।ତେବେ ବନ୍ଧୁଗଣ ଅଞ୍ଜନକୁ ମାରିବା ଦେଖି ନିହାରିକା ଖୁସି ହେଉଥିଲା। ଆଉ ନିହାରିକ ନିଜ ଭଉଣୀଙ୍କୁ ମେସେଜ କରି କହିଥିଲା ଯେ, "ମୁଁ ଖୁସିରେ ଅଛି କେହି ମତେ ନେଇ ଚିନ୍ତା କରନି"।
ଗିରଫ ହେଲା ପରେ ଉଭୟ ପ୍ରେମିଯୁଗଳ ଗୋଟେ ଗୋଟେ କରି ସବୁ ସତକଥା କହୁଛନ୍ତି। ନିହାରିକା ଅଞ୍ଜନକୁ ମାରିବା ପରେ ତାଙ୍କ ମନରେ ଟିକେ ହେଲେ ଦୁଃଖ ନଥିଲା ସେ ବହୁତ ଖୁସି ଥିଲେ। ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା।
Viral
ଆଉ ତା'ପର ଦିନ ସକାଳୁ ଯେତେବେଳେ ତାଙ୍କ ଭଉଣୀଙ୍କୁ ପଚରାଉଚରା କରାଯାଇଥିଲା ସେତେବେଳେ ନୀହାରିକା ଫେରାର ହେଇଥିଲା ତା ପ୍ରେମିକ ସହିତ।
ଆଉ ତାପରେ ନୀହାରିକ ତା ଭଉଣୀଙ୍କୁ ମେସେଜ କରିଥିଲା ଯେ, "ମୁଁ ଖୁସିରେ ଅଛି ମୋ ପ୍ରେମିକ ସହିତ ପଳେଇ ଆସିଛି ବୋଲି କହିଥିଲା"। ଆଉ ଏବେ ପୋଲିସ ଆରେଷ୍ଟ କରିଥିଲା ଉଭୟ ପ୍ରେମୀଯୁଗଳଙ୍କୁ। ପୁରୁଣା ପ୍ରେମିକ ଗୌତମ କହିଛନ୍ତି:- ଯେ ପ୍ରେମ ସଂପର୍କ ଥିଲା ବୋଲି।
ଆଉ ନିହାରିକା ନୂଆ ପ୍ରେମିକ ଧରିବା ପରେ ଗୌତମକୁ ଛାଡ଼ି ଦେବାକୁ ଚାହୁଁଥିଲା। କିନ୍ତୁ ଗୌତମଙ୍କ ସହିତ ନିହାରିକାର ସେଇ କଥାକୁ ନେଇ ସବୁବେଳେ ଯୁକ୍ତିତର୍କ ଲାଗି ରହୁଥିଲା।
ଆଉ ନିହାରିକା ସମାଧାନ କରିବାକୁ ନୂଆ ପ୍ରେମିକ କାନ୍ହାକୁ ଡ଼ାକିଥିଲା। ପୁରୁଣା ପ୍ରେମିକ ଗୌତମଙ୍କ ସହିତ ଆସିଥିବା ଅଞ୍ଜନଙ୍କ ଦେହକୁ ହାଣି ପକାଇଥିଲା ନୂଆ ପ୍ରେମିକ କାନ୍ହା। ନିହାରିକା ମା କହିଛନ୍ତି- ଗୌତମ ଆଉ ତାଙ୍କ ଝିଅ ବହୁତ ଆଗରୁ ସାଙ୍ଗ ସାଥି ଥିଲେ।

Advertisement