Updated: Mar 23, 2024, 11:16 IST

ଜେଲ ରେ ନିହାରିକାକୁ ଝୁରୁଛି ପିଙ୍କୁ.. ମୋ ପ୍ରେମିକା ମତେ ଦିଅ..

Hh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ହ-ତ୍ୟା-କା-ରୀ ପିଙ୍କୁ ଙ୍କୁ ଫାଶୀ ଏବଂ ନିହାରିକା ଙ୍କୁ ଆଜୀବନ ଜେଲ ଦଣ୍ଡ ମିଳିବ।ଫାଶୀ ଆବେଦନ ସରି ଯାଇଛି।ବର୍ତମାନ କେବଳ ତାରିଖ କୁ ଅପେକ୍ଷା କରାଯାଇଛି।
କୋର୍ଟ ତାରିଖ ଘୋଷଣା କରିବେ।ଆଉ ସେହି ତାରିଖ ରେ ପିଙ୍କୁ କୁ ଫାଶୀ ଦଣ୍ଡ ସୁଣାଇବେ।ଆଉ ନିହାରିକା ଙ୍କୁ ଆଜୀବନ ଜେଲ। ଯାହାକୁ ନେଇ ବର୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
Yu
ଏତେ ବଡ ଯୁବକଙ୍କୁ ରାତି ଅଧରେ ଡକାଇ ହାଣି ଦେଇଥିଲେ।ଏବଂ ଯୁବକ ଙ୍କୁ ହାଣି ହାଣି ଜୀବନ ରୁ ମାରି ଦେଇଥିଲେ।ମଣିଷ କୁ ମାରିଥିବା ଏହି ଅମଣିଷ କୁ ଏବେ ମିଳିବାକୁ ଯାଉଛି ଫାଶୀ।
କାରଣ ଯିଏ ଯେମିତି କାଣ୍ଡ ଘଟାଇବ ସେ ସେମିତି ଫଳ ପାଇବ।ବର୍ତମାନ ସୂଚନା ମିଳିଛି ଯେ ମୃ-ତ-କ ଅଞ୍ଜନ ଙ୍କ ପରିବାର ଲୋକେ ଅଞ୍ଜନ ଙ୍କ ହ-ତ୍ୟା-କା-ରୀ ଙ୍କୁ ଫାଶୀ ଦଣ୍ଡ ହେଉ ବୋଲି ଆବେଦନ କରିଛନ୍ତି। 
Vg
ଯାହାକୁ ନେଇ ବର୍ତମାନ ସବୁଠି ଚର୍ଚ୍ଚା ମଧ୍ୟ ହେଉଛି।ଲୋକମାନେ ମଧ୍ୟ କହିଛନ୍ତି ଯେ ଏମିତି ଅମଣିଷ ଲୋକଙ୍କୁ ଫାଶୀ ହିଁ ଦେବା ଦରକାର।ଅଞ୍ଜନ ଙ୍କ ହ-ତ୍ୟା-କା-ରୀ ପିଙ୍କୁ ଙ୍କୁ ଫାଶୀ ଦିଆଯାଉ ବୋଲି ସମସ୍ତେ କ୍ୟାମେରା ସାମ୍ନାରେ ଅଭିଯୋଗ କରିଛନ୍ତି।
ଯାହାକୁ ନେଇ ଏବେ ଅନୁମାନ କରାଯାଉଛି ଅଞ୍ଜନ ଙ୍କ ହ-ତ୍ୟା-କା-ରୀ ପିଙ୍କୁ ଙ୍କୁ ଫାଶୀ ଦଣ୍ଡ ହିଁ ମିଳିବାକୁ ଯାଉଛି।ପ୍ରେମିକା ନିହାରିକା ଙ୍କ ଗୋଟିଏ ଆଦେଶ ରେ ପିଙ୍କୁ ନିଜ ଗାଡ଼ି ରୁ ଖଣ୍ଡା ବାହାର କରିଥିଲା।ଆଉ ନିହାରିକା ଅଞ୍ଜନ ଙ୍କୁ ହାଣିବା ପାଇଁ କହିବାରୁ ପିଙ୍କୁ ଖଣ୍ଡା ଧରି ଅଞ୍ଜନ ଙ୍କୁ ଗୋଡେଇ ଗୋଡେଇ ହାଣି ପକାଇ ଥିଲା।
ଶେଷ ରେ ବର୍ତମାନ ପୋଲିସ ତାଙ୍କୁ ଗିରଫ କରିଛନ୍ତି।ଏପଟେ କୋର୍ଟ ଙ୍କ ଶୁଣାଣି ପୂର୍ବରୁ ପିଙ୍କୁ ଙ୍କୁ ଫାଶୀ ଆବେଦନ କରାଯାଇଥିବା ଜଣା ଯାଇଥିବା ବେଳେ କୋର୍ଟ ଏନେଇ କେବେ ବିଚାର କରିବେ ତାହା କେବଳ ଅପେକ୍ଷା ରହିଲା।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement