Updated: Aug 31, 2023, 12:17 IST

ଆସନ୍ତା ନିର୍ବାଚନ ରେ ମୋଦୀ ଙ୍କୁ ପାନେ ଦେବି,ତାଙ୍କ ବିପକ୍ଷ ରେ ମୁଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ଠିଆ ହେବି

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଆଗକୁ ପ୍ରଧାନ ମନ୍ତ୍ରୀ ନିର୍ବାଚନ ରହିଛି।ଲୋକ ଙ୍କ ମଧ୍ୟ ରେ ବହୁତ ଉତ୍ସାହ ଓ ଆଗ୍ରହ ରହୁଚି ଏହାକୁ ନେଇ।ଏ ବର୍ଷ କିଏ ପ୍ରଧାନ ମନ୍ତ୍ରୀ ପାର୍ଥି ହେବ ତାହା ଏବେ ଠାରୁ କଳ୍ପନା ଜଳ୍ପନା ଚାଲିଛି କିନ୍ତୁ ଏ ନେଇ କୌଣସି ସୂଚନା ଦିଆ ଜାଇ ନାହିଁ।
ଲୋକ ମାନଙ୍କ ମଧ୍ୟ ରେ ଶୁଣା ଯାଉଚି ଏ ବର୍ଷ ଆମ ଆଦମୀ ପାର୍ଟି ର ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହେବେ।ହେଲେ ଏହାର କୌଣସି ସଠିକ୍ ତଥ୍ୟ ଦିଆ ଜାଇ ନାହିଁ।
Kejriwal
ସୂଚନା ଅନୁସାରେ ଅରବିନ୍ଦ ଙ୍କୁ କେଜରିୱାଲ ଙ୍କୁ ପ୍ରଧାନ ମନ୍ତ୍ରୀ କରିବା ପାଇଁ ଦାବି କରା ଯାଇଛି।ନରେନ୍ଦ୍ର ମୋଦି ଙ୍କ ବିପକ୍ଷ ଚେହେରା ଭାବେ ସେ ଦେଖା ଦେବେ।ଇଣ୍ଡିଆ ର ବୈଠକ ପୂର୍ବ ରୁ ଏହି ଦାବି କରା ଯାଇଚି।ଏପରି ହେଲେ ଦେଶ କୁ ଏକ ଭଲ ପ୍ରଧାନ ମନ୍ତ୍ରୀ ମିଳିବେ।
ଏବେ ଅରବିନ୍ଦ କେଜରିୱାଲ ଦିଲ୍ଲୀ ର ମୁଖ୍ୟ ମନ୍ତ୍ରୀ ଅଛନ୍ତି।ସେ ଦିଲ୍ଲୀ ର ଲୋକ ମାନଙ୍କୁ ସବୁ କିଛି ଯୋଗାଇ ଦେଉଛନ୍ତି।ମାଗଣା ଖାଇବା,ପୋଷାକ,ରହିବା ପାଇଁ ଘର ,ସବୁ କିଛି ସେ ଲୋକ ଙ୍କ ଭଲ ପାଇଁ କରୁଛନ୍ତି।
ସେଠାକାର ଲୋକ ମାନେ ମଧ୍ୟ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।ଏହା ଛଡା ପ୍ରତ୍ୟେକ ଘର କୁ ବିଦ୍ୟୁତ୍ ଯୋଗାଇବା ସହିତ ଜଳ ର ବ୍ୟବସ୍ଥା ମଧ୍ୟ କରାଇଛନ୍ତି।ତେଣୁ ସେ ପ୍ରଧାନ ମନ୍ତ୍ରୀ ପାର୍ଥି ପାଇଁ ସମ୍ପୂର୍ଣ୍ଣ ରୂପେ ଯୋଗ୍ୟ
Viral
ଆମ ଆଦମୀ ପାର୍ଟି ର ଜାତୀୟ ମୁଖ ପାତ୍ର ପ୍ରିୟଙ୍କା କହିଛନ୍ତି ଯେ ଯଦି ଆପଣ ମାନେ ମୋତେ ପଚାରନ୍ତି ତେବେ ମୁ କହିବି ଅରବିନ୍ଦ କେଜରିୱାଲ ଙ୍କୁ ପ୍ରଧାନ ମନ୍ତ୍ରୀ ପାର୍ଥି କରା ଯାଉ।ଆପଣ ମାନେ ଜାଣି ଥିବେ ଏବେ ଜାତୀୟ ସ୍ତର ରେ ମୁଦ୍ରା ସ୍ଫିତି ସର୍ବନିମ୍ନ ଅଟେ।
ଏପରି କି ପୁରା ଦେଶ ମହଙ୍ଗା ମାଡ ରେ ବେହାଲ ହୋଇଛି।ଏଭଳି ପରିସ୍ଥିତି ରେ ଦିଲ୍ଲୀ ରେ ଲୋକ ମାନଙ୍କୁ ସବୁ ପ୍ରକାର ସହଯୋଗ କରା ଯାଇଚି।ସେଠାର ମୁଦ୍ରା ସ୍ଫିତିି ସର୍ବାଧିକ।ଏଠାରେ ଲୋକ ମାନଙ୍କ ପାଖରେ କୌଣସି ଜିନିଷ ର ଅଭାବ ନାହିଁ।ସମସ୍ତେ ଭଲ ରେ ରହୁଚନ୍ତି।ସେଥିପାଇଁ ଅରବିନ୍ଦ କେଜରିୱାଲ ଦେଶ ର ପ୍ରଧାନ ମନ୍ତ୍ରୀ ହେଲେ ଦେଶ ର ସମସ୍ୟା ଦୂର ହେବ।

Advertisement