Jan 20, 2024, 12:52 IST

ମୋଦୀ ଯେତେବେଳେ ନମିତା ଅଗ୍ରୱାଲ ଙ୍କ ଗୀତ ରେ ସେୟାର କଲେ, କହୁ କହୁ ଏମିତି କଣ କହିଗଲେ ନମିତା ଅଗ୍ରୱାଲ...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନମିତା ଅଗ୍ରୱାଲ ଙ୍କ ସଙ୍ଗୀତ କିଭଳି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଖୁବ ପସନ୍ଦ ଆସିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ୍ କରି ଜଣାଇଛନ୍ତି।
Special report
ଆମେ ଏବେ ଏଥି ପ୍ରତି ନମିତା ଅଗ୍ରୱାଲ ଙ୍କ ମତାମତ କଣ ଥିଲା ସେହି ସମ୍ପର୍କରେ ଜଣାଇବାକୁ ଯାଉଛୁ। ନମିତା ଅଗ୍ରୱାଲ ଖୁବ୍ ଭଲ ଭଲ ଭଜନ ଗାନ୍ତି ଓ ତାଙ୍କର ଭଜନ ମଧ୍ଯ ଲୋକ ମାନଙ୍କୁ ଖୁବ୍ ପଶନ୍ଦ ଆସିଥାଏ।
ଆଉ ଏବେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ପଶନ୍ଦ ଆସି ଯାଇଛି। ଏଥିପାଇଁ ନମିତା ଅଗ୍ରୱାଲ ଖୁବ ଖୁସୀ ମଧ୍ୟ ଅନୁଭବ କରିଛନ୍ତି। ନମିତା ଅଗ୍ରୱାଲ କହିଥିଲେ କି ଅନେକ ବର୍ଷ ହୋଇ ଗଲାଣି ସେ ଅନେକ ଭଜନ ମଧ୍ୟ ଗାଉଛନ୍ତି
ଆଉ ଆଜି ତାଙ୍କୁ ସବୁକିଛି ମିଳି ଯାଇଛି ବୋଲି ସେ କହିଛନ୍ତି। ପ୍ରଭୁ ଶ୍ରୀ ରାମ ଙ୍କ ପାଇଁ ସେ ଯେଉଁ ଭକ୍ତିଭରା କଣ୍ଠରେ ଭଜନ ଗାଇଛନ୍ତି ତାହା ସେ ତାଙ୍କର ମନ ହୃଦୟ ଓ ପ୍ରାଣ ରୁ ଗାଇଛନ୍ତି।
Special report
ଆଉ ଏବେ ନମିତା ଅଗ୍ରୱାଲ କହିଛନ୍ତି କି ଏବେ ତାଙ୍କର ଗୀତକୁ ପ୍ରଭୁ ଶ୍ରୀ ରାମ ମଧ୍ୟ ପଶନ୍ଦ କରି ଦେଇଛନ୍ତି। ତାଙ୍କୁ ସେଥିପାଇଁ ଆଉ କିଛି ଦରକାର୍ ନାହିଁ। କାରଣ ଯେତେବେଳେ ପ୍ରଭୁ ଶ୍ରୀ ରାମ ତାଙ୍କ ଗୀତକୁ ପଶନ୍ଦ କରି ନେଇଛନ୍ତି
ତାଙ୍କୁ ଆଉ କଣ ଦରକାର। ସମଗ୍ର ଦେଶବାସୀ ଙ୍କୁ ମଧ୍ୟ ତାଙ୍କର ଏହି ଗୀତ ଖୁବ ପସନ୍ଦ ଆସିଛି। ସେଥିପାଇଁ ତାଙ୍କର ଏହି ଗୀତ ସଫଳ ହୋଇ ଯାଇଛି ବୋଲି ସେ କହିଛନ୍ତି।
ଯେତେବେଳେ ତାଙ୍କୁ ଏହି ଗୀତ ଗାଇବାକୁ କୁହା ଯାଇଥିଲା ସେତେବେଳେ ଖୁବ ସୁନ୍ଦର୍ ଭାବରେ ଏହି ଗୀତ ଗାନ କରିଥିଲେ। ଏହି ଗୀତ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଲୋକମାନେ ମଧ୍ୟ ଏହି ଗୀତର ଖୁବ୍ ପ୍ରଶଂସା କରିଛନ୍ତି। ତେବେ ଏହି ଗୀତ ଆପଣଙ୍କୁ କିପରି ଲାଗିଲା ଆଉ ଏହି ଗୀତ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement