ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ ।
ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି । ଆଜିକା ଯୁଗର ଲୋକମାନେ ଏଭଳି କାମ କରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସମାଜରେ ଏଭଳି ସବୁ ଲୋକମାନେ ଅଛନ୍ତି ଯେଉଁମାନେ ଏହି ସମାଜ ପାଇଁ ଖରାପ ଅଟନ୍ତି ।
ସମାଜରେ ଏହିଭଳି ଲୋକ ଏହି ସମାଜ ପାଇଁ ନିନ୍ଦନୀୟ ଅଟନ୍ତି । ସମାଜରେ ଏହିଭଳି ଲୋକମାନେ ରହିବା ଉଚିତ୍ ନୁହେଁ । ସମାଜରେ ଏହିଭଳି ପୁରୁଷ ରହିଲେ ଏହା ଖରାପ ଅଟେ । ସମାଜରେ ରହୁଥିବା ଲୋକଙ୍କ ଭିତରେ ଏଭଳି ଲୋକ ଅଛନ୍ତି ଯାହା ବହୁତ ଖରାପ ଅଟେ ।
ବିବାହିତ ହୋଇ ମଧ୍ୟ ଏହି ପୁରୁଷ ଜଣକ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ଏହି ପୁରୁଷ ଜଣକ କରିଛନ୍ତି ଏହି ନିର୍ଲଜ୍ଜ କାମ । ଏହି ପୁରୁଷ ଜଣକ ବିବାହ କରିଥିଲେ କିନ୍ତୁ ସେ ଜଣେ ନାବାଳିକାଙ୍କ ସହିତ କରିଥିଲେ ନିର୍ଲଜ୍ଜ କାମ ।
ଏହି ବ୍ୟକ୍ତି ଜଣକ ବିବାହ କରି ମଧ୍ୟ ନାବାଳିକା ସହିତ ସମ୍ପର୍କରେ ଥିଲେ । ଆଉ ଏହି ନାବାଳିକା ଜଣଙ୍କୁ ସେ ଗର୍ଭବତୀ କରାଇଥିଲେ । ସେ ଗର୍ଭବତୀ ହେଲା ପରେ ନାବାଳିକା ଘରଲୋକେ ଏହି କଥା ଜାଣିବା ପରେ ତାଙ୍କୁ ଘରୁ ବାହାର କରି ଦେଇଥିଲେ
ଏହାପରେ ଏହି ନାବାଳିକା ଜଣଙ୍କୁ ନେଇ ଗାଁରେ ପଞ୍ଚାୟତ ବସିଥିଲା । ଆଉ ଏହି ବ୍ୟକ୍ତି ଜଣକ ମଧ୍ୟ ନାବାଳିକାଙ୍କୁ ପାଖରେ ରଖିଲେ । ଆଉ ତାଙ୍କର ଏକ କନ୍ୟା ସନ୍ତାନ ହେବା ପରେ ବ୍ୟକ୍ତି ଜଣକ ତାଙ୍କୁ ମାଡ ମାରି ଘରୁ ବାହାର କରି ଦେଇଥିଲେ ।
ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା କେନ୍ଦୁଗଡ଼ା ଗାଁରେ । କେନ୍ଦୁଗଡା ଗାଁର ତାରାଚାନ୍ଦ ମାଝି ପୂର୍ବରୁ ବିବାହ କରିଥିଲେ । କିନ୍ତୁ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସେ ତାଙ୍କୁ ଗର୍ଭବତୀ କରାଇଥିଲେ । ଆଉ ଏହାପରେ ଏହି ଗର୍ଭବତୀ ନାବାଳିକାଙ୍କୁ ସେହି ବ୍ୟକ୍ତି ଘରୁ ବାହାର କରି ଦେଇଥିଲେ ।
ଏହାପରେ ଏହି ନାବାଳିକା ଜଣକ ତାଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଥିଲେ । ଏବେ ଏହି ବ୍ୟକ୍ତି ଜଣଙ୍କୁ ପୋଲିସ ଗିରଫ କରିଛି । ଆଉ ପୋଲିସ ଏହି ଘଟଣାକୁ ଏବେ ଗୁରୁତର ଭାବରେ ଗ୍ରହଣ କରିଛି । ଦେଖାଯାଉ ଏହି ବ୍ୟକ୍ତି ଜଣକ ନାବାଳିକା ଜଣଙ୍କୁ କେବେ ନିଜର କରୁଛନ୍ତି ନା ସବୁଦିନ ପାଇଁ ଦୂରେଇ ଯାଉଛନ୍ତି ।