Nov 3, 2023, 10:43 IST

ନବ ବିବାହିତା ଯୁବତୀ କୁ ଧର୍ଷଣ କଲା ଦିଅର, ତାପରେ ଯାହା ହେଲା ଆପଣ ବିଶ୍ୱାସ କରି ପାରିବେନି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜର ଝିଅ ବୟସର ଯୁବତୀକୁ ଭଲ ପାଇ ବିବାହ କରିଥିଲା ଏକ ଦରବୁଢ଼ା। ବ୍ୟକ୍ତି ଜଣକ ଏକ ଇଞ୍ଜିନିୟିର ହୋଇଥିବା ବେଳେ ଝିଅ ମଧ୍ୟ ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ଯାଇଥିଲା।
Special report
ହେଲେ ଝିଅର ଚରିତ୍ରକୁ ନଷ୍ଟ କଲା ପରେ ଝିଅକୁ ଛାଡ଼ି ଫେରାର ହୋଇ ଯାଇଥିଲା ଏହି ଦରବୁଢ଼ା। ଏହି ମହିଳା ଜଣକର ନାମ ହେଉଛି ସୋନିଆ। ସେ ନିଜ କୋଳରେ ଥିବା ପୁଅ ପାଇଁ ବାପାର ପରିଚୟ ମାଗୁଛନ୍ତି।
ସୋନିଆ ନିଜ ବାପା ବୟସର ସୌରଭ ଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ। ଆଉ ଏହାପରେ ତାଙ୍କୁ ପ୍ରେମ କରି ବିବାହ ମଧ୍ୟ କରିଥିଲେ। ହେଲେ ସେ ଜାଣି ନଥିଲେ କି ଭଦ୍ର ଲୋକ ଭଳି ଦେଖା ଯାଉଥିବା ସୌରଭ ଙ୍କ ମନରେ ପାପ ଲୁଚି ରହିଛି ବୋଲି।
ସୋନିଆ ଙ୍କ ଠାରୁ ସୌରଭ ଦେହ ସୁଖ ନେବା ପାଇଁ ଚାହୁଁଥିବା ବେଳେ ସୋନିଆ ଙ୍କୁ ନିଜର ମିଛ ପ୍ରେମ ଜାଲରେ ଫସାଇ ନିଜ ଝିଅ ବୟସର ସୋନିଆ ଠାରୁ ବାରମ୍ବାର ଦେହସୁଖ ନେଉଥିଲେ।
Special report
ଏହାପରେ ସୋନିଆ ଯେତେବେଳ ଗ-ର୍ଭ-ବ-ତୀ ହୋଇ ଯାଇଥିଲେ ସେତେବେଳେ ତାଙ୍କୁ ସେ ପଦରେ ଆଡେଇ ଦେଇଥିଲେ। ଘରେ ତାଙ୍କର ଏକ ସ୍ତ୍ରୀ ଆଉ ପିଲା ଥାଉ ଥାଉ ମଧ୍ୟ ସେ ସୋନିଆ ଙ୍କ ସହ ଏଭଳି ଭାବରେ ଛଳନା କରିଥିଲେ।
ଏହାପରେ ସେ ଧର୍ମ ପରିବର୍ତନ କରି ବିବାହ ମଧ୍ୟ କରି ନେଇଥିଲେ। ଏଭଳି ଅଭିଯୋଗ ସୋନିଆ କରୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସୌରଭ। ସେ କହିଛନ୍ତି କି ସୋନିଆ ତାଙ୍କ ପାଖକୁ ଆସିଥିଲେ।
ଆଉ ଏହାପରେ ତାଙ୍କୁ ହନି ଟ୍ରାପ୍ ରେ ଫସାଇ ଦେଇଥିଲେ। ଏହାପରେ ନିର୍ଯାତନା ଦେଇ ତାଙ୍କୁ ଧର୍ମ ପରିବର୍ତନ ମଧ୍ୟ କରାଇ ଥିଲେ। ସୋନିଆ ଆଜି ମଧ୍ୟ ଟଙ୍କା ପାଇଁ କାମ କରନ୍ତି ବୋଲି ସୌରଭ କହିଥିଲେ।
ମାତ୍ର ଏହାକୁ ସୋନିଆ ଖଣ୍ଡନ କରିଥିଲେ। ତେବେ ଏହି ଘଟଣା ପଛରେ ସତ୍ୟାସତ୍ୟ କଣ ତାହା ଘଟଣାର ସଠିକ୍ ତଦନ୍ତ ପରେ ହିଁ ଜଣା ପଡିବ ବୋଲି ଜଣା ପଡିଛି ।

Advertisement