Apr 19, 2024, 19:36 IST

ଲୁଚି ବାହା ହେଉଥିଲା ଭଉଣୀ ଦେଖନ୍ତୁ ଦେଖିଦେଲା ଭାଇ ଆଉ ତା ପରେ ..... Viral Video

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସବୁ ଅଞ୍ଚଳର ଆଉ ଅନେକ କିଛି ଘଟଣା ସମ୍ପର୍କରେ ଜାଣି ପାରୁଛନ୍ତି ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଗୋଟିଏ ପ୍ରେମ କାହାଣୀ ବିଷୟରେ ଜାଣିପାରିବେ । ଏହି ପ୍ରେମ କାହାଣୀ ବିଷୟରେ ଯେ କେହିବି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବେ ।
Hh
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ଜଣେ ପ୍ରେମିକ ଆଉ ପ୍ରେମିକା ବିବାହ କରୁଥିଲେ । ଆଉ ସେହି ସମୟରେ ସେଠାରେ ପ୍ରେମିକା ଜଣଙ୍କର ଭାଇ ପହଞ୍ଚି ଯାଇଥିଲା । ଏହି ଯୁବତୀ ଜଣକ ପ୍ରେମ ବିବାହ କରୁଥିଲେ ।
ସେ ଘରୁ ଲୁଚି କରି ପଳାଇ ଆସିଥିଲେ । ଆଉ ସେ ବିବାହ କରିବା ପାଇଁ ବେକରେ ଫୁଲମାଳ ପକାଇଥିଲେ । ଆଉ ତାଙ୍କ ଭାଇ ସେହି ସ୍ଥାନରେ ଖବର ପାଇ ପହଞ୍ଚି ଯାଇଥିଲେ । ଭାଇ ଜଣକ ସେଠାରେ ପହଞ୍ଚିବା ପରେ ରାସ୍ତାରେ ଲୋକମାନଙ୍କର ଭିଡ ଜମି ଯାଇଥିଲା ।
ଭାଇ ଜଣକ ସେଠାରେ ପହଞ୍ଚିବା ପରେ କହିଥିଲେ କି ସେ ତାଙ୍କ ଭଉଣୀର ସବୁ ଇଚ୍ଛା ପୂରଣ କରିଥିଲେ । ଆଉ ସେ ସବୁ ଖୁସି ତାଙ୍କୁ ଦେଇଥିଲେ ସେ କିଭଳି ତାଙ୍କ ସହିତ ଏଭଳି କରିପାରିଲେ । ଏହି ଭାଇ ଜଣକ ଭଉଣୀର ହାତ ଧରିଛି ।
Hh
ଆଉ ଭଉଣୀ କହୁଛି ଭାଇ ଛାଡରେ କିନ୍ତୁ ଭାଇ ଜଣକ ଭଉଣୀକୁ ଅନେକ ପ୍ରକାରରେ ବୁଝାଇବାକୁ ଚେଷ୍ଟା କରୁଛି । ଏଭଳି ଘଟଣା ଦେଖି ସେଠାରେ ଅନେକ ଲୋକ ଭିଡ ହୋଇ ଯାଇଥିଲେ । ଆଉ ସେଠାରେ ଜଣେ ମହିଳା ମଧ୍ୟ କିଛି କଥା କହିଥିଲେ। 
ଲୁଚି ଲୁଚି ପ୍ରେମିକ ଜଣଙ୍କୁ ମନ୍ଦିରରେ ବିବାହ କରୁଥିଲେ ଭଉଣୀ ଆଉ ସେଠାରେ ପହଞ୍ଚି ଯାଇଥିଲେ ଭାଇ ।ତାପରେ ଏଭଳି କିଛି ଘଟଣା ଘଟିଥିଲା । ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଚାଲିଥିଲା ହାଇଡ୍ରାମା । ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦା ଥାନା ଅନ୍ତର୍ଗତ ଏକ ମନ୍ଦିରରେ ।
ଘରୁ ଲୁଚି ପଳାଇଥିଲେ ପ୍ରେମୀ ଯୁଗଳ ଆଉ ସେମାନେ ବିବାହ କରୁଥିଲେ । ସେତେବେଳେ କୌଣସି ସୂତ୍ରରୁ ଭାଇ ଜଣକ ଖବର ପାଇ ଏଭଳି କାମ କରିଥିଲେ । ଉଭୟ ପୁଅ ଏବଂ ଝିଅ ଘରଲୋକେ ରାସ୍ତାରେ ହାଇଡ୍ରାମା କରିଥିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement