Mar 6, 2024, 10:20 IST

ମୋ ସ୍ବାମୀ ଶୋଇଥିଲେ..୪ଟା ଟୋକା ଆସି ମାରିଦେଲେ...

Yy6

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। କେତେବେଳେ କଣ ହୋଇଥାଏ ତାହା କେହି ଜାଣି ନଥାନ୍ତି।ବର୍ତମାନ ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି ନିଜର ଦୁଃଖ ବିଷୟରେ ଜଣାଇଛନ୍ତି।
ଏବଂ ତାଙ୍କ ସ୍ଵାମୀ ଙ୍କ ସାଙ୍ଗ ମାନଙ୍କ ନାମରେ ଅଭିଯୋଗ କରିଛନ୍ତି।ମହିଳା ଜଣଙ୍କ କହିଛନ୍ତି ଯେ ତାଙ୍କ ସ୍ଵାମୀ ସକାଳେ କମ୍ପାନୀ ଯାଇଥିଲେ।
Gh
କମ୍ପାନୀ ରୁ ବ୍ୟକ୍ତି ଙ୍କ ସାଙ୍ଗ ମାନେ ଡାକି ନେଇ ଯାଇଥିଲେ।ଏବଂ କିଛି ସମୟ ପରେ ତାଙ୍କୁ ଘରେ ଆଣି ଛାଡ଼ି କହିଥିଲେ ଯେ ବ୍ୟକ୍ତି ଜଣଙ୍କ ନିଶା ଖାଇଛନ୍ତି ସେଥିପାଇଁ ଚାଲି ପାରୁ ନାହାଁନ୍ତି।ତାଙ୍କୁ ନେଇକି ଶୁଆଇ ଦେବାପାଇଁ କହିଥିଲେ।
ଏହାପରେ ମହିଳା ଙ୍କ ଶାଶୁ ତାଙ୍କୁ ନେଇ ଶୁଆଇ ଦେଇଥିଲେ।କିନ୍ତୁ ଅଧ ଘଣ୍ଟା ପରେ ଦେଖିଲା ବେଳକୁ ବ୍ୟକ୍ତି ଜଣଙ୍କ ଗୋଡ଼ ହାତ ହଲା ଚଲା କିଛି କରୁ ନଥିଲେ।ଏବଂ ନିଶ୍ୱାସ ମଧ୍ୟ ନେଉ ନଥିଲେ।
Gh
ଗୋଡ଼ ଆଉ ମୁହଁ ହଳଦିଆ ପଡି ଯାଇଥିଲା।ଏହାପରେ ଘର ଲୋକେ ବ୍ୟକ୍ତି ଙ୍କୁ ମେଡିକାଲ ନେଇକି ଯାଇଥିଲେ।କିନ୍ତୁ ଡାକ୍ତର ବ୍ୟକ୍ତି ଙ୍କୁ ମୃ-ତ ଘୋଷଣା କରିଥିଲେ।ମହିଳା ଜଣଙ୍କ ବ୍ୟକ୍ତି ଙ୍କ ସାଙ୍ଗ ମାନେ ଏପରି କରିଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି।
ସାଙ୍ଗ ଦୁଇ ଜଣଙ୍କ ନାମ ହେଉଛି ଅମିତ୍ ଏବଂ ପିଉସ।ମହିଳା ଜଣଙ୍କ କହିଛନ୍ତି ଯେ ମଝିରେ କେତେଥର ସାଙ୍ଗ ମାନଙ୍କ ଭିତରେ ଝଗଡ଼ା ହୋଇଛି।ପଇସା ପାଇଁ ମଧ୍ୟ ଝଗଡ଼ା ହୋଇଛି।
ମହିଳା ଜଣଙ୍କ ଅମିତ୍ ଏବଂ ପିଉସ ଙ୍କ ନାମରେ ଅଭିଯୋଗ କରିଛନ୍ତି ଏବଂ ତାଙ୍କୁ ଫାଶୀ ଦିଆଯାଉ ବୋଲି କହିଛନ୍ତି।ମୃ-ତ ବ୍ୟକ୍ତି ଙ୍କ ବଡ଼ ଭାଇ ମଧ୍ୟ ମଧ୍ୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଥାନା ରେ ଏଫ ଆଇ ଆର୍ ଦେଇଛନ୍ତି।ତାଙ୍କ ସାଙ୍ଗ ମାନେ ନିଶା ଦେଇ ମାରିଛନ୍ତି ବୋଲି କହିଛନ୍ତି।
ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଗ୍ରାମବାସୀ ମାନେ ଏହା ଦେଖି ଦୁଃଖ ପ୍ରକାଶ କରିଛନ୍ତି।

Advertisement