Updated: Apr 12, 2024, 19:39 IST

ଏଠାରେ ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତି ମୁସଲିମ ଭକ୍ତ ଦେଖନ୍ତୁ ଆଉ ଜାଣନ୍ତୁ କଣ ରହିଛି ଏହାର ମାନ୍ୟତା

Er

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ତ ଜାଣିଥିବେ ହିନ୍ଦୁ ମାନଙ୍କର ଦେବତା ଆଉ ମୁସଲମାନମାନଙ୍କ ଦେବତା ଅଲଗା ଅଲଗା ଆଉ ସେମାନେ ଅଲଗା ଅଲଗା ପୂଜା ବି କରିଥାନ୍ତି ।
ଆପଣମାନେ କେବେ ଦେଖିଛନ୍ତି କି ହିନ୍ଦୁମାନେ ମୁସଲମାନମାନଙ୍କ ଦେବତାଙ୍କୁ ପୂଜା କରନ୍ତି କି ମୁସଲମାନମାନେ ହିନ୍ଦୁମାନଙ୍କର ଦେବତାଙ୍କୁ ପୂଜା କରୁଥିବାର । ବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏମିତି କିଛି ଜାଣିପାରିବେ ।
Ktt
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ହିନ୍ଦୁମାନଙ୍କର ଦେବତାଙ୍କୁ ମୁସଲମାନମାନେ ପୂଜା କରୁଛନ୍ତି । ଦେବତା ଅଲଗା ନୁହଁନ୍ତି କିନ୍ତୁ ଭଗବାନଙ୍କୁ ଜାତିଭେଦ ନେଇ ଅଲଗା କରାଯାଇଛି । ଏବେ ଭଗବାନ ହନୁମାନଙ୍କୁ ମୁସଲମାନ ପୂଜା କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।
ମୁସଲମାନ ଆଲ୍ଲାଙ୍କୁ ପୂଜା କରିବା ବଦଳରେ ହନୁମାନଙ୍କୁ ପୂଜା କରୁଛନ୍ତି । ହନୁମାନ ପ୍ରଭୁ ହିନ୍ଦୁମାନଙ୍କର ଦେବତା ସହ ପ୍ରଭୁଙ୍କୁ ନେଇ ଅନେକ ମହତ୍ତ୍ଵ ରହିଛି । ପ୍ରଭୁ ହନୁମାନଙ୍କ ଅନେକ ମନ୍ଦିର ଆଉ ପୀଠ ରହିଛି ।
Gg
ତାଙ୍କର ପୂଜା କରିଲେ ରୋଗ, ସଙ୍କଟ ଆଦି ଦୂର ହୋଇଥାଏ । ସେଥିପାଇଁ ଭଗବାନଙ୍କ ପୂଜାକୁ ଗୁରୁତ୍ଵ ପୂଜା କୁହାଯାଇଥାଏ । ଭାରତରେ ଏଭଳି ଏକ ହନୁମାନ ମନ୍ଦିର ରହିଛି ଯେଉଁ ମନ୍ଦିରକୁ ମୁସଲମାନମାନେ ପୂଜା କରିବାକୁ ଆସିଥାନ୍ତି ।।
ଆପଣମାନେ କଣ ଏହି ମନ୍ଦିର ବିଷୟରେ ଜାଣିଛନ୍ତି କି ? ପ୍ରଭୁ ହନୁମାନ ଅମର ଆଉ ପୃଥିବୀର କୋଣ ଅନୁକୋଣରେ ତାଙ୍କର ଉପସ୍ଥିତି ରହିଛି ବୋଲି ବିଶ୍ୱାସ କରାଯାଇଥାଏ । ଯେଉଁଠାରେ ରାମାୟଣ ପାଠ କରାଯାଏ ସେଠାରେ ପ୍ରଭୁ ହନୁମାନ ଥାଆନ୍ତି ।
ମୁସଲମାନ ହନୁମାନଙ୍କୁ ପୂଜା କରିବା କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ଏହା ସତ୍ୟ ଅଟେ । କର୍ଣ୍ଣାଟକ ରାଜ୍ୟର ଗଡକ ଜିଲ୍ଲାର ଗରପା ଗ୍ରାମରେ ଥିବା ହନୁମାନ ମନ୍ଦିରକୁ ମୁସଲମାନ ସମ୍ପ୍ରଦାୟ ଲୋକ ପୂଜା କରୁଛନ୍ତି । ଏହି ଗାଁରେ ହଇଜା ହୋଇଥିଲା ଆଉ ସେଠାରୁ ଲୋକମାନେ ପଳାଇ ଗଲେ ।
ଏହାପରେ ସେଠାରେ ପ୍ରଭୁ ହନୁମାନଙ୍କ ମନ୍ଦିରରେ ମୁସଲମାନମାନେ ପୂଜା କରିଲେ ଆଉ ଏହାପରେ ସେଠାରୁ ହଇଜା କମି ଯାଇଥିଲା ଆଉ ସେହି ଦିନ ଠାରୁ ହନୁମାନଙ୍କ ମନ୍ଦିରରେ ମୁସଲମାନ ସମ୍ପ୍ରଦାୟ ପୂଜା କରୁଛନ୍ତି ।

Advertisement