Updated: Mar 19, 2024, 21:35 IST

ମୁହଁରେ କଳା ବୋଳିଦେଲା ଝିଅ ଶେଷରେ ସାମ୍ନାକୁ ଆସି ମୁଁହ ଖୋଲିଲେ ମା ଦେଖନ୍ତୁ କଣ କହିଲେ - Exclusive

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ନିକଟରେ ଘଟିଥିବା ଘଟଣା ସମ୍ପର୍କରେ ଆପଣମାନେ ତ ଜାଣିଥିବେ । ନିକଟରେ ରାଜଧାନୀରେ ଘଟିଥିବା ଘଟଣା ସମ୍ପର୍କରେ ଆପଣମାନେ ସମସ୍ତେ ତ ଜାଣିଥିବେ ।
ଜଣେ ବ୍ୟକ୍ତିଙ୍କୁ ହ-ତ୍ୟା କରିଛନ୍ତି ତାଙ୍କ ସାଙ୍ଗର ପ୍ରେମିକା ଆଉ ନୂଆ ପ୍ରେମିକ । ପ୍ରେମିକା ଆଉ ପ୍ରେମିକ ମିଶି ପୂର୍ବତନ ପ୍ରେମିକର ସାଙ୍ଗ ଯିଏ କି ବୁଝାଇବାକୁ ଯାଇଥିଲେ ତାଙ୍କୁ ହତ୍ୟା କରାଯାଇଛି ।
Viral
ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ହ-ତ୍ୟା ହୋଇଥିବା ଯୁବକ ଜଣକ ହେଉଛନ୍ତି ଅଞ୍ଜନ । ଅଞ୍ଜନ ତାଙ୍କ ସାଙ୍ଗ ଗୌତମର ପ୍ରେମିକାକୁ ବୁଝାଇବାକୁ ଯାଇଥିଲେ ।
ସେଠାରେ ପୂର୍ବରୁ ପ୍ରେମିକା ଜଣକ ତାଙ୍କ ନୂଆ ପ୍ରେମିକ ଜଣଙ୍କୁ ଡାକି ଦେଇଥିଲେ ଆଉ ଏହାପରେ ସେହି ନୂଆ ପ୍ରେମିକ ଜଣକ ଗୌତମର ସାଙ୍ଗ ଅଞ୍ଜନକୁ ଖଣ୍ଡାରେ ମାରି ଦେଇଥିଲା । ଆଉ ଏବେ ଏହି ଯୁବତୀ ଅର୍ଥାତ୍ ପ୍ରେମିକା ନିହାରିକାର ମାଆ କିଛି କଥା କହିଛନ୍ତି । 
Viral
ମାଆ କେତେ ଆଶା କରିଥିଲେ କି ତାଙ୍କ ଝିଅ ଭଲ ପାଠପଢି ଭଲ ଚାକିରୀ କରି ତାଙ୍କର ପ୍ରତିପୋଷଣ କରିବେ କିନ୍ତୁ ଏହି ଝିଅ ଜଣଙ୍କ ଏଭଳି କାମ କରିଥିଲେ । ଏହି ଝିଅ ଜଣକ କ୍ରିମିନାଲ ଜଣଙ୍କୁ ଭଲପାଇ ଏଭଳି କାମ କରିଥିଲେ । ସେ କହିଛନ୍ତି ଏଭଳି ଝିଅ ତାଙ୍କର ଦରକାର ନାହିଁ ।
ତାଙ୍କ ଝିଅ ମୁହଁରେ କଳା କନା ବୋଳି ଦେଇଛି । ଝିଅ ହ-ତ୍ୟା କରିଛି ମାନେ ଦଣ୍ଡ ମିଳିବା କଥା । ଗୋଟେ ମାଆ ତାର ଝିଅକୁ ଅନେକ କଥା କହିଛି ଆଉ ତାକୁ ଦଣ୍ଡ ମିଳୁ ବୋଲି ମଧ୍ୟ କହିଛି ।
ହ-ତ୍ୟା ଅଭିଯୁକ୍ତ ନୀହାରିକାର ମାଆ କହିଛନ୍ତି ତାଙ୍କ ଝିଅ ଦୋଷ କରିଥିଲେ ସେ ଦଣ୍ଡ ପାଇବା ଦରକାର ଆଉ ତାଙ୍କୁ ଯିଏ ଏହି କାମ କରିବା ପାଇଁ କହିଛି ତାକୁ ବି ଦଣ୍ଡ ମିଳିବା ଉଚିତ୍ ।
ନିହାରିକା ପାଠପଢ଼ାରେ ମନ ଦେବା ବଦଳରେ ପ୍ରେମ କରିଥିଲେ ଆଉ ଏଭଳି ସବୁ ଘଟଣା ଏବେ ଘଟିଛି । ଏବେ ନୀହାରିକା ଜେଲକୁ ଯାଇଛନ୍ତି । ଅଞ୍ଜନଙ୍କୁ ହ-ତ୍ୟା କରିବା ଅଭିଯୋଗରେ ନିହାରିକା ଆଉ ତାଙ୍କ ପ୍ରେମିକ ପିଙ୍କୁଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଜେରା ପରେ ସତ୍ୟ କଣ ସାମ୍ନାକୁ ଆସିବ ।

Advertisement