Updated: Mar 29, 2024, 00:14 IST

ମୁମ୍ବାଇ ଇଣ୍ଡିଆନ କୁ ନେଇ ଆସୁଛି ବଡ ଚର୍ଚ୍ଚା ଦେଖନ୍ତୁ ଫ୍ୟାନ ମାନଙ୍କ ଡିମାଣ୍ଡ କ୍ରମେ ନିଆଗଲା କି ଏହି ନିଷ୍ପତି !!!

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Rohit hardhik
ନମସ୍କାର ୨୦୨୪ ଆଇପିଏଲରେ ଭାଗ ନେଇଥିବା ସମସ୍ତ ଟିମ ନିଜର ପ୍ରାମ୍ଭିକ ମ୍ୟାଚ୍ ଖେଳି ସାରିଲେଣି। ତେବେ ୨୦୨୪ ଆଇପିଏଲରେ ବିଗତ ଦିନରେ ଖେଳା ଯାଇଥିବା ମ୍ୟାଚ୍ ଐତିହାସିକ ପ୍ରମାଣ ହେଇଛି।
ଗତ ମ୍ୟାଚରେ ଇଣ୍ଡିଆନ ଟିମକୁ ସଚନିୟ ପରାଜୟରେ ସାମ୍ନା କରିବାକୁ ପଡ଼ିଛି। ଇଣ୍ଡିଆନ ମ୍ୟାନେଜମେଣ୍ଟ ରୋହିତ ଶର୍ମାଙ୍କୁ ପୁଣିଥରେ କ୍ୟାପଟେନ ହେଇପାରନ୍ତି। ତେବେ ଆପଣ ମାନେ ତ ଜାଣିଥିବେ ମୁମ୍ବାଇ ଇଣ୍ଡିଆନ ରୋହିତ ଶର୍ମାଙ୍କୁ ଆଇପିଏଲ ୨୦୨୪ରେ ଅଧିନାୟକ ପଦରୁ ହଟାଇ ଦେଇଥିଲା
Rohit Sharma
ଆଉ ତାଙ୍କ ଜାଗାରେ ମ୍ୟାନେଜମେଣ୍ଟ ହାର୍ଦ୍ଧିକ ପାଣ୍ଡିଆନକୁ ଦେଇଥିଲା କ୍ୟାପଟେନ ଦାୟିତ୍ଵ। କିନ୍ତୁ ହାର୍ଦ୍ଦିକ ପାଣ୍ଡିଆନଙ୍କ ଏପରି ବ୍ୟାଟିଂକୁ ଦେଖିବା ପରେ ଏବେ ଅମ୍ବାନୀ ନିଜର ମାଇଣ୍ଡିକୁ ଚେଞ୍ଜ କରିବେ ବୋଲି ୟୁଜର ମାନେ ଚର୍ଚ୍ଚା କରୁଛନ୍ତି।
ହାର୍ଦ୍ଧିକଙ୍କୁ ହରାଇ ପୁଣି ତାଙ୍କ ଜାଗାରେ ଅଧିନାୟକ ହେବେ ରୋହିତ ଶର୍ମା। ଆଉ ଦଳକୁ ରୋହିତ କରିବେ ନେତୃତ୍ୱ। ମୁମ୍ବାଇ ଟିମ୍ ନେଲା ବଡ଼ ନିଷ୍ପତି ପୁଣି ଥରେ ରୋହିତ ହେବେ କ୍ୟାପଟେନ। 
ଦର୍ଶକ ବନ୍ଧୁ କ୍ରିକେଟ୍ ଜଗତରୁ ଆସିଲା ବଡ଼ ଖବର ଟିମ୍ ମୁମ୍ୱାଇ ନେଲା ବଡ଼ ନିଷ୍ପତି ହାର୍ଦ୍ଧିକ ପାଣ୍ଡିଆଁଙ୍କ ଏତେ ଖରାପ ପ୍ରଦର୍ଶନ ପାରେ ଆକାଶ ଅମ୍ବାନୀ ନେଲେ ବଡ଼ ନିଷ୍ପତି।
ଗତକାଲି ହୋଇଥିବା ହାଇଦ୍ରାବାଦ ଓ ମୁମ୍ବାଇ ମ୍ୟାଚରେ ଖରାପ ପ୍ରଦର୍ଶନ କରିବା କାରଣରୁ ଆଜି ସକାଳୁ ଆସିଛି ଏକ ଗୁରୁତ୍ଵ ପୂର୍ଣ୍ଣ ଖବର ଆକାଶ ଅମ୍ବାନୀ କହିଲେ ଆଗକୁ ଅନୁଷ୍ଠିତ ହେବାକୁ ଯାଉଥିବା ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଗୁଡ଼ିକ ପାଇଁ ବୋର୍ଡ ନିଷ୍ପତି ନେଇଛି କି ହାର୍ଦ୍ଦିକ ପାଣ୍ଡିଆଙ୍କ ପରିବର୍ତ୍ତେ ରୋହିତ ଶର୍ମା କରିବେ କ୍ୟାପଟେନ ଶିପ୍।

Advertisement