Updated: Aug 8, 2023, 18:13 IST

କାନ୍ଧ ଚିପିଲେ ମୁଖ୍ୟମନ୍ତ୍ରୀ ୫୦୦୦୦/- ଦେଇ ଗଲେ ଦେଖନ୍ତୁ ଚର୍ଚ୍ଚାରେ ଏହି ଦୃଶ୍ୟ

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଆଧୁନିକ ସମାଜରେ କେହି ମଧ୍ୟ ଟଙ୍କାଟିଏ ପଇସା ହାତଛଡ଼ା କରିନଥାନ୍ତି। କିନ୍ତୁ ଏଭଳି ସମୟରେ ଅନେକ ଲୋକେ ଅଛନ୍ତି ଯେଉଁମାନେ କି ଅନ୍ୟର ସମ୍ପତ୍ତି ଉପରେ ଲୋଭ ରଖନ୍ତି ନାହିଁ।
Viral
ତେବେ ବନ୍ଧୁଗଣ ଦୁନିଆରେ ଏବେ ବି ବଞ୍ଚିଛି ମଣିଷପଣିଆ। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମୁଖ୍ୟମନ୍ତ୍ରୀ। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ମାନବିକତା ଦେଖାଇଲେ ଜଣେ ମୁଖ୍ୟମନ୍ତ୍ରୀ। 
ନିଜ କାରକୁ ଅଟକାଇ ଜଣେ ମହିଳାଙ୍କୁ ୫୦ ହଜାର ଦେଲେ ମୁଖ୍ୟମନ୍ତ୍ରୀ, କାନ୍ଧରେ ହାତ ଥୋଇ ଅନେକ ସମୟ ପର୍ଯ୍ୟନ୍ତ ଗପିଲେ। ଏହାପରେ ମହିଳା ଜଣକ ଭାଇ ଭାଇ ବହୁତ ଖୁସି ହେଲେ। ନିଜେ ଜଣେ ମୁଖ୍ୟ ମନ୍ତ୍ରୀ ବୋଲି ଭୁଲି ଗଲେ।
ରାସ୍ତା ଉପରେ ମୁଖ୍ୟମନ୍ତ୍ରୀ ଦେଲେ ଶାନ୍ତ୍ବନା ସହାନୁଭୂତି। ତେବେ ବନ୍ଧୁଗଣ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଯିଏ ଏବେ ସୋସିଆଲ ମିଡିଆରେ ଖୁବ୍ ମନ୍ତ୍ରରେ ଭାଇରାଲ ହେବାରେ ଲାଗିଛନ୍ତି। 
Viral news
ତାଙ୍କର ଏଭଳି ମହତ୍ୱ କାମ ସମସ୍ତଙ୍କୁ ଆକୃଷ୍ଟ କରିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ରାସ୍ତା କଡ଼ରେ ଜଣେ ମହିଳାଙ୍କ ପାଖରେ ବସି ପଡିଛନ୍ତି। ଆଉ ତାଙ୍କ କାନ୍ଧରେ ହାତ ପକାଇ ଶାନ୍ତ୍ବନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଆଉ ସେ ମହିଳା ଜଣକୁ କହୁଛନ୍ତି ' ତୁ ବେସ୍ତ ହନା ମୁ ତୋ ସାଙ୍ଗରେ ଅଛି'। ଆଉ ଏହାପରେ ନଗଦ ୫୦ ହାଜର ଟଙ୍କା ତାଙ୍କୁ ଦେବା ପାଇଁ କହିଛନ୍ତି। ଏହା ଶୁଣିବା ପରେ ମହିଳା ଜଣକ ଭାଇ ଭାଇ କହି ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ହାତକୁ ଧରି ପକାଉଛନ୍ତି। 
ଆଉ କହୁଛନ୍ତି ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ। ଖବର ମୁତାବକ ଏହି ମହିଳାଙ୍କ ନାମ ହେଉଛି ଦୁର୍ଗା ବାଇ। ଦିନେ ଦୁର୍ଗା ବାଇ ରାସ୍ତା କଡ଼ରେ ବସି ଭଙ୍ଗା ଛାତକୁ ମରାମତି କରନ୍ତି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କୌଣସି କାମରେ ଯାଉଥିବା ବେଳେ ହଠାତ୍ ରାସ୍ତା ଉପରେ ଅଟକି ଯାଇଥିଲେ। ଦୁର୍ଗା ବାଇଙ୍କୁ ଦେଖି କାର ଭିତରୁ ବାହାରି ଆସି ତାଙ୍କ ସହିତ ଖୁବ୍ ଗପିବା ସହ ଦେଇଥିଲେ ୫୦ ହଜାର ଟଙ୍କାର ସହାୟତା ମୂଳକ ରାଶି।

Advertisement