Updated: Aug 4, 2023, 14:51 IST

ନିଜ ପତ୍ନୀ ନିତା ଙ୍କୁ ଖୁସି କରିବାକୁ ଅମ୍ବାନୀ ଦେଲେ ୪୦୦ କୋଟି ର ହାର, ପଡିଶା ଘର ସ୍ତ୍ରୀ ଲୋକ କହିଲେ ଭାଗ୍ୟବାନ ବୋଲି ଅମ୍ବାନୀ ଘରେ ବାହା ହେଲେ

Ambani

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଭାରତ କୋଟିପତି ମୁକେଶ ଅମ୍ବାନୀ ଙ୍କ ପତ୍ନୀ ନିତା ଅମ୍ବାନୀ ଙ୍କୁ ସମସ୍ତେ ଜାଣି ଥିବେ।ସେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ରେ ରହି ଥାନ୍ତି।ବୟସ ଅଧିକ ହୋଇ ଯାଇଥିଲେ ବି ତାଙ୍କ ସୁନ୍ଦରତା କୌଣସି ମାତ୍ରା ରେ କମି ନାହିଁ।
Ambani
ଆଜି ବି ସେ ଦେଖିବାକୁ ବହୁତ ସୁନ୍ଦର।ତାଙ୍କୁ ଯେତେଥର ଦେଖିଲେ ବି ତାଙ୍କ ଭିତରେ କିଛି ନୂଆ ଜିନିଷ ଦେଖିବାକୁ ମିଳେ।ସେ ମୁକେଶ ଅମ୍ବାନୀ ଙ୍କ କମ୍ପାନୀ ରେ କାମ କରନ୍ତି।ସେ ଯେଉଁ ବସ୍ତ୍ର ଥରେ ବ୍ୟବହାର କରନ୍ତି ତାହାକୁ ଦିତୀୟ ଥର ବ୍ୟବହାର କରନ୍ତି ନାହିଁ।ଯେଉଁଥିପାଇଁ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।
ଦିନ କୁ କୋଟି କୋଟି ଟଙ୍କା ସେ ନିଜକୁ ସଜେଇ ହେବାପାଇଁ ଖର୍ଚ୍ଚ କରନ୍ତି।ତାଙ୍କୁ ସଜେଇବା ପାଇଁ ଜଣେ ମହିଳା ରହିଛନ୍ତି।ଯିଏ କି ଦିନ କୁ ଲକ୍ଷ ଲକ୍ଷ ଟଙ୍କା ନେଇ ଥାଏ।ନିତା ଅମ୍ବାନୀ ଯାହା କିଛି ବି ପିନ୍ଧି କି ଆସନ୍ତୁ ହେଲେ ତାଙ୍କ ସୁନ୍ଦରତା କେବେ ଯାଏ ନାହିଁ।
Ambani
ତାଙ୍କୁ ପୋଷାକ ପିନ୍ଧେଇବା ପାଇଁ ସେ ଜଣେ ମହିଳା ଙ୍କୁ ନିଯୁକ୍ତି କରିଛନ୍ତି।ତାଙ୍କ ନାମ ହେଉଛି ଡଲି ଜେନ।ତାଙ୍କୁ ୩୫୦ ରୁ ଅଧିକ ପ୍ରକାର ପୋଷାକ ପିନ୍ଧେଇବା କୌଶଳ ଆସେ।କେବଳ ୧୮ ସେକେଣ୍ଡ ରେ ସେ ସୁନ୍ଦର ଭାବେ ପୋଷାକ ପିନ୍ଧେଇ ଦେବେ।
କେବଳ ନିତା ଅମ୍ବାନୀ ଙ୍କୁ ନୁହେଁ।ତାଙ୍କ ବୋହୂ ମାନଙ୍କୁ ମଧ୍ୟ ସେ ପୋଷାକ ପିନ୍ଧାଇ ଦିଅନ୍ତି।ଡଲି ଏପରି ପୋଷାକ ପିନ୍ଧାଇବା ପାଇଁ କେତେ ଟଙ୍କା ନିଅନ୍ତି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ଏହା ଛଡା ସେ ବଲିଉଡ ର ଅନ୍ୟ ଅଭିନେତା ମାନଙ୍କୁ ମଧ୍ୟ ପୋଷାକ ପିନ୍ଧାନ୍ତି।ସେ ଏଥିପାଇଁ ୩୫୦୦୦ ରୁ ଆରମ୍ଭ କରି ୨୦୦୦୦୦ ଟଙ୍କା ନେଇ ଥାଆନ୍ତି।ଏହାକୁ ଶୁଣି କିଛି ଲୋକ ଙ୍କ ର ବିଶ୍ଵାସ ହୋଇ ନ ଥିଲା।କିନ୍ତୁ ଏହା ସତ।
Nita Ambani
ନିତା ଅମ୍ବାନୀ କେବଳ ଡଲି ଙ୍କ ପାଇଁ ଏତେ ସୁନ୍ଦର ଦେଖା ଯାଇ ଥାନ୍ତି।ତାଙ୍କୁ ଏବେ ୫୯ ବର୍ଷ ହୋଇ ସାରିଲାଣି ହେଲେ ବି ତାଙ୍କୁ କେହି ବି କହିବେ ନାହିଁ ସେ ଏତେ ବର୍ଷର ହୋଇ ଗଲେଣି।ଆଜି ବି ତାଙ୍କ ସୁନ୍ଦରତା ରହି ଅଛି।

Advertisement