Updated: Mar 6, 2024, 10:29 IST

ଶାଶୁ ଅନ୍ଧ ଭାବି ପ୍ରେମିକ ସହ ସେ-କ୍ସ ରେ ବ୍ୟସ୍ତ ଥିଲା ବୋହୂ..ହେଲେ ଶାଶୁ ସବୁ ଦେଖି ଗୋଟି ଗୋଟି କରି କହିଲା ପୁଅ କୁ..

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Gh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ଘର ଭିତରେ ପ୍ରେମିକ ସହିତ ଲୁଚି ଲୁଚି ଖେଳ କରୁଥିଲ ବୋହୂ। 
ଆଉ ଲୁଚି ଲୁଚି ଖେଳ କରୁଥିବା ସମୟରେ ଧରି ନେଇଥିଲେ ଶାଶୁ ଶଶୁର। ସ୍ବାମୀ ଛୁଆ ଥାଉ ଥାଉ ସ୍ତ୍ରୀ ଜଣକ ପ୍ରେମିକ ସହିତ ଲୁଚି ଲୁଚି କରୁଥିଲେ ଖେଳ। ଶେଷରେ ଧରାପଡ଼ିଛନ୍ତି ଯୁବତୀ ଜଣଙ୍କ। ମହିଳା ଜଣଙ୍କ ନାଁ ହେଉଛି ରୁବି।
Bb
ସୂଚନା ଅନୁସାରେ ରୁବି ସୋନଜ ନାମକ ଯୁବକଙ୍କ ସହିତ ବିବାହ କରିଥିଲା। ବିବାହ ପରେ ଦୁହିଁଙ୍କର ଛୁଆ ମଧ୍ୟ ହୋଇଥିଲା। ଏହାପରେ ସୋନୁଜ ସ୍ତ୍ରୀ ପିଲା ଛୁଆ ସହ ଘର ସମସ୍ତଙ୍କ ଭରଣ ପୋଷଣ ପାଇଁ ଘର ଠାରୁ ଦୂରରେ ରହୁଥିଲା। 
ଆଉ ସେପଟେ ସ୍ବାମୀ ଘର ଛାଡ଼ି ଯାଉ ଯାଉ ସ୍ତ୍ରୀ ଅନ୍ୟ ଏକ ପୁରୁଷ ସହ ସଂପର୍କ କରିବା ଆରମ୍ଭ କରିଦେଇଥିଲା। ସବୁଦିନ ଭଳି ରୁବି ଲୁଚି ଲୁଚି ସାଜନଙ୍କୁ ପ୍ରେମ କରୁଥିଲା ଏତିକି ବେଳେ ରୁବି ଏବଂ ସାଜନକୁ ଏକାଠି ଦେଖୀ ଦେଇଥିଲେ ଶାଶୁ ଶଶୁର।
ତା'ପରେ ଉଭୟଙ୍କୁ ଜୋରଜବରଦସ୍ତି ବିବାହ କରାଇଥିଲେ ପରିବାର ଲୋକେ। ଏହି ଘଟଣାଟି ବିହାରରେ ଘଟିଛି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Advertisement