Mar 23, 2024, 12:30 IST

ମିଟୁ ମିଥୁନ ଭୁଲିଗଲେ ଝିଅ ର ଜନ୍ମ ତାରିଖ...ଦେଖନ୍ତୁ ମିଥୁନ ଙ୍କ ଉପରେ କେମିତି ରାଗୁଛି କୁନି ଝିଅ...

Uu

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ମିଟୁ ମିଥୁନ ଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ।ବର୍ତମାନ ସେ ତାଙ୍କ ଝିଅ ଙ୍କ ସହିତ ଥଟ୍ଟା ମଜା କରୁଥିବାର ଦେଖିବାକୁ ମିଳିଛି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ ଝିଅଟି ତାଙ୍କ ବାପା ଙ୍କୁ ତାଙ୍କର ଜନ୍ମ ଦିନ କେବେ ବୋଲି ପଚାରି ଥିଲେ।ତାଙ୍କ ଝିଅ ଙ୍କ ନାମ ହେଉଛି ତୁମି ଅନନ୍ୟା।ତାଙ୍କ ଝିଅ ମୀନା ଚରିତ୍ର ରେ ଅଭିନୟ କରିଥିଲେ।
Ui
ମିଟୁ ମିଥୁନ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଲୋକ ମାନଙ୍କୁ ଗାଳି ଗୁଲଜ କରି ହଲ କୁ ଆଣି ପାରିବା ନାହିଁ।ସେମାନଙ୍କର ପାଦ ଛୁଇଁ ପକାଇବେ,ଭଲ ସିନେମା ଯେତେବେଳେ କରାଯିବ ଲୋକମାନେ ନିଶ୍ଚୟ ଦେଖିବା ପାଇଁ ଆସିବେ।
ମିଟୁ ମିଥୁନ ଙ୍କ ଝିଅ କହିଛନ୍ତି ଯେ ସେ ତାଙ୍କ ବାପା ଙ୍କୁ ଡରନ୍ତି ନାହିଁ।କିନ୍ତୁ ତାଙ୍କ ବାପା ତାଙ୍କୁ ବହୁତ ଡରନ୍ତି।ଏହି କଥା ଶୁଣିବା ପରେ ମିଟୁ ମିଥୁନ ବହୁତ ହସି ଥିଲେ।ଏବଂ କହିଥିଲେ ଯେ ସେ ହେଉଛି ତାଙ୍କ ବୋଉ।ଝିଅଟି କହିଛନ୍ତି ତାଙ୍କ ବାପା ବହୁତ ଭଲ।
Hh
"ତୁମେ ଯଦି ଅଛ ଏ ଜୀବନେ ପ୍ରଭୁ"ଭଜନ ରେ ମିଟୁ ମିଥୁନ ଙ୍କ ଅଭିନୟ ଦେଖି ଅନନ୍ୟା ବହୁତ ରାଗୀ ଯାଇଥିଲେ।କାରଣ ସେଥିରେ ଯେଉଁ ବ୍ୟକ୍ତି ଅଭିନୟ କରିଥିଲେ ତାଙ୍କୁ ମିଟୁ ମିଥୁନ ଗୋଇଠା ମାରିଥିଲେ।ତାହା ଅଭିନୟର ଏକ ସିନ ଥିଲା।
କିନ୍ତୁ ତାଙ୍କ ଝିଅ ଏହା ଦେଖି ରାଗି ଯାଇଥିଲେ। ମିଟୁ ମିଥୁନ କହିଛନ୍ତି ଯେ ତାଙ୍କ ଝିଅ ଆଠ ମାସ ରୁ ଅଭିନୟ କରିବା ଆରମ୍ଭ କରିଛନ୍ତି।ଝିଅର ଜନ୍ମ ତାରିଖ କେବେ ଯେତେବେଳେ ମିଟୁ ମିଥୁନ ଙ୍କୁ ପଚରା ଯାଇଥିଲା ସେ ଏପ୍ରିଲ ୪ ବୋଲି କହିଥିଲେ।
କିନ୍ତୁ ତାଙ୍କ ଝିଅ ଅନନ୍ୟା କହିଥିଲେ ଯେ ତାଙ୍କ ଜନ୍ମ ତାରିଖ ହେଉଛି ମେ ୪ ତାରିଖ।ଯେତେବେଳେ ଅନନ୍ୟା ଙ୍କୁ ବାପାଙ୍କ ଜନ୍ମ ତାରିଖ କେବେ ପଚରା ଯାଇଥିଲା ସେତେବେଳେ ସେ ଫେବୃଆରୀ ୫ ତାରିଖ ବୋଲି କହିଥିଲେ।

Advertisement