ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ସମାଜ ରେ ଘଟୁଥିବା ଘଟଣା ବିଷୟ ରେ ଅବଗତ ଥିବେ।ବର୍ତ୍ତମାନ ସମୟ ରେ ଅନେକ ଝିଅ ଙ୍କ ସହିତ ଖରାପ ବ୍ୟବହାର କରା ଯାଉଛି।ପୁରୁଷ ମାନେ ମହିଳା ମାନଙ୍କୁ ସେମାନଙ୍କ ହାତ ର କଣ୍ଢେଇ ଭଳି ବ୍ୟବହାର କରୁଛନ୍ତି।

କେବଳ ଗରୀବ ଶ୍ରେଣୀ ର ଝିଅ ମାନଂକ ଖେତ୍ର ରେ ଏପରି କରା ଯାଉଚି ତାହା ନୁହେଁ।ଧନୀ ଘର ର ଝିଅ ମାନେ ମଧ୍ୟ ଏହାର ଶିକାର ହେଉଛନ୍ତି।ମହିଳା ମାନେ ଶେଷ ରେ ପୋଲିସ ର ଆଶ୍ରୟ ନେଉଛନ୍ତି।ଆମେ ଆଜି ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।
ଯାହାକି ବିଶ୍ଵ ସୁନ୍ଦରୀ ପ୍ରତିଯୋଗିତା ରେ ଦେଖିବାକୁ ମିଳିଛି।ଏଥିରେ ବିଭିନ୍ନ ଦେଶ ର ସୁନ୍ଦରୀ ଯୁବତୀ ମାନେ ଅଂଶ ଗ୍ରହଣ କରିଥିଲେ।ଏହା ଜୁଲାଇ ମାସ ରୁ ଆରମ୍ଭ ହୋଇ ଅଗଷ୍ଟ ତିନି ତାରିଖ ରେ ଶେଷ ହୋଇ ଥିଲା।
ସେଠାରେ ସେହି ମହିଳା ମାନଙ୍କ ସହିତ ଖରାପ ବ୍ୟବହାର କରା ଯାଇଚି।ତାଙ୍କୁ ତାଙ୍କ ବଡି ପରୀକ୍ଷା କରିବା ପାଇଁ ଡକା ଯାଇଥିଲା।ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ।ସେମାନଙ୍କ ଆଗରେ ମହିଳା ମାନଙ୍କୁ ଟପ୍ ଲେସ ହେବାକୁ କୁହା ଯାଇଥିଲା।ତାଙ୍କ ଅନ୍ତ ବସ୍ତ୍ର କୁ କାଢିବା ପାଇଁ କୁହା ଯାଇଥିଲା।

ଏହା ପରେ ସେମାନଙ୍କ ଫଟୋ ଉଠା ଯାଇଥିଲା।ସେମାନେ ଏବେ ଏହାକୁ ବିରୋଧ କରିଛନ୍ତି।ଆପଣ ମାନେ ଭାବୁ ଥିବେ ଏମାନେ ସାଧାରଣ ଝିଅ ହୋଇ ଥିବେ।ହେଲେ ସେମାନେ ପ୍ରକୃତ ରେ ବିଶ୍ଵ ସୁନ୍ଦରୀ।
ସେମାନେ ଦେଖିବାକୁ ବହୁତ ସୁନ୍ଦର।ହେଲେ ତାଙ୍କ ସହିତ ଏଭଳି ବ୍ୟବହାର କୁ ଅନେକ କ୍ଷେତ୍ର ରେ ବିରୋଧ କରା ଯାଇଛି।ସେହି ମହିଳା ମାନେ ଏବେ ପୋଲିସ ର ସାହାର୍ଯ୍ୟ ନେଇଛନ୍ତି।ସେମାନେ ସେଠାକାର ବରିଷ୍ଠ ବ୍ୟକ୍ତି ମାନଙ୍କ ସହିତ ଏ ବିଷୟ ରେ କଥା ହୋଇଛନ୍ତି।
ଏ ବିଷୟ ରେ ବିଶ୍ଵ ସୁନ୍ଦରୀ ପ୍ରତିଯୋଗିତା ର ସଦସ୍ୟ ମାନଙ୍କୁ ପଚରା ଯାଇଥିଲା।ସେମାନେ କହିଥିଲେ କି ଏ ବିଷୟ ରେ ଆମେ ତଦନ୍ତ ଜାରି ରଖିଛୁ।ଏଭଳି ଘଟଣା କାହିଁକି ଘଟିଲା ତାହା ଖୁବ୍ ଶୀଘ୍ର ଜଣା ପଡ଼ିବ।