Mar 5, 2024, 02:14 IST

ଏବେ ଏବେ ସାମ୍ନାକୁ ଆସିଲା ବଡ଼ ସତ ଦେଖନ୍ତୁ ମିଛ କହି ମହିଳା ଭାଙ୍ଗିଦେଲେ ବାହାଘର !!

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ ଏଭଳି କିଛି ଖବର ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Viral news
ଜଣେ ମହିଳା ମିଛ କହି ବ୍ୟକ୍ତି ଜଣଙ୍କର ବାହାଘର ଭାଙ୍ଗି ଦେଇଛନ୍ତି । ବ୍ୟକ୍ତି ଜଣକ ବିବାହ କରୁଥିଲେ ଆଉ ମହିଳା ଜଣକ ମିଛ କହି ନିଜକୁ ତାଙ୍କର ପ୍ରଥମ ସ୍ତ୍ରୀ ବୋଲି କହି ବିବାହ ଭାଙ୍ଗି ଦେଇଥିଲେ । 
ଗତକାଲି ରାଜଭବନ ପଛ ପାର୍ଶ୍ଵ ରାଧାକୃଷ୍ଣ ମନ୍ଦିରରେ ବିବାହ ହେଉଥିଲା । ପୁରୋହିତ ବିବାହ କରୁଥିଲେ । କିନ୍ତୁ ହଠାତ୍ ସବୁକିଛି ବଦଳି ଗଲା । ଆଉ ବାଜିଲା ନାହିଁ ସାହାନାଇ, ଶୁଭିଲା ନାହିଁ ମନ୍ତ୍ର ସବୁକିଛି ବନ୍ଦ ହୋଇଗଲା ।
ଲୋକମାନେ ଏହି ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତେ ଆଚମ୍ବିତ ହୋଇ ପଡ଼ିଥିଲେ । ଆଉ ସମସ୍ତଙ୍କ ନଜର ଥିଲା ଜଣେ ମହିଳାଙ୍କ ଉପରେ । ଏହି ମହିଳା ଜଣକ ବାହାଘର ଭାଙ୍ଗିବା ପାଇଁ ଆସିଥିଲେ । ଆଉ ସେ ଅନେକ ମିଛ କଥା କହୁଥିଲେ । 
Viral
ଏହି ମହିଳା ଜଣଙ୍କ ବ୍ୟକ୍ତି ଜଣଙ୍କର ପ୍ରଥମ ସ୍ତ୍ରୀ ବୋଲି କହି ଦାବି କରୁଥିଲେ । ବର ବେଶରେ ଥିବା ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ମହିଳା ଜଣଙ୍କୁ ସେ ଚିହ୍ନି ନଥିଲେ କି ଜାଣି ନଥିଲେ ।
ଆଉ କନ୍ୟା ବେଶରେ ଥିବା ଝିଅଟି ଆହୁରି ଅଧିକ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହି ମହିଳା ଜଣକ ଯିଏକି ନିଜକୁ ପ୍ରଥମ ସ୍ତ୍ରୀ ବୋଲି କହୁଥିଲେ ସେ ମିଛ ବିବାହ ସାର୍ଟିଫିକେଟ ଦେଖାଇ ଦେଇଥିଲେ । ଆଉ ଏହାପରେ ଏହି ଘଟଣାର ତଦନ୍ତ କରାଯାଇଥିଲା । 
ଏହି ମହିଳା ଜଣକ କହିଛନ୍ତି ତାଙ୍କ ସ୍ଵାମୀ ଦ୍ଵିତୀୟ ବିବାହ କରୁଥିଲେ ସେଥିପାଇଁ ସେ ବିବାହ ରୋକିବା ପାଇଁ ଯାଇଥିଲେ । ଏହି ମହିଳା ଜଣଙ୍କ ନାମ ହେଉଛି ରମା । ଆଉ କନ୍ୟା ଜଣକ ଅନେକ କଥା ଶୁଣିଥିଲେ ।
ଅନେକ କଥା ଶୁଣିବା ପରେ ମଧ୍ୟ ଏହି ଘଟଣାର ସମାଧାନ ହୋଇଥିଲା । ଏହି ଘଟଣାର ତଦନ୍ତ ପରେ ଜଣା ପଡ଼ିଥିଲା କି ମହିଳା ଜଣକ ମିଛ କହୁଥିଲେ । ଆଉ ସେ ମିଛ କହି ବିବାହ ଭାଙ୍ଗିଥିଲେ । ଏବେ ସେହି ବର ଆଉ କନ୍ୟା ବିବାହ କରିବେ ନା ଆଉ କଣ ହେବ ତାହା ଜଣାପଡି ନାହିଁ ।

Advertisement