Updated: Mar 20, 2024, 19:37 IST

ମେଣ୍ଟକୁ ନେଇ ଶେଷ କଥା କହିଦେଲେ Vk Pandian ଦେଖନ୍ତୁ କଣ ନିଆଗଲା ଶେଷ ନିଷ୍ପତ୍ତି

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆ ଦ୍ଵାରା ଆପଣମାନେ ରାଜନୀତିକୁ ନେଇ ଆସିଥିବା ଖବର ଜାଣି ପାରୁଛନ୍ତି ।
5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଶେଷରେ ମେଣ୍ଟକୁ ନେଇ କିଛି କଥା କହିଛନ୍ତି । ମେଣ୍ଟକୁ ନେଇ ଆସିଲା ବଡ ଖବର । ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ 5T ଅକ୍ଷକ୍ଷ ପାଣ୍ଡିଆନ । ଏବେ ମେଣ୍ଟ ଚର୍ଚ୍ଚା ତ ସବୁ ଆଡ଼େ ଚାଲିଛି ।
Viral
5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ ବୟାନ ମେଣ୍ଟ ଚର୍ଚ୍ଚାକୁ ଇନ୍ଧନ ଦେଲା । ରାଜ୍ୟରେ ବିଜେଡି ଆଉ ବିଜେପି ମେଣ୍ଟକୁ ନେଇ ସରଗରମ ରହିଛି ରାଜ୍ୟର ରାଜନୀତି । ଏହାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ନିର୍ବାଚନ ପରେ ଥମି ଯାଇଛି ।
ବିଜେପି ଏହି ମେଣ୍ଟ ଚର୍ଚ୍ଚାକୁ ନେଇ ଯାହା ସବୁ ବୟାନ ଦେଇଛି ତାହା ଏହି ମେଣ୍ଟ ଚର୍ଚ୍ଚାକୁ ଧୀରେ ଧୀରେ ଶିଥିଳ କରିଦେଇଛି । ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ବାରମ୍ବାର ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦଳ ଏକାକୀ ଲଢିବ ବୋଲି କହିଛନ୍ତି ।
ବିଜେପି ସବୁବେଳେ ସମ୍ମାନ କଥା କହିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗତକାଲି ଦିଲ୍ଲୀ ଯାଇଛନ୍ତି । ମେଣ୍ଟ ସମ୍ଭାବନାକୁ ନେଇ ରାଜ୍ୟ ବିଜେପି ସବୁବେଳେ ନକାରାତ୍ମକ ପ୍ରଭାବ ଦେଖାଇ ଆସିଛି 
Modi naveen
ମେଣ୍ଟ ଚର୍ଚ୍ଚାରେ ରାଜ୍ୟ ବିଜେପି ଏକାକୀ ଲଢିବାର ଇଚ୍ଛା ମେଣ୍ଟ ପ୍ରସଙ୍ଗରେ ବିରାମ ଲଗାଇଛି । ଏବେ ପୁଣି ଥରେ ମେଣ୍ଟକୁ ନେଇ ଧୁଆଁ ହେବା ଆରମ୍ଭ ହୋଇଛି । ଏବେ 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ ବଡ ବୟାନ ଆସିଛି । ବିରାମ ଲାଗିଥିବା ମେଣ୍ଟ ଚର୍ଚ୍ଚାକୁ ପୁଣି ସରଗରମ କରାଯାଇଛି ।
ଏକ ଜାତୀୟ ଗଣମାଧ୍ୟମରେ ଭାଗ ନେଇ 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ କହିଛନ୍ତି ଏକ ବୃହତ୍ତର ସ୍ବାର୍ଥ ପାଇଁ ମେଣ୍ଟ ହୋଇପାରେ । ରାଜନୀତିର ଉର୍ଦ୍ଧ୍ବରେ କିଛି ରହିଛି । ନବୀନ ପଟ୍ଟନାୟକ ଏବଂ ନରେଣ୍ଡ ମୋଦୀ ଭଲ ବନ୍ଧୁ ଅଟନ୍ତି । ନିର୍ବାଚନ ଜିତିବା ପାଇଁ ବିଜେପିକୁ ବିଜେଡିର ଆବଶ୍ୟକତା ନାହିଁ ।
କେନ୍ଦ୍ରରେ ବିଜେପି ଜିତିବା ପାଇଁ ବିଜେଡିର ଆବଶ୍ୟକତା ନାହିଁ । ଦେଶରେ ମୋଦି ଆଉ ରାଜ୍ୟରେ ନବୀନ ବିଜେତା ହେବେ ବୋଲି 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ କହିଛନ୍ତି । ରାଜ୍ୟରେ ଏବେବି ମେଣ୍ଟକୁ ନେଇ ଅନେକ କଥା ଆସୁଛି । ଏବେ ମଧ୍ୟ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି ।

Advertisement