Updated: Aug 15, 2023, 16:31 IST

ହଠାତ୍ ଚଟାଣ ଭିତରୁ ବାହାରିଲା କୁମ୍ଭୀର ଦେଖନ୍ତୁ ଦେଖି ହୋଇଗଲେ ସମସ୍ତେ ଆଶ୍ଚର୍ଯ୍ୟ ତା ପରେ କିଛି ହେଲା ଏମିତି

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଖବର ଦେଖିଥିବେ।ସେଥିରୁ କିଛି ସତ ହୋଇ ଥିବା ବେଳେ କିଛି ମିଛ ହୋଇ ଥାଏ।ଏମିତି କିଛି ଭିଡିଓ ଥାଏ ସୋସିଆଲ ମିଡିଆରେ ଯାହାକୁ କି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।
ଆମେ ଆପଣ ଙ୍କୁ ସେହିଭଳି ଏକ ଆଶ୍ଚର୍ଯ୍ୟ କର ଘଟଣା ବିଷୟ ରେ କହିବାକୁ ଯାଉଛୁ।ଏହା କେତେ ଦୂର ସତ ତାହା ଜଣା ନାହିଁ।କିନ୍ତୁ ଏହି କିଛି ଦିନ ତଳେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ରେ ଅପଲୋଡ଼ ହୋଇ ଥିଲା।ଏହା ପରେ ଭିଡିଓ ଟି ଅଧିକ ଭାଇରାଲ ହେବାକୁ ଲାଗିଲା।
Viral news
ଘଟଣା ଟି ହେଉଚି ଘର ରୁ ପ୍ଲାଷ୍ଟର ତଳୁ ବାହାରିଲା କୁମ୍ଭୀର।ଗୋଟିଏ ନୁହେଁ କି ଦୁଇଟି ନୁହେଁ ।ଏକା ଥରେ ତିନି ତିନି ଟା କୁମ୍ଭୀର ଘର ଭିତରୁ ବାହାରିଲା।ସେଠାକାର ଲୋକ ମାନେ ଏହାକୁ ଦେଖି ଭୟବିତ ହୋଇ ଯାଉଛନ୍ତି।
ସୂଚନା ଅନୁସାରେ ଗତ କିଛି ଦିନ ତଳେ ଜଣକ ଘର ର ପକ୍କା ତଳୁ କିଛି ଶବ୍ଦ ସୃଷ୍ଟି ହେଉଥିଲା।ହେଲେ ଘର ଲୋକ ମାନେ ଏଥିପ୍ରତି ଧ୍ୟାନ ଦେଲେ ନାହିଁ।ସେମାନେ ଏ ବିଷୟ ରେ କାହାକୁ କିଛି କହିଲେ ନାହିଁ।ଏହାର କିଛି ଦିନ ପରେ ଘର ର ପକ୍କା ରେ ଏକ କଣା ସୃଷ୍ଟି ହେଲା।
ଏହା ପରେ ଲୋକ ମାନେ ସେହି କଣା ବାଟେ ଯାହା ଦେଖିଲେ ତାହାକୁ ବିଶ୍ୱାସ କରି ପାରିଲେ ନାହିଁ।ସେମାନେ ଦେଖିଲେ ଯେ ଘର ର ପ୍ଲାଷ୍ଟର ତଳେ କୁମ୍ଭୀର ମାନେ ରହୁଛନ୍ତି।ସେମାନେ ହିଁ ବିଭିନ୍ନ ପ୍ରକାର ଶବ୍ଦ ସୃଷ୍ଟି କରୁଛନ୍ତି।ଏହା ପରେ ବନ ବିଭାଗ କର୍ମଚାରୀ ମାନଙ୍କୁ ଡକା ଯାଇଥିଲା।ସେମାନେ ଆସି ଘର ର ପକ୍କା ଫଟାଇଲେ।
ଦେଖିଲେ ଯେ ସେଥିରେ ତିନୋଟି କୁମ୍ଭୀର ରହିଥିଲେ।ସେମାନେ ଏହି କୁମ୍ଭୀର ଗୁଡ଼ିକୁ ନେଇ ଜଙ୍ଗଲ ରେ ଛାଡି ଦେଲେ।ହେଲେ ସେ କୁମ୍ଭୀର କିଭଳି ସେଠାରେ ଏତେ ବର୍ଷ ରହିଲା।ତାହା ଜାଣିବା ପାଇଁ ସମସ୍ତଙ୍କ ମନ ରେ ଆଗ୍ରହ ସୃଷ୍ଟି ହୋଇଛି।
ଆମେ ଜାଣିଛୁ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ।କିନ୍ତୁ ଏହା ସୋସିଆଲ ମିଡିଆରେ ଏବେ ବହୁତ ଭାଇରାଲ ହେଉଛି।ଆପଣ ପାଣି ତଳେ କୁମ୍ଭୀର ରହି ଥିବାର ଦେଖିଥିବେ।ହେଲେ ଏଭଳି ଘର ର ପକ୍କା ତଳେ ରହିବା କେବେ ବି ଦେଖି ନ ଥିବେ।

Advertisement