Dec 23, 2023, 07:43 IST

ମାପ ନେଉ ନେଉ ଛାତିରେ ହାତ ମାରିଦେଲେ ଟେଲର ବାବୁ ଦେଖନ୍ତୁ ସୋସିଆଲ ମିଡିଆରେ VIRAl ହେଲା ଭିଡିଓ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଦରଜୀ ସନ୍ଧ୍ୟା ସମୟରେ ନିଜ ଦୋକାନ ଖୋଲି ବସିଥିବାର। ଠିକ୍ ସେହି ସମୟରେ ଜଣେ ଯୁବତୀ ଦରଜୀ ପାଖକୁ ନିଜ ଡ୍ରେସ ସିଲେଇ କରିବାକୁ ଆସିଥିଲେ।
Special Report
କିନ୍ତୁ ଏଠି ଜଣକ ନିଜ ବାପା ବୟସର ହୋଇଥିଲେ ମଧ୍ୟ ସେହି ଯୁବତୀ ଜଣକୁ ଖରାପ ନଜରରେ ଦେଖୁଥିଲା। ଆଉ ଏହାର ଦରଜୀ ଜଣକ ସେହି ଯୁବତୀର ଦେହର ମାପ ନେଇବାକୁ ଲାଗିଥିଲା। 
ଆଉ ଯୁବତୀଙ୍କୁ ସ୍ପର୍ଶ କରିବାରେ ଲାଗିଥିଲା। ହେଲେ ଦରଜୀ ମନରେ ଖରାପ ଚିନ୍ତାଧାରା ଥିବାର ଜାଣି ଯୁବତୀ ଯୁବତୀ ଜଣକ ସେଠାରୁ ଚାଲିଯାଇଥିଲେ।
Special Report
ଏହାପରେ କିଛି ସମୟ ଗଲାପରେ ପୁଣି ଜଣେ ମହିଳା ଦରଜୀ ନିକଟକୁ ନିଜର ଡ୍ରେସ ସିଲେଇ କରିବାପାଇଁ ଆସିଥିଲେ। ଆଉ ସେହି ମହିଳାଙ୍କୁ ଦେଖି ଦରଜୀ ଜଣକ ଠିକ୍ ସେହିଭଳି ମନରେ ଖରାପ ଚିନ୍ତା ରଖିଥିଲେ। 
ଶେଷରେ ମାପ ନେବା ବାହାନାରେ ଦରଜୀ ଜଣକ ବୁର୍ଖା ପିନ୍ଧା ମହିଳାଙ୍କୁ ନିଜ ଦୋକାନ ଭିତରେ ଟଣା ଓଟରା କରିବାକୁ ଲାଗିଥିଲେ। ଆଉ ସେହାପରେ ମହିଳା ଜଣକ ନିଜର ବୂର୍ଖା ଖୋଲି ଦେଇଥିଲେ।
Special Report
ତେବେ ସେଥିଲେ ଜଣେ ମହିଳା ପୋଲିସ ଅଫିସର। ତେବେ ବନ୍ଧୁଗଣ ଏହି ଦରଜୀ ଜଣକ ଏମିତି ସମସ୍ତ ମହିଳାଙ୍କୁ ସହିତ କରୁଥିବାର ଅନେକ ଅଭିଯୋଗ ଆସିଥିଲା। କିନ୍ତୁ କିଛି ପ୍ରମାଣ ପିଇପାରିନଥିଲା ପୋଲିସ। 
ଆଉ ସେଥିପାଇଁ ମଇଳା ପୋଲିସ ଜଣକ ନିଜେ ପରୀକ୍ଷା କରିବା ପାଇଁ ସେହି ଦରଜୀ ର ଦୋକନାକୁ ବୁର୍ଖା ପିନ୍ଧି ଆସିଥିଲେ। ତେବେ ବନ୍ଧୁଗଣ ଏହାପରେ ବୁଢ଼ା ଦରଜୀ ସବୁ କଳାକାରନାମା ଧରାପଡ଼ି ଯାଇଥିଲା।
ଆଉ ସେହି ସବୁର ଦୃଶ୍ୟ ଦରଜୀ ର ଦୋକାନ କ୍ୟାମେରା ରେ ଲାଗିଥିବା ସିସିଟିଭି ଫୁଟେଜ ରେ ରେକଡ୍ ହୋଇଯାଇଥିଲା। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisement