Nov 1, 2023, 13:23 IST

ଶେଷ ରେ ମନୋଜ ଙ୍କ ସ୍ତ୍ରୀ କ୍ୟାମେରା ଆଗକୁ ଆସି କାନ୍ଦି ପକେଇଲେ, କହିଲେ ମନୋଜ ନିଜ ଭୁଲ ମାନିଯାଇ ଭୁଲ୍ ମାଗିଦିଅ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଏବେ ଓଲିଉଡ ରେ ଚାଲି ଥିବା କଳି ବିଷୟ ରେ ଜାଣି ଥିବେ।ଓଡ଼ିଆ ଅଭିନେତା ମନୋଜ ମିଶ୍ର ଓ ଟୁଟୁ ନାୟକ ଙ୍କ ଝଗଡ଼ା ଦିନ କୁ ଦିନ ନୂଆ ରୂପ ନେଉଛି।ଟୁଟୁ ନାୟକ ମନୋଜ ମିଶ୍ର ଙ୍କୁ ଏବେ ବ୍ୟାନ କରିଛନ୍ତି।
Special report
ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏବେ ଆଉ ଏକ ଘଟଣା ସାମନା କୁ ଆସିଛି ଯାହାକୁ କୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ପ୍ରଥମ ଥର ପାଇଁ ମିଡ଼ିଆ ସାମନା ରେ ମୁହଁ ଖୋଲିଛନ୍ତି ମନୋଜ ମିଶ୍ର ଙ୍କ ପତ୍ନୀ ମାନା ମିଶ୍ର।
ସୂଚନା ଅନୁସାରେ ମନୋଜ ମିଶ୍ର ଙ୍କ ପତ୍ନୀ ଙ୍କୁ ସମସ୍ତେ କହିଥିଲେ କି ଉଭୟ ପରସ୍ପର ଠାରୁ ଅଲଗା ହୋଇ ସାରିଛନ୍ତି।ସେ ଏବେ ତାଙ୍କ ପୂର୍ବତନ ପତ୍ନୀ ବୋଲି କିଛି ଦିନ ତଳେ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇ ଥିଲା।ଏହାକୁ ନେଇ ଏବେ ମୁହଁ ଖୋଲି ଛନ୍ତି ତାଙ୍କ ପତ୍ନୀ।
Special report
ତାଙ୍କ କହିବା ଅନୁଯାୟୀ ସେ ମନୋଜ ମିଶ୍ର ଙ୍କ ପୂର୍ବତନ ପତ୍ନୀ ନୁହନ୍ତି।ମୁଁ ଏବେ ବି ତାଙ୍କ ସ୍ତ୍ରୀ।ଆମେ ଏକାଠି ରହୁ ନାହୁଁ।ସେ ମୁମ୍ବାଇ ରେ ଅନ୍ୟ ଝିଅ ମାନଙ୍କ ସହିତ ରହୁଛନ୍ତି।ଯେଉଁଥି ପାଇଁ ମୁଁ ତାଙ୍କ ଠାରୁ ଅଲଗା ରହିବା ପାଇଁ ଇଚ୍ଛା କରିଥିଲି।
ଏବେ ତାଙ୍କର ମାଇଣ୍ଡ ଗେମ୍ ଫିଲ୍ମ କୁ ନେଇ ଖୁବ୍ ଚର୍ଚ୍ଚା ହେଉଚି।ସେ ନିଜ ଫିଲ୍ମ ଟି ହଲ ରେ ଚାଲିବା ପାଇଁ ଅରିନ୍ଦମ ଙ୍କ ଫିଲ୍ମ ରାମ କୁ ବନ୍ଦ କରି ଦେଇଥିଲେ।ଯଦି ମନୋଜ ଏପରି କରିଛନ୍ତି ତେବେ ଭୁଲ ମାଗି ଦେବା ଉଚିତ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି।
ଏପରି କାହା ଫିଲ୍ମ କୁ କରିବା କେବେ ବି ଠିକ୍ ନୁହେଁ।ମାଇଣ୍ଡ ଗେମ୍ ଫିଲ୍ମ ଭଲ ବ୍ୟବସାୟ କରୁ। ତା ସହିତ ରାମ କୁ ବି ଚାଲିବାକୁ ଦିଅନ୍ତୁ।ତାଙ୍କୁ ଏବେ ବ୍ୟାନ କରା ଯାଇଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।
ଏବେ ଦେଖିବାକୁ ବାକି ରହିଲା ତାଙ୍କ ବିବାଦ ର କେବେ ସମାଧାନ ହେଉଛି।ନିକଟରେ ଅରିନ୍ଦମ ରାୟ ଏହାର କିଛି ସମାଧାନ କରିବା ପାଇଁ ମନୋଜ କୁ ପ୍ରସ୍ତାବ ଦେଇଥିଲେ।ହେଲେ ଏହି ପ୍ରସ୍ତାବ କୁ ଗ୍ରହଣ କରି ନ ଥିଲେ ମନୋଜ।ଯାହା ଫଳରେ ଏହି ବିବାଦ ଦିନ କୁ ଦିନ ବଢିବାରେ ଲାଗିଛି।

Advertisement