Updated: Mar 24, 2024, 18:40 IST

ମନ୍ଦିରରୁ ଚୋରି କରୁଥିଲେ ଅଚାନକ ଘେରିଗଲେ ନାଗ ଆଉ ତା ପରେ....

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Viral
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। 
Viral
ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ରାତିଅଧରେ ଶିବ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଲୁଟି ନେଲେ।
ଆଖଣ୍ଡଳମଣି ଶିବ ମନ୍ଦିରରୁ ପୁଳା ପୁଳା ନାଗ ସାପ ସହ କେତେକ ମୂଲ୍ୟବାନ ସାମଗ୍ରୀ ଆଉ ୨୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବରଡଗଡିଆସ୍ଥିତ ଆଖଣ୍ଡଳମଣି ଶିବ ମନ୍ଦିରରୁ। 
ଗତକାଲି ରାତିରେ ତାଲା ଭାଙ୍ଗି ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ଅଳଙ୍କାର ୨୦ ହଜାର ଟଙ୍କାର ତମ୍ବା ନାଗ, ଦାନ ବାକ୍ସ୍, କଂସା ବାସନ ସହିତ ଦୁର୍ବୃତ୍ତ ମାନେ ସମସ୍ତେ ଲୁଟି ନେଇଥିଲେ।
ସୂଚନା ମୁତାବିକ ସନ୍ଧ୍ୟାରେ ପୂଜକ ମନ୍ଦିରରୁ ଆରତୀ ସାରି ଘରକୁ ଯାଇଥିଲେ। ଆଉ ସକାଳେ ମନ୍ଦିର ତାଲା ଭାଙ୍ଗି ତଳେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ମାନେ ପୂଜକଙ୍କୁ ଖବର ଦେବା ସହିତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

Advertisement