Sep 22, 2023, 14:26 IST

ମାଲିକାଣୀ ଫୋନ୍ ରେ ଗପୁଥବା ବେଳେ ପଛରୁ ଆସି ଅନୈତିକ କାମ କରିଦେଲା ଚାକର, ଯେ ପରେ କାହାକୁ ମୁଁହ ଦେଖାଇବାକୁ ଯୋଗ୍ୟା ରହିଲେନି ମାଲିକାଣୀ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ସମାଜରେ କିଭଳି ଘଟଣା ମାନ ଘଟି ବାରେ ଲାଗିଛି। ପ୍ରତ୍ୟେକ ଦିନ ମଧ୍ୟ ସୋସିଆଲ ମିଡିଆ ମଧ୍ୟମରେ ଆମ ସାମ୍ନାକୁ ଅନେକ କଥା ଆସିବାରେ ଲାଗିଛି।
Special Report
ଯାହାକି ନିଶ୍ଚିତ ଭାବରେ ଖୁବ ନିନ୍ଦନୀୟ ଅଟେ। ଆମେ ଏବେ ଆପଣଙ୍କୁ ସେଭଳି ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଏହା ବିଶ୍ବାସ କରି ପାରିବେ ନାହିଁ।
ଆଜ୍ଞା ହଁ ଆଜିକାଲି ସୋସିଆଲ ମିଡ଼ିଆ ର ବହୁଳ ମାତ୍ରାରେ ବ୍ୟବହାର ହେବାରେ ଲାଗିଛି। ସେଥିପାଇଁ ଏକ ସାଧାରଣ ଘଟଣା ମଧ୍ୟ ଖୁବ୍ ସହଜରେ ଭାଇରାଲ ହୋଇ ଯାଉଛି। ଆମେ ଆପଣଙ୍କୁ ସେହି ଘଟଣା ସମ୍ପର୍କରେ ଏବେ କହିବାକୁ ଯାଉଛୁ।
Special Report
ତେବେ ଆପଣ ମାନେ ଜାଣିଥିବେ କି ଗୋଟେ ଦିଅର ଭାଉଜ ର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ। ଆଉ ଏହି ସମ୍ପର୍କକୁ ମଧ୍ଯ ମାଆ ପୁଅ ର ସମ୍ପର୍କ ସହ ତୁଳନା କରାଯାଇ ଥାଏ।
ମାତ୍ର ଜଣେ ଦିଅର ଏଭଳି କାମ କରିଛନ୍ତି ଯାହାକି ବର୍ତ୍ତମାନ ସମୟରେ ଦିଅର ଭାଉଜ ସମ୍ପର୍କରେ କଳଙ୍କ ଲଗାଇ ଦେଇଛି। ଆଜ୍ଞା ହଁ ବର୍ତ୍ତମାନ୍ ସମୟରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି।
Special Report
ଦିଅର ଜଣକ ଯେତେବେଳେ ତାଙ୍କର ଭାଉଜଙ୍କୁ ନେଇ ମେଡିକାଲ ଯାଇଥିଲେ ସେତେବେଳେ ସେ ତାଙ୍କୁ ଡ଼ାକ୍ତରଖାନା ବଦଳରେ ଏକ ନିଛାଟିଆ ସ୍ଥାନ କୁ ନେଇ ଯାଇଥିଲେ। ଏହାପରେ ସେଠାରେ ହିଁ ତାଙ୍କୁ ଦୁ-ଷ୍କ-ର୍ମ କରିଥିଲେ।
ମହିଳା ଜଣକ ତାଙ୍କର ପେଟରେ ଷ୍ଟୋନ ହୋଇଥିବା ଯୋଗୁଁ ସେ ଡାକ୍ତରଙ୍କୁ ଦେଖାଇବାକୁ ଯିବେ ବୋଲି ଭାବି ଥିଲେ। ହେଲେ ମହିଳା ଜଣକ ସହ ଏଭଳି କିଛି କରି ଦେଇଥିଲେ ଯାହାକୁ କି ସେ ବିଶ୍ବାସ କରି ପାରି ନଥିଲେ ।
Special Report
ଏହାପରେ ମହିଳା ଜଣକ ଉକ୍ତ ଅଭିଯୁକ୍ତ ଦିଅର ନାମରେ ଥାନାରେ ଅଭିଯୋଗ କରିଥିଲେ। ଏବଂ ମହିଳାଙ୍କ ବୟାନ ଆଧାରରେ ହିଁ ପୋଲିସ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଅଭିଯୁକ୍ତ କୁ ଗିରଫ କରିଛି।

Advertisement