Updated: Dec 11, 2023, 12:18 IST

ମାଲିକ ଘରେ ନଥିଲେ ଆଉ ମାଲିକାଣୀ କୁ ନିଜ ପ୍ରେମିକ ସହ ସମ୍ପର୍କ ରଖିଥିବା ଦେଖି ବାହାର ପଟୁ ଗେଟ୍ ଦେଇ ଦେଲା ଜଗୁଆଳି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ୱାମୀ ବାହାରକୁ ଯିବା ପରେ ନିଜର ପୁରୁଣା ପ୍ରେମିକ କୁ ଘର ଭିତରକୁ ଡାକୁଥିଲା ସ୍ତ୍ରୀ। ଏପଟେ ବିବହାର ଅନେକ ବର୍ଷ ବିତି ସାରିଥିଲେ ସୁଦ୍ଧା ସ୍ତ୍ରୀ ତାହାର ପ୍ରେମିକ କୁ ଭୁଲି ପାରି ନଥିଲା।
Special Report
ଆଉ ସ୍ଵାମୀ ନଥିବାର ସୁଯୋଗ ନେଇ ନିଜ ପ୍ରେମିକ କୁ ଡ଼ାକି ଘର ଭିତରେ ତା ସହ ରାସଲୀଳା କରୁଥିଲା ସ୍ତ୍ରୀ। ହେଲେ ମାଲିକିଆଣି ର ସବୁ କାର୍ନାମା କୁ ଦେଖି ଦେଇଥିଲା ସେଠାରେ ଥିବା ସିକ୍ୟୁରିଟି ଗାର୍ଡ।
ଦିନ ଦଶଟା ସମୟରେ ସ୍ଵାମୀ ନିଜର ବ୍ୟାଗ ଧରି ଅଫିସ୍ ବାହାରି ଯାଇଥିଲେ। ଆଉ ନିଜ ସ୍ୱାମୀ କୁ ଅଫିସ୍ ପାଇଁ ବାହାରିବାର ଦେଖି ଖୁସୀ ହୋଇ ଯାଇଥିଲେ। ଆଉ ନିଜର ପୁରୁଣା ପ୍ରେମିକ କୁ ତା ପରେ ସେ ଘରକୁ ଡାକି ଦେଉଥିଲେ।
ବାହାଘର କୁ ଅନେକ ସମୟ ବିତି ସାରିଥିବା ବେଳେ ସ୍ତ୍ରୀ ନିଜର ପୁରୁଣା ପ୍ରେମିକ କୁ ଭୁଲି ପାରି ନଥିଲା। ମାଲିକିଆଣି କୁ କିନ୍ତୁ ତାର ପୁରୁଣା ପ୍ରେମିକ ସହ ଦେଖି ଦେଇଥିଲା ସିକ୍ୟୁରିଟି ଗାର୍ଡ।
Special Report
ଏହାପରେ ବାହାର ପଟୁ ଆସି ସେହି କବାଟ ରେ ସିକ୍ୟୁରିଟି ଗାର୍ଡ ତାଲା ପକାଇ ଦେଇଥିଲା। ଆଉ ଦୁଆର ମୁହଁରେ ଜଗି ବସି ସେ ମାଲିକ କୁ ଫୋନ୍ କରି ଦେଇଥିଲା। ଆଉ ସ୍ତ୍ରୀ ର ସବୁ କାଣ୍ଡ କାରନାମା ସଂମ୍ପର୍କରେ ସ୍ୱାମୀ ସବୁ କିଛି ଜାଣି ଯାଇଥିଲା।
ସ୍ତ୍ରୀ କୁ ନିଜର ପୁରୁଣା ପ୍ରେମିକ ସହ ଦେଖିବା ପରେ ସ୍ୱାମୀର ପାଦ ତଳୁ ମାଟି ଖସି ଯାଇଥିଲା। ଏହିପରେ ପୁରୁଣା ପ୍ରେମିକ ସେଠାରୁ ଦୌଡ଼ି ପଳାଇ ଥିବା ବେଳେ ତାକୁ ସିକ୍ୟୁରିଟି ଗାର୍ଡ ଗୋଡ଼ାଇ ଧରିଥିଲା।
ସେଠାରେ ଘଟୁଥିବା ସମସ୍ତ ଘଟଣା ସେଠାରେ ଥିବା ସିସି ଟିଭି କ୍ୟାମେରା ରେ ସବୁ କଏଦ ହୋଇ ଯାଇଥିଲା। ଆଉ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଲୋକମାନେ ଏହାକୁ ନେଇ ଅନେକ କଥା ମଧ୍ୟ କହିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement