Updated: Jun 30, 2023, 20:39 IST

ରାତି ୧୨ ଟାରେ ଶୁଭେ ଗର୍ଜନ ଦେଖନ୍ତୁ ମିଳିଲା ସତର୍କ ସୂଚନା ଏମିତି ହେବ କଳିଯୁଗ ଶେଷ ! Malika Bachana

Malika Bachana

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ପୁଣି ଥରେ ମହାପୁରୁଷମାନଙ୍କ ଦ୍ଵାରା ରଚିତ ମାଳିକାରେ କୁହାଯାଇଥିବା କିଛି ଭବିଷ୍ୟତବାଣୀ ବିଷୟରେ କହିବାକୁ ଯାଉଛୁ। ଯାହାକି ଦିନେ ନା ଦିନେ ସତ ହେବ 
Malika
କିନ୍ତୁ କେବେ ସତ ହେବ ଏହା ବିଷୟରେ ସଠିକ ସୂଚନା ନାହିଁ। ଏମିତିରେ ସତର୍କ ରୁହନ୍ତୁ ଓ ଧର୍ମ ମାର୍ଗକୁ ଅନୁସରଣ କରନ୍ତୁ । ଏହା ସହିତ ସତ ପଥର ଚାଳନ୍ତୁ ଓ ସର୍ବଦା ଭଗବାନଙ୍କର ଆରାଧନା କରନ୍ତୁ। କାରଣ କେବଳ ଭଗବାନ ହିଁ ଆପଣଙ୍କୁ ଏହି ମୋହ ମାୟା ସଂସାରରୁ ମୁକ୍ତି ଦେଇ ପାରିବେ। 
ମହାପୁରୁଷଙ୍କ ଅନୁସାରେ ଏହି କଳିଯୁଗରେ ବହୁତ ବିପଦ ଆଗକୁ ଆସିବ। ତେବେ ବନ୍ଧୁଗଣ ବର୍ତ୍ତମାନ ବାବା ଦିବାକର ଦାସ କହିଛନ୍ତି, ସିଦ୍ଧେଶ୍ୱର ମନ୍ଦିର ହେଉଛି ହଜାରେ ବର୍ଷର ମନ୍ଦିର।
Malika
ସେହି ଅଞ୍ଚଳର କବି ଭ୍ରମର ବର ଯିଏକି, ସୁଦ୍ଧ ନୀଳ ସରସ୍ୱତୀଙ୍କ ସେହିଠାରେ ସାଧନା କରି ସେ ମଧ୍ୟ କୃପା ପାତ୍ର ହୋଇଛନ୍ତି। ସେହି ମନ୍ଦିରରେ ରାତି ଅଧରେ ଗର୍ଜନ ଶୁଣିବାକୁ ମିଳେ ବୋଲି ବାବା ଦିବାକର ଦାସ କହିଛନ୍ତି। ପ୍ରତ୍ୟେକ ପୂର୍ଣ୍ଣିମା ଅମାବାସ୍ୟାରେ ମହାଦେବ ଙ୍କୁ ନାଗ ଦର୍ଶନ କରିଥାନ୍ତି। 
ଏହି ମନ୍ଦିରରେ ଅନେକ ବିଦେଶୀ ପକ୍ଷୀ ମଧ୍ୟ ବସ ବାସ ମଧ୍ୟ କରିଥାନ୍ତି। ୬୦୦ ବର୍ଷ ପୂର୍ବେ ମାଳିକାରେ ଲେଖା ଅଛି ଯେ, ସିଦ୍ଧେଶ୍ୱର ମନ୍ଦିରକୁ ସିଦ୍ଧ ଯୋଗି ମାନେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଆସିବେ।
ସିଦ୍ଧେଶ୍ୱର ମନ୍ଦିର ଏନ୍ୟକୁ ସିଦ୍ଧି ପ୍ରଦାନ କରିଥିବାର ସେହି ଜାଗା ସିଦ୍ଧେଶ୍ୱର ନାମରେ ପ୍ରଭୁ ବିରାଜ ହୋଇଛନ୍ତି। କେହି ନାରୀ ଯଦି ଅପୁତ୍ରିକ ହୋଇଥାନ୍ତି ତେବେ ଏହି ପୀଠକୁ ଆସି ନିଜର ଦୁଃଖ ଜଣାଇଲେ ସିଦ୍ଧେଶ୍ୱର ପୂର୍ଣ୍ଣ କରି ଦିଅନ୍ତି ମନର ଦୁଃଖକୁ। ଦେବ ଦେବ ମହାଦେବ ହେଉଛନ୍ତି ବିଶ୍ୱାସର ପ୍ରତୀକ, ଆଉ ମା ପାର୍ବତୀ ହେଉଛନ୍ତି ଶ୍ରଦ୍ଧାର ପ୍ରତୀକ। 
ସିଦ୍ଧେଶ୍ଵର ଯଜ୍ଞ ମଣ୍ଡପ ନିକଟରେ କୁହାଯାଏ କି, ନାବ ବୋଇତ ବୁଡ଼ି ଯାଇଥିଲା। କିନ୍ତୁ ଏବେ ସେହି ଗହିର ଭିତରେ ବିରାଜ କରିଛନ୍ତି ସିଦ୍ଧେଶ୍ୱର। ପଞ୍ଚସଖାଙ୍କ ବାଣୀ ସତ୍ୟ ବୋଲି ଆମକୁ ଚେତେଇ ଦଉଛି।
ଶିବରାତ୍ରି ଜାଗର ଠାରୁ ଆରମ୍ଭ କରି ପ୍ରଭୁ ଜଗନ୍ନାଥଙ୍କ ଯେତେ ପରମ୍ପରା ରହିଛି ସବୁ ଏହି ସିଦ୍ଧେଶ୍ୱର ମନ୍ଦିରରେ କରାଯାଏ। ତୁଳସୀ ପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ହେବା ସହିତ ବେଲ ପତ୍ର ଯାହା ସିଦ୍ଧେଶ୍ୱର ଙ୍କତ୍ ଅତି ପ୍ରିୟ।
ଯଦି ମନର କାମନାକୁ ନେଇ ଥରେ ସଂକ୍ରାନ୍ତି ଦିନ ଆସି ବେଲ ପତ୍ର ମହାଦେବଙ୍କୁ ଚଢ଼ାଇଲେ ମନସ୍କାମନା ପୁରାଣ ହୋଇଥାଏ।

Advertisement