Updated: Aug 27, 2023, 12:29 IST

ଅର୍ଜୁନ ଙ୍କ ଉପରେ ରାଗିଗଲେ ମଲାଇକା, ମୁଁ ଥାଉ ଥାଉ ସେ ଟୋକି କୁ ସେ କଣ ପାଇଁ କିସ୍ କରିବ ନା..

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଅର୍ଜୁନ କପୁର ଙ୍କୁ ଜାଣି ଥିବେ।ସେ ବଲିଉଡ ରେ ଜଣେ ଭଲ ଅଭିନେତା।ସେ ହେଉଛନ୍ତି ବଲିଉଡ ର ନାମୀ ଦାମୀ ନିର୍ଦ୍ଦେଶକ ଵୋନି କପୁର ଙ୍କ ପୁଅ।ଏବେ ସେ ଖୁବ୍ ଭଲ ଅଭିନୟ କରି ଲୋକ ଙ୍କ ମନ ଜିତି ନେଉଛନ୍ତି।
Viral
ସୋସିଆଲ ମିଡିଆରେ ତାଙ୍କ ବିଷୟରେ ସବୁବେଳେ ଚର୍ଚ୍ଚା ହୋଇ ଥାଏ।ସେ ତାଙ୍କ ଅଭିନୟ ଜୀବନ ଛଡା ବ୍ୟକ୍ତିଗତ ଜୀବନ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି।ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ଯାହାକି ଆପଣ ମାନେ ଜାଣି ନ ଥିବେ।
ଆପଣ ସମସ୍ତେ ଜାଣି ଥିବେ ଯେ ଅର୍ଜୁନ କପୁର ଙ୍କ ପ୍ରେମ କାହାଣୀ କଥା।ସେ ମଲାଇକା ଅରୋରା ଙ୍କୁ ଗତ କିଛି ବର୍ଷ ହେଲା ପ୍ରେମ କରି ଆସୁଥିଲେ। ମଲାଇକା ଆଗରୁ ବିବାହିତ ତାଙ୍କର ଗୋଟିଏ ବଡ ପୁଅ ମଧ୍ୟ ଅଛି।
Malaika
ସେ ଏବେ ୫୦ ବର୍ଷ ରେ ପାଦ ଦେଇଥିଲେ ମଧ୍ୟ ତାଙ୍କ ଶରୀର ଉପରେ ବୟସ ର କୌଣସି ପ୍ରଭାବ ପଡ଼ି ନାହିଁ।ସେ ଏବେ ଏକୁଟିଆ ରହୁଛନ୍ତି। ଗତ କିଛି ବର୍ଷ ହେବ ଦୁଇ ଜଣ ଙ୍କ ପ୍ରେମ କାହାଣୀ ଜୋର୍ ସୋର ରେ ଚାଲି ଥିଲା।କିନ୍ତୁ ଏବେ ଏହି ପ୍ରେମ କାହାଣୀ ରେ ବିରତି ପଡିଚି।
ନିକଟ ରେ ଅର୍ଜୁନ କପୁର ଏହି କଷ୍ଟ କୁ ଭୁଲିବା ପାଇଁ ବିଦେଶ ଗସ୍ତରେ ଯାଇଥିଲେ।ସେଠାରେ ସେ କିଛି ଦିନ ବୁଲାବୁଲି କରିଥିଲେ।ଏବେ ଶୁଣିବାକୁ ମିଳୁଚି ଯେ ତାଙ୍କୁ ପୁନର୍ବାର ପ୍ରେମ ହୋଇଛି।ଏଥର ମଧ୍ୟ ସେ ଜଣେ ବିବାହିତ ଙ୍କୁ ପ୍ରେମ କରି ବସିଛନ୍ତି।
Malaika
ସେ ମହିଳା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି କୁଶା କପିଳା।ସେ ତାଙ୍କ ସ୍ଵାମୀ ଙ୍କ ଠାରୁ ଏହି କିଛି ଦିନ ତଳେ ତଲାକ ନେଇଛନ୍ତି।ଏବେ ସେ ଏକୁଟିଆ ରହୁଛନ୍ତି।ଏହା ପରେ ତାଙ୍କ ଜୀବନ କୁ ଏବେ ଆସିଛନ୍ତି ଅର୍ଜୁନ କପୁର।ଏବେ ସେ ତାଙ୍କ ସହିତ ଡେଟ କରୁଛନ୍ତି।
ଯାହାକି ମଲାଇକା ଙ୍କୁ ବହୁତ କଷ୍ଟ ଦେଇଚି।ସମସ୍ତେ ମଲାଇକା ଙ୍କ ପାଇଁ ଏବେ ଦୁଃଖ ପ୍ରକାଶ କରିଛନ୍ତି।ଏହି ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ଏବେ ଦେଖିବାକୁ ବାକି ରହିଲା ଅର୍ଜୁନ କପୁର ଶେଷ ରେ କାହାକୁ ବିବାହ କରୁଛନ୍ତି।

Advertisement