Updated: Mar 19, 2024, 18:23 IST

ମଝି ସମୁଦ୍ରରେ ଏମିତି ଯୁଦ୍ଧ ଆପଣଙ୍କ ଛାତି ଥରାଇ ଦେବ ଦେଖନ୍ତୁ ଶେଷରେ ହେଲା ଏମିତି

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସମୁଦ୍ର ଭିତରେ ମଧ୍ଯ ଯୁଦ୍ଧ ହୋଇଥାଏ । ଆଉ ଏବେ ଏଭଳି କିଛି ଖବର ଆସିଛି
ସମୁଦ୍ର ମଝିରେ ଭାରତୀୟ ସେନାର ଯୁଦ୍ଧ ହୋଇଛି । ଜଳଦସ୍ୟୁମାନଙ୍କ ସହ ଗୁଳି ବର୍ଷା ହୋଇଛି । ବୀର ଯବାନମାନେ ଯୁଦ୍ଧ କରି ଗିରଫ କଲେ । ଏବେ ଏହି ଯୁଦ୍ଧକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Viral
ସମୁଦ୍ର ମଝିରେ ଯୁଦ୍ଧ ଚାଲିଥାଏ ଆଉ ଏବେ ଏହି ଯୁଦ୍ଧ ଚାଲୁଛି । ଆଉ ଏହି ଯୁଦ୍ଧରେ ଏବେ ଗୁଳି ବର୍ଷା ହୋଇଛି ବୋଲି ସୂଚନା ମିଳିଛି । ଅହରହ ଗୁଳି ବର୍ଷା ହେଉଛି । ଭାରତୀୟ ସେନା ଏବେ ତାର ଶକ୍ତି ପ୍ରଦର୍ଶନ କରୁଛି । ସାମ୍ନାକୁ ଯିଏ ଆସୁଛି ତାକୁ ଗୁଳିରେ ନିହତ କରୁଛି ।
ମିଶାଇଲ ମଧ୍ୟ ମାଡ କରୁଛି ଭାରତୀୟ ସେନା । ଜଳଦସ୍ୟୁମାନଙ୍କ ଠାରୁ ଲୋକମାନଙ୍କୁ ଅର୍ଥାତ୍ ଭାରତୀୟମାନଙ୍କୁ ରକ୍ଷା କରିବା ପାଇଁ ଏଭଳି କରୁଛି ଭାରତୀୟ ସେନା । ଏହା କୌଣସି ରିଲ କିମ୍ବା ଫିଲ୍ମର ଦୃଶ୍ୟ ନୁହେଁ ।
Viral
ଏହା ସତ୍ୟ ଘଟଣା ଅଟେ । ଜଳଭାଗ ହେଉ ବା ସ୍ଥଳ ଭାଗ ବା ଆକାଶ ଭାଗ ଯେଉଁଠି ବିପଦ ଥିବ ସେଠାରେ ଭାରତୀୟ ସେନା ପହଞ୍ଚିବ । ଏବେ ସେମିତି ଏକ ଘଟଣା ଦେଖିବାକୁ ମିଳୁଛି । ବାୟୁ ସେନା ଆଉ ନୌ ସେନା ମଧ୍ୟରେ ଯୁଦ୍ଧ ଚାଲିଛି ।
ଜଳଦସ୍ୟୁମାନଙ୍କୁ ଭାରତୀୟ ସେନା ଆଣ୍ଠେଇ ଦେଇଛି । ଚାରିପଟେ ଏହି ଜଳଦସ୍ୟୁମାନଙ୍କୁ ଆଣ୍ଠେଇ ଦେଇ ଜଗି ରହିଛନ୍ତି ଭାରତୀୟ ସେନା । ସେନାଙ୍କ ହାତରେ ରହିଛି ରାଇଫଲ । ରେଷ୍କ୍ୟୁ ପୂର୍ବର ଦୃଶ୍ୟ ମଧ୍ୟ ଆପଣମାନେ ଦେଖିପାରିବେ ।
ରେଷ୍କ୍ୟୁ ପୂର୍ବରୁ ମିସାଇଲ ମାଡ ହେଉଥିଲା । ଆକାଶରୁ ଓହ୍ଲାଇଥିଲେ କମାଣ୍ଡରମାନେ । ସୋମାଲିଆର ଜଳଦସ୍ୟୁମାନଙ୍କୁ ଉଦ୍ଧାର କରିଥିଲେ ଭାରତୀୟ ସେନା । ପ୍ରାୟ ୪୦ ଘଣ୍ଟା ଧରି ଲଗାତାର ଯୁଦ୍ଧ ପରେ ଏହା ସମାପ୍ତ ହୋଇଥିଲା ।
ଏହାପରେ ଜାହାଜକୁ ଉଦ୍ଧାର କରିଥିଲେ ସେନା । ଅପହରଣ ହୋଇଥିବା ଜାହାଜ ଏମଭିରୋଇନୋରେ ୩୦ ରୁ ଅଧିକ ଜଳଦସ୍ୟୁ ପ୍ରବେଶ କରିଥିଲେ । ନିୟମ ଅନୁଯାୟୀ ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନୌସେନା ଚେଷ୍ଟା କରି ଉଦ୍ଧାର କରିଥିଲେ ।

Advertisement