Updated: Aug 31, 2023, 13:29 IST

ଶବ ଭାବି ପୋଡୁଥିଲେ ଯୁବତୀ ଙ୍କୁ, ହେଲେ ହଠାତ୍ ଉଠି ବସିପଡିଲେ ଯୁବତୀ !

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବର୍ତ୍ତମାନ ସମୟରେ କିଭଳି ଅଜବ ଘଟଣା ମାନ ଘଟୁଛି।ମଣିଷ ମରି ସାରିଲେ ମଧ୍ୟ ଶ୍ମଶାନ ରୁ ଫେରି ଆସୁଛି।ଏହା ପରେ ନିଜ ପରିବାର ସହିତ ସୁଖ ଶାନ୍ତି ରେ ରହୁଚି।ମାଲ ବାହି ଲୋକ ମାନେ ଶବ କୁ ଧରି ଶ୍ମଶାନ ରେ ପହଞ୍ଚି ନିଆଁ ଲଗାଇଲା ବେଳେ ଝିଅ ବଞ୍ଚି ଥିବା ଖବର ଆସୁଛି।
Viral
ଏମିତି ଏକ ଘଟଣା ଘଟିଛି ବିହାର ର ପୁନିଆ ଅଞ୍ଚଳ ରେ।ସେଠାରେ ଜଣେ ଯୁବତୀ ମରି ଯାଇଥିବାର ଭାବି ପରିବାର ଲୋକେ ଅନ୍ୟ ଜଣକ ଶବ କୁ ସତ୍କାର କରିଥିଲେ।
ସୂଚନା ଅନୁସାରେ ପୁନିଆ ଅଞ୍ଚଳ ର ଜଣେ ଯୁବତୀ ଗତ କିଛି ଦିନ ହେବ ନିଖୋଜ ଥିଲେ।ପରିବାର ଲୋକେ ବହୁତ ଖୋଜା ଖୋଜି କଲେ।ହେଲେ ପାଇଲେ ନାହିଁ।ଶେଷ ରେ ସେମାନେ ଥାନା ରେ ଏତଲା କଲେ।
ପୋଲିସ ତାଙ୍କ ଝିଅ କୁ ବହୁତ ଖୋଜା ଖୋଜି କଲେ।ଏହା ପରେ ପୋଲିସ କୁ ଗୋଟିଏ ଝିଅ ର ଶବ ମିଳିଲା।ଝିଅ ର ପରିବାର ଲୋକ ଙ୍କୁ ପୋଲିସ ଏ ବିଷୟ ରେ ଜଣାଇଲେ।ସେମାନେ ମଧ୍ୟ ଝିଅ ର ଶବ କୁ ଚିହ୍ନଟ କରି କହିଲେ ଏହା ତାଙ୍କ ଝିଅ ର ଶବ।
ଏହା ପରେ ଝିଅ ର ବାପା ଶବ କୁ ଘର କୁ ନେଲେ।ସେଠାରେ ବହୁତ କନ୍ଦାକଟି କଲେ।ଗାଁ ର କିଛି ଲୋକ ମିଶି ଶବ କୁ ଶ୍ମଶାନ କୁ ନେଇ କରି ଗଲେ।ସେଠାରେ ମୃତ ଶରୀର ଉପରେ କାଠ ଲଦି ନିଆଁ ଲଗାଇ ଦିଆ ଗଲେ।
ଏତିକିବେଳେ ଝିଅ ର ବାପା ଙ୍କ ପାଖକୁ ଆସିଲା ଏକ ଫୋନ୍ କଲ୍।ଯାହାକୁ କି ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ।ସେ କଲ୍ ଟି ଆଉ କାହାର ନଥିଲା ତାହା ଥିଲା ତାଙ୍କ ମୃ-ତ ଝିଅ ର।ଝିଅ ଟି ବାପା ଙ୍କୁ ଜଣାଇଲା ଯେ ସେ ଜଣେ ପୁଅ କୁ ପ୍ରେମ କରି ତାଙ୍କ ସହିତ ଚାଲି ଆସିଚି।
Viral
ସେ ବହୁତ ଭଲ ରେ ଅଛି।ଏ କଥା ବାପା ଓ ତାର ପରିବାର ଲୋକେ ଶୁଣି ବହୁତ ଖୁସି ହୋଇ ଗଲେ।ଏ କଥା ସେ ଥାନା ରେ ଜଣାଇଲେ।ସେଥିରୁ ଜଣା ଗଲା ଯେ ଯେଉଁ ଝିଅ ଟିକୁ ସେମାନେ ପୋଡ଼ି ଦେଇଛନ୍ତି।ସେ ତାଙ୍କ ଝିଅ ନୁହେଁ।ସେ ଅନ୍ୟ ଜଣକ ର ଶବ ଥିଲା।ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ସେ ଶବ ପାଇଁ ଟିକେ ଦୁଃଖ ପ୍ରକାଶ କଲେ।

Advertisement