Oct 15, 2023, 13:59 IST

ମୋ ଝିଅ କୁ ହୋଟେଲ ରେ ରଖି ବାରମ୍ବାର ଅନୈତିକ ସଂପର୍କ ରଖୁଛି ସେ ଟୋକା, ଯେତେ ମନା କଲେ ବି ସେ ପୁଅ ମୋ କଥା ଶୁଣୁନି

Special report

ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଗୋଟିଏ ସ୍ତ୍ରୀ ଥାଉ ଥାଉ ଅନ୍ୟ ସ୍ତ୍ରୀ ଙ୍କ ସହିତ ରାସ ଲୀଳା କରୁଛନ୍ତି ଆଜିର ପୁରୁଷ ମାନେ।ତାଙ୍କୁ ଟିକେ ବି ଖରାପ ଲାଗୁ ନାହି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ର ନୋଏଡ଼ା ଅଞ୍ଚଳ ରେ ସ୍ଵାମୀ ଙ୍କ କଳା କାରନାମା କୁ ଧରି ପକାଇଛନ୍ତି ମହିଳା ଜଣକ।ଏହା ପରେ ସେ ପୋଲିସ କୁ ଡାକି ସ୍ଵାମୀ ଓ ତାଙ୍କ ସାଙ୍ଗ ରେ ଥିବା ଯୁବତୀ ଙ୍କୁ ଗିରଫ କରାଇଛନ୍ତି।ନିଜ ସ୍ଵାମୀ ଙ୍କ ଏଭଳି କାରନାମା ପାଇଁ ଦୁଃଖ ରେ ଭାଙ୍ଗି ପଡ଼ି ଛନ୍ତି ମହିଳା ଜଣକ।
ସୂଚନା ଅନୁସାରେ ମହିଳା ଜଣକ ସକାଳୁ କାମ ସାରି ନିଜ ସ୍ଵାମୀ ଙ୍କୁ ଅଫିସ କୁ ପଠାଇ ଦିଅନ୍ତି।ଏହା ପରେ ସେ ଘର ର ଅନ୍ୟ କାମ ସବୁ କରନ୍ତି।ହେଲେ ତାଙ୍କ ସ୍ଵାମୀ ଅଫିସ ଯିବା ବଦଳ ରେ ଅନ୍ୟ ଝିଅ ଙ୍କ ସହିତ ରାସ ଲୀଳା କରିବାକୁ ଯାଆନ୍ତି।
Special report
ଗୋଟିଏ ହୋଟେଲ୍ ରୁମ୍ ଭିତରକୁ ନିଜ ପ୍ରେମିକ ସହିତ ସବୁ ଦିନ ଯାଆନ୍ତି ତାଙ୍କ ସ୍ଵାମୀ।ଏହା ପରେ କେଉଁ ଠାରୁ ଗୋଟିଏ ଖବର ପାଇ ମହିଳା ଜଣକ ପହଞ୍ଚି ଯାଇ ଥିଲେ ସେହି ହୋଟେଲ ଭିତରେ।ସାଙ୍ଗରେ ମଧ୍ୟ କିଛି ପୋଲିସ ବାବୁ ଙ୍କୁ ନେଇ କରି ଯାଇଥିଲେ।
ସେଠାରେ ପହଞ୍ଚି ନିଜ ସ୍ଵାମୀ ଓ ସେ ଯୁବତୀ ଙ୍କୁ ଗୋଟିଏ ରୁମ୍ ରେ ଶା-ରୀ-ରି-କ ସମ୍ପର୍କ ରଖି ଥିବାର ସେ ଦେଖିଲେ।ଏହା ପରେ ନିଜ ସ୍ଵାମୀ ଓ ଯୁବତୀ ଙ୍କୁ ନିର୍ଧୁମ୍ ପିଟିଲେ ଉକ୍ତ ମହିଳା ଜଣକ।କାହାରି କଥା ଶୁଣି ନ ଥିଲେ ସେ।
ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ଲୋକ ମାନେ କହୁଛନ୍ତି ମହିଳା ଙ୍କ ସ୍ଵାମୀ ଙ୍କୁ ଖୁବ୍ ମାଡ ମାରିବା ଦରକାର।ନିଜ ସ୍ତ୍ରୀ ଥାଉ ଥାଉ ଅନ୍ୟ ଯୁବତୀ ଙ୍କ ସହିତ ଏଭଳି କରିବା ଠିକ୍ ନୁହେଁ।
ପାଖରେ ଅନେକ ଲୋକ ଥାଇ ମଧ୍ୟ ସେମାନଙ୍କୁ ଖାତିର ନ କରି ନିଜ ସ୍ଵାମୀ ଙ୍କୁ ମାଡ ଉପରେ ମାଡ ମାରିବାକୁ ଲାଗିଛନ୍ତି ଏହି ମହିଳା ଜଣକ।ଏହା ପରେ ପୋଲିସ ତାଙ୍କ ସ୍ଵାମୀ ଓ ଉକ୍ତ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିଲେ।

Advertisement