Dec 11, 2023, 11:09 IST

ମହାକାଶରେ ଦେଖାଦେଲା ଭୂତ ଦେଖନ୍ତୁ ବୈଜ୍ଞାନିକ ଦେଖି ହୋଇଗଲେ ଆଶ୍ଚର୍ୟ୍ଯ VIRAl ହେଲା ପ୍ରକୃତ କ୍ଲିପ୍

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଅନେକ ଅଦ୍ଭୁତ ଘଟଣା ସବୁ ଶୁଣି ଥିବେ।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଆକାଶ ରେ ଦେଖା ଯାଉଛି ଭୂତ।
Special Report
ଆମେରିକାର ବୈଜ୍ଞାନିକ ସଂସ୍ଥା ନାସା ଏହାକୁ ପ୍ରଥମ ଥର ପାଇଁ ଲୋକ ମାନଙ୍କ ସମ୍ମୁଖ କୁ ଆଣିଛି।ନିକଟ ରେ ସେ ବ୍ରହ୍ମାଣ୍ଡ ର ଗୋଟିଏ ଫଟୋ ସୋସିଆଲ ମିଡିଆରେ ରେ ପୋଷ୍ଟ କରୁଥିଲେ।ଏଥିରେ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳି ଥିଲା।
ଆକାଶ ରେ ଭୂତ ଭଳି ଦେଖା ଯାଇଥିଲା।ଯେ କେହି ବି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ବିଶ୍ଵାସ ନ ହେଉଥିଲେ ମଧ୍ୟ ଏହା ସତ।ଆପଣ ମାନେ ଜାଣି ଥିବେ ଆମ ବ୍ରହ୍ମାଣ୍ଡ ରହସ୍ୟ ରେ ଘେରି ରହିଛି।
Special Report
ତାହାକୁ ଯେତେ ଜାଣିବାକୁ ଚେଷ୍ଟା କଲେ ମଧ୍ୟ ସମ୍ଭବ ହୋଇ ନ ଥାଏ।ମଣିଷ ମରିବା ପରେ ତାର ଆତ୍ମା ବ୍ରହ୍ମାଣ୍ଡ ରେ ଘୁରି ବୁଲେ।ହେଲେ ତାହା କେଉଁ ଆଡ଼େ ଚାଲି ଯାଏ ତାହା କାହାକୁ ଜଣା ନ ଥାଏ।
ତେବେ ନାସା ଏହାକୁ ପ୍ରଥମ ଥର ପାଇଁ ଲୋକ ମାନଙ୍କ ସମ୍ମୁଖ କୁ ଆଣି ଥିଲା।ସେ ଯେଉଁ ଫଟୋ ଦେଇ ଥିଲେ।ସେଥିରେ କେହି ଗୋଟେ ବଡ ବଡ ଆଖି ଓ ବଡ ବଡ ପାଟି କରି ଅନାଇଛି।
Special Report
ଏହା ପ୍ରାୟତଃ ଭୂତ ଭଳି ଦେଖିବାକୁ ହୋଇଚି।ଯେ କେହି ବି ଏହାକୁ ପ୍ରଥମେ ଦେଖିବ ଭୟ ବିତ ହୋଇ ଯିବ।ପ୍ରକୃତ ରେ ଏହା କୌଣସି ଭୂତ ନୁହେଁ।ଏହା ହେଉଚି ଆକାଶ ଗଙ୍ଗା।
ଏଥିରୁ ଶହ ଶହ ତାରା ମାନେ ସୃଷ୍ଟି ହୋଇ ଥାଆନ୍ତି।ଓ ଆକାଶ ରେ ଘୁରି ବୁଲନ୍ତି।ଏହା ସାଧାରଣତଃ ବହୁତ ବର୍ଷ ପରେ ସୃଷ୍ଟି ହୁଏ।ଦେଖିବାକୁ ମଧ୍ୟ ଅଧିକ ଭୟଙ୍କର ହୋଇ ଥାଏ।ଯେ କେହି ବି ଏହାକୁ ପ୍ରଥମ ଥର ପାଇଁ ଦେଖିବ ସେ ଭୟବିତ ହୋଇ ଯିବ।

Advertisement