Oct 5, 2023, 10:07 IST

ଯୁବତୀମାନେ ତିଆରି କରୁଥିଲେ ପ୍ରସାଦ ପଛପଟୁ ଆସି ମାଡ଼ି ବସିଲା ମ-ଦୁଆ ସରପଞ୍ଚ ଦେଖନ୍ତୁ ତା ପରେ କଣ ହେଲା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ ।
Special report
ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ସବୁ ପ୍ରତିଷ୍ଠିତ ଲୋକ ଅଛନ୍ତି ଯେଉଁମାନେ ଏଭଳି ନିର୍ଲଜ୍ଜ କାମ କରି ବଦନାମ୍ ହେଉଛନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ।
ଏହି ଖବର ଆସିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ମାର୍ଥାପୁର ଗାଁରେ । ଏହି ଗାଁର ସରପଞ୍ଚ କରିଛନ୍ତି ନିର୍ଲଜ୍ଜ କାମ । ସରପଞ୍ଚ ହୋଇ ମଧ୍ୟ ଏଭଳି କାମ କରିବା ପାଇଁ ତାଙ୍କୁ ଖରାପ ଲାଗିଲା ନାହିଁ । ଗାଁର ସରପଞ୍ଚଙ୍କ କାମ ହେଉଛି ସେ ଗାଁର ସବୁ ଲୋକଙ୍କ କଥା ବୁଝିବେ।
Special report
ଆଉ ଲୋକଙ୍କର ଭଲ ମନ୍ଦ ଆଉ ସମସ୍ତଙ୍କୁ ସମ୍ମାନ ଦେବେ । କିନ୍ତୁ ଏହି ସରପଞ୍ଚ ଜଣକ ଏଭଳି କିଛି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ସରପଞ୍ଚ ଏବଂ ତାଙ୍କ ସାଥୀ ଗଣେଶ ପୂଜା ଭସାଣି ଯାତ୍ରା କରୁଥିଲେ । ସେଠାରେ ଆଉ ଗୋଟିଏ ଘରେ ଯୁବତୀମାନେ ଥିଲେ । 
Special report
ଯୁବତୀମାନଙ୍କୁ ଦେଖି ଗାଁର ସରପଞ୍ଚ ହୋଇ ମଧ୍ୟ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ସେ ତାଙ୍କୁ ଅଶାଳୀନ ଭାଷା କହିଥିଲେ । ଆଉ ସେହି ଯୁବତୀମାନେ ଯେଉଁ ଘରେ ଥିଲେ ସେହି ଘରକୁ ପଶିବା ପାଇଁ ସେ ଭାବିଥିଲେ ।
ଆଉ ସେଠାକୁ ଯାଇ ସେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ପୂରଣ କରିବାକୁ ଭାବିଥିଲେ କିନ୍ତୁ ସେଠାରେ ଥିବା ବ୍ୟକ୍ତି ଜଣକ ଏହି ବିଷୟରେ ଜାଣି ପାରିଥିଲେ । ଆଉ ଏହି ବ୍ୟକ୍ତି ଜଣକ ଯୁବତୀ ମାନଙ୍କୁ ଏହି ନୃଶଂସ ସରପଞ୍ଚଙ୍କ କବଳରୁ ବଞ୍ଚାଇଥିଲେ । ଏହି ବ୍ୟକ୍ତି ଜଣଙ୍କୁ ସରପଞ୍ଚ ଆଉ ତାଙ୍କ ସାଙ୍ଗମାନେ ମାଡ ମାରିଥିଲେ । 
Special report
ତାଙ୍କୁ ମାଡ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଏବେ ଏହି ଖବରକୁ ନେଇ ଗ୍ରାମବାସୀ ମହିଳା ଅନେକ କଥା କହିଛନ୍ତି । ଏହିଭଳି ସରପଞ୍ଚ ସତରେ ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ସରପଞ୍ଚ ଜଣକ ନାଁରେ ଥାନାରେ ଅଭିଯୋଗ କରାଯାଇଛି । କିନ୍ତୁ ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ।
ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ସରପଞ୍ଚ ଜଣକ ଯୌବନ ଅବସ୍ଥାରେ ଅଛନ୍ତି ଆଉ ଏଭଳି ନିର୍ଲଜ୍ଜ କାମ କରୁଛନ୍ତି । ଦେଖାଯାଉ ଏହି ଅଭିଯୋଗ ଆଧାରରେ ପୋଲିସ ସରପଞ୍ଚଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Advertisement