Nov 1, 2023, 10:25 IST

ମଦ ପିଇ ରାସ୍ତା ଉପରେ ପରିଶ୍ରା କଲେ ଯୁବତୀ, ଲୋକେ ଭିଡିଓ କରି କଲେ ଭାଇରାଲ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ସେଥି ମଧ୍ୟରୁ କିଛି ଭିଡିଓ ଆପଣଙ୍କୁ ପସନ୍ଦ ଆସୁଥିବା ବେଳେ
Special Report
ଆଉ କିଛି ଭିଡିଓ ମଧ୍ୟ ଆପଣ ମାନଙ୍କୁ ପସନ୍ଦ ଆସି ନଥାଏ। ଆଉ କିଛି ଭିଡିଓ ଦେଖିବା ପରେ ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରୁ ନଥିବେ। ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଜଣେ ଯୁବତୀ ମଦ ପିଇ ରାସ୍ତା ଉପରେ ତମାସା କରୁଛନ୍ତି। ସେ ରାସ୍ତା ଉପରେ ବୋତଲ ଭାଙ୍ଗି ଗାଳି କରିଥିଲେ। ଏହା ସହ ରାସ୍ତାରେ ଯାଉଥିବା ଗାଡ଼ି ମାନଙ୍କୁ ମଧ୍ୟ ଅଟକାଇ ଦେଇଥିଲେ।
PCR ଆସି ମଧ୍ୟ ଯେତେବେଳେ ଦେଖିଥିଲେ ମହିଳା ବୋଲି ସେ ମଧ୍ୟ ସେହି ସ୍ଥାନରୁ ବାରମ୍ବାର ଫେରି ଚାଲି ଯାଉଥିଲେ। ଆଉ ଏହି ଯୁବତୀ ଜଣକ ରାସ୍ତା ଉପରେ ସେଭଳି ଉତ୍ପାତ ହେଉଥିଲେ।
Special report
ରାଜଧାନୀ ରାଜରାସ୍ତାରେ ଏବେ ବଢ଼ିବାକୁ ଲାଗିଛି ଝିଅ ଓ ମହିଳା ମାନଙ୍କ ଉତ୍ପାତ। ତେବେ ଆପଣ ମାନେ ଜାଣିଥିବେ କି ଭୁବନେଶ୍ୱର ର ପଟିଆ ଏକ ଜନ ଗହଳି ପୂର୍ଣ୍ଣ ସ୍ଥାନ ଅଟେ। ସେଠାରେ ହିଁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ସମୟ ପ୍ରାୟ ଦିନ ୨;୩୦ ହେବ ହଠାତ୍ ରାସ୍ତା ମଝିକୁ ଆସି ଯାଇଥିଲେ ଜଣେ ମାତାଲ୍ ଯୁବତୀ। ଆଉ ରାସ୍ତା ମଝିରେ ଯୁବତୀ ଜଣକ ମଦ ପିଇ ପୁରା ନିଶାରେ ଚୁର ହୋଇ ଯାଇଥିଲେ। ଏହାପରେ ରାସ୍ତା ଉପରେ ବୋତଲ ଭାଙ୍ଗି ଥିଲେ।
ଆଉ ଯାହାକୁ ନାହିଁ ତାହାକୁ ସେ ଗାଳି ଗୁଲଜ ମଧ୍ୟ କରୁଥିଲେ। ଅନେକ ସମୟ ଧରି ସେ ରାସ୍ତା ମଝିରେ ହଙ୍ଗାମା କରିଥିଲେ। ଏହାପରେ ଯେତେବେଳେ ଥକି ଯାଇଥିଲେ ସେତେବେଳେ ହିଁ
ସେ ଯାଇ ରାସ୍ତା ମଝିରେ ଦୁମ୍ କିନା ସୋଇ ଯାଇଥିଲେ। ଆଉ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଲୋକମାନେ ମଧ୍ଯ ଖୁବ ଘୃଣା କରିବାରେ ଲାଗି ପଡିଛନ୍ତି।

Advertisement