Updated: Aug 26, 2023, 17:13 IST

ଜନ୍ମ କଲା ମା ସହ ପୁଅ କରିଦେଲା ଏମିତି କାଣ୍ଡ ଦେଖିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ - Exclusive

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତିଦିନ ନୃଶଂସ ଲୋକଙ୍କର ହ-ତ୍ୟା କରିଥିବା ଘଟଣା ଗୁଡ଼ିକ ଜାଣିବାକୁ ପାଇଥାଉ। ତେବେ ବନ୍ଧୁଗଣ ସମ୍ପର୍କରେ ଲାଗିଲା ଦାଗ, ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ।
ବିବାହ ପାଇଁ ଭଲ ଝିଅଟିଏ ଖୋଜି ନପାରିବାରୁ ରାଗରେ ମାଆକୁ ହ-ତ୍ୟା କଲା ପୁଅ। ତେବେ ବନ୍ଧୁଗଣ ପୁଅର ବିବାହ ପାଇଁ ଭଲ ଝିଅଟିଏ ଖୋଜି ପାରିଲେନି ମାଆ। ଏଥିରେ ରାଗିଯାଇ ମାଆକୁ ନୃଶଂସ ଭାବେ ହ-ତ୍ୟା କଲା ପୁଅ। ଏଭଳି ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଛି ତେଲେଙ୍ଗାନାର ସିଦ୍ଦିପେଟ ଜିଲ୍ଲାରେ। 
Viral
ବିବାହ ନ ହୋଇ ପାରିବାରୁ ପୁଅ ନିଜର ଜନ୍ମକଲା ମାଆକୁ ଅତି ନିର୍ମମ ଭାବେ ହ-ତ୍ୟା କରିଛି। ହ-ତ୍ୟା ପରେ ଏହାକୁ ଚୋରିର ରୂପ ଦେବାକୁ ମାଆର ତଣ୍ଟି କାଟିବା ସହ ଗୋଡକୁ କାଟି ଖଣ୍ଡ ଖଣ୍ଡ କରି ଦେଇଥିବା ପୋଲିସ ସୂଚନା ଦେଇଛି।
ଘଟଣାରେ ଅ-ଭି-ଯୁ-କ୍ତ ପୁଅ ସମେତ ଜଣେ ସମ୍ପର୍କୀୟ ଗିରଫ ହୋଇଛନ୍ତି। ବନ୍ଧୁଗଣ ମାଆ ପୁଅର ସମ୍ପର୍କ ସବୁଠୁ ମଧୁର ହୋଇଥାଏ। ଅନ୍ତଫାଡି ଜନ୍ମ ଦେଇଥିବା ମାଆ ପୁଅର ଖୁସି ପାଇଁ ସବୁକିଛି କରିପାରେ। 
ହେଲେ ବିବାହ ପାଇଁ ଭଲ ଝିଅଟେ ନପାଇବାରୁ ଜଣେ ପୁଅ ସେହି ମାଆକୁ ନିର୍ମମ ଭାବେ ହ-ତ୍ୟା କରିବା ଆଲୋଡନ ସୃଷ୍ଟି କରିଛି। ବୁଧବାର ବିଳମ୍ବିତ ରାତିରେ ସିଦ୍ଦିପେଟ ଜିଲ୍ଲା ବାଣ୍ଡା ମୈଲାରମ ଗ୍ରାମରେ ଏହି ହ-ତ୍ୟା-କା-ଣ୍ଡ ଘଟିଛି।
Viral
ଏନେଇ ମୃ-ତ ୪୫ ବର୍ଷୀୟା ମହିଳାଙ୍କ ଝିଅ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ସନ୍ଦେହରେ ଅ-ଭି-ଯୁ-କ୍ତ ପୁଅ ଓ ଆଉ ଜଣେ ସମ୍ପର୍କୀୟଙ୍କ ଥାନାରେ ଅଟକ ରଖିଥିଲା। 
ପଚରାଉଚରା ବେଳେ ଦୁହେଁ ପୋଲିସ ଆଗରେ ନିଜର ଅ-ପ-ରା-ଧ ସ୍ବୀକାର କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଅ-ଭି-ଯୁ-କ୍ତ ପୁଅ ସମ୍ପର୍କୀୟ ସହ ମିଶି ପ୍ରଥମେ ମାଆକୁ ଇଟାରେ ପିଟିପିଟି ହ-ତ୍ୟା କରିଥିଲା।
ପୋଲିସକୁ ଚକମା ଦେବାକୁ ହ-ତ୍ୟାକୁ ଚୋରିର ରୂପ ଦେବା ପାଇଁ ଚେଷ୍ଟା କରିଥିଲା। ସେଥିପାଇଁ ହ-ତ୍ୟା ପରେ ମାଆର ଗଳା କାଟିବା ସହ ଧାରୁଆ ଅସ୍ତ୍ରରେ ଗୋଡକୁ ହାଣି ଖଣ୍ଡ ଖଣ୍ଡ କରିଦେଇଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement