Updated: Aug 20, 2023, 20:10 IST

ଆଶ୍ଚର୍ୟ୍ଯ ଜନକ ଦୃଶ୍ୟ ମାଙ୍କ ଦେହରୁ ବୋହୁଛି ଝାଳ ଦେଖନ୍ତୁ ଏହି ସୁନ୍ଦର ଚମତ୍କାରି ଦୃଶ୍ୟ - Devotional

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଭାରତ ରେ ବିଭିନ୍ନ ଧର୍ମ ର ଲୋକ ମାନେ ବାସ କରନ୍ତି।ହିନ୍ଦୁ ଧର୍ମ ର ଅନେକ ମନ୍ଦିର ରହିଛି।ଏହି ମନ୍ଦିର ଗୁଡ଼ିକ ରେ ଅନେକ ରହସ୍ୟ ରହିଛି।ଅନେକ ଦେବାଦେବୀ ଏହି ମନ୍ଦିର ରେ ପୂଜା ପାଆନ୍ତି।
ଆପଣ ଏପରି ଅନେକ ମନ୍ଦିର ବୁଲିଥିବେ ଯେଉଁ ଠାରେ ଏପରି ଅନେକ ଅନେକ ଅଜବ ଜିନିଷ ଦେଖିବାକୁ ମିଳେ।ଆମେ ଆପଣ ଙ୍କୁ ଆଜି ସେହିଭଳି ଏକ ଆଶ୍ଚର୍ଯ୍ୟକର ମନ୍ଦିର ବିଷୟ ରେ କହିବାକୁ ଯାଉଛୁ।ଯାହାକୁ ଶୁଣି ଆପଣ ଙ୍କ ଲୋମ ଟାଙ୍କୁରି ଉଠିବ।ଭାରତ ରେ ଏମିତି କିଛି ମନ୍ଦିର ଅଛି ଯେଉଁ ଠାରେ ଠାକୁର ଙ୍କ ପ୍ରତି ମୂର୍ତ୍ତି ରୁ ଝାଳ ବାହାରୁଛି।
Viral news
ଏହି ମନ୍ଦିର ଟି ରହିଛି ହିମାଚଳ ପ୍ରଦେଶ ରେ।ଏଠାରେ ଲୋକ ମାନଙ୍କର ସବୁବେଳେ ଭିଡ ଲାଗି ରହିଥାଏ।ଲୋକମାନଙ୍କ ମନୋସ୍କାମନା ଏଠାରେ ପୂର୍ଣ୍ଣ ହୁଏ।ଏହି ମା ଙ୍କ ନାମ ହେଉଛି ଭିଲେଇ ମା।
ଏଠାରେ ଅନେକ ବର୍ଷ ହେଲାଣି ମା ଙ୍କ ମୂର୍ତ୍ତି ସ୍ଥାପନ କରା ଯାଇଥିଲା।କିନ୍ତୁ ଏଠାରେ ମା ଙ୍କ ମୂର୍ତ୍ତି ରୁ ଝାଳ ବାହାରି ଥାଏ।ଯାହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ମାନେ ଆସି ଥାନ୍ତି।ଏହି ମୂର୍ତ୍ତି ସେଠାରେ ସ୍ଥାପନ ପରେ ସେଥିରୁ ଝାଳ ବାହାରିବାର ଦେଖିବାକୁ ମିଳୁଚି।
Viral news
ଅନ୍ୟ ଏକ ସ୍ଥାନ ରେ ମଧ୍ୟ ଏଭଳି କିଛି ଦେଖା ଯାଏ।ମଧ୍ୟପ୍ରଦେଶ ର ଜବଲପୁର ନାମକ ସ୍ଥାନରେ ମା କାଳୀ ଙ୍କ ମୂର୍ତ୍ତି ରହିଛି।ସେଠାରେ ମଧ୍ୟ ମା ଙ୍କ ଦେହ ରୁ ଝାଳ ବାହାରି ଥାଏ।ମା ଙ୍କ ପାଇଁ ଏଠାରେ ଏସି ମଧ୍ୟ ଲଗା ଯାଇଚି।
ତାମିଲନାଡୁ ରେ ମଧ୍ୟ ଏମିତି କିଛି ମନ୍ଦିର ଅଛି ଯେଉଁଠାରେ ଠାକୁରାଣୀ ଙ୍କ ଦେହ ରୁ ଝାଳ ବାହାରେ।ପ୍ରତିବର୍ଷ ଅକ୍ଟୋବର ରୁ ନଭେମ୍ବର ମାସ ମଧ୍ୟ ରେ ଏଠାରେ ମେଳା ଅନୁଷ୍ଠିତ ହୁଏ।ହଜାର ହଜାର ସଂଖ୍ୟାରେ ଲୋକ ମାନେ ଏହାକୁ ଦେଖିବାକୁ ଆସନ୍ତି।
ଏଠାରେ ଭଗବାନ ଶୁଭ୍ରମନ୍ୟ ଙ୍କ ମୂର୍ତ୍ତି ରୁ ଝାଳ ବାହାରେ।ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି।ଏହା କୁ ନେଇ ଅନେକ ଲୋକ କଥା ରହିଛି।ଏଠାକାର ଲୋକ ମାନେ ଏହି ଝାଳ କୁ ଏକ ପାତ୍ର ରେ ପୁରାଇ ଭକ୍ତ ମାନଙ୍କ ଉପରେ ସିଞ୍ଚନ କରନ୍ତି।ଏହା କୁ ସେମାନେ ପବିତ୍ର ଜଳ ମନେ କରନ୍ତି।ଏହାକୁ ପାଖରେ ରଖିଲେ ସବୁ ମନୋସ୍କାମନା ପୂର୍ଣ୍ଣ ହେବ ବୋଲି କୁହା ଯାଏ।

Advertisement