Oct 11, 2023, 16:29 IST

ମା ଝିଅଙ୍କ ସହ ହୋଇନି ବ-ଳା-ତ୍କା-ର ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ ଖବର ଦେଖନ୍ତୁ ସେଦିନ କିଛି ହୋଇଥିଲା ଏମିତି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେଉଁ ମାଆ ଝିଅ ସୁନ୍ଦରଗଡର ବ୍ରିଜ ଉପରେ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିଲେ ଆଉ ସେମାନଙ୍କୁ ଘୋଡାଇ ଦେଇ ଉପର ଉତରି ଘୋଡାଇ ମାନବିକତାର ପରିଚୟ ମଧ୍ଯ ଦେଇଥିଲେ।
Special report
ଏହାପରେ ଯୁବତୀଙ୍କୁ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର ମଧ୍ଯ କରାଗଲା। ସାମାଜିକ ସୁରକ୍ଷାକର୍ମୀ ଓ ପୋଲିସ ଙ୍କ ଉପସ୍ଥିତି ରେ ହୋଇଥିଲା ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର। ସୁନ୍ଦରଗଡ଼ ଆସିଥିଲେ ମହିଳାଙ୍କ ଭଉଣୀ ଓ ତାଙ୍କ ସାନ ଝିଅ।
ସୁନ୍ଦରଗଡ଼ରେ ପହଞ୍ଚିବା ପରେ ମାଆ ଝିଅଙ୍କ ପ୍ରକୃତ ଠିକଣା ମଧ୍ୟ ମିଳିଥିଲା। ସେମାନଙ୍କ ଗାଆଁ ଝାରଖଣ୍ଡ ରେ ନୁହେଁ ବରଂ ଛତିଶଗଡ ର ତୁମୁଲା ଅଞ୍ଚଳରେ ବୋଲି ଏହା ଜଣା ପଡ଼ିଛି।
Special report
ପ୍ରକୃତ ମାଆ ଓ ଭଉଣୀର ବୟାନ ମଧ୍ୟ ରେକର୍ଡ କରିଥିଲା ପୋଲିସ। ଆଠ ବର୍ଷ ତଳେ ମହିଳାଙ୍କ ସ୍ଵାମୀ ଙ୍କ ମୃ-ତ୍ୟୁ ହୋଇ ଯାଇଥିଲା ଆଉ ସ୍ୱାମୀ ଙ୍କ ମୃ-ତ୍ୟୁ ପରେ ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ପଡ଼ିଥିଲେ।
ଆଉ ଗତ ୪ ତାରିଖରେ ସେ ଘର ଛାଡ଼ି ପଳାଇ ଆସିଥିଲେ। ମାଆ ଙ୍କ ମାନସିକ ଅବସ୍ଥା ସହ ଝିଅର ମଧ୍ୟ ମାନସିକ ଅବସ୍ଥା ଆଦୌ ଠିକ୍ ନାହିଁ। ସେମାନଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ସେମାନେ ଉଲଗ୍ନ ହୋଇ ଘର ଛାଡ଼ି ଚାଲି ଆସିଥିଲେ।
Special report
ଆଉ ଏକ ଅଭିଯୋଗ ଆସିଥିଲା କି ତାଙ୍କ ପଡୋଶୀ ମିଥୁନ ତାଙ୍କୁ ଯୌ-ନ ନିର୍ଯାତନା ଦେଉଥିଲେ ଯାହାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଥିଲା।
ହେଲେ ମହିଳାଙ୍କ ଭଉଣୀ ଏହି ବୟାନ ଦେଇଛନ୍ତି କି ମିଥୁନ ଦୁ-ଷ୍କ-ର୍ମ କରିଛନ୍ତି ବୋଲି ଏହି ସଂପର୍କରେ ସେ ଆଦୌ ଜାଣି ନାହାଁନ୍ତି। ତେବେ ଏଥିରୁ ସ୍ପଷ୍ଟ ହୋଇ ଯାଇଛି କି ସେମାନଙ୍କୁ ଦୁ-ଷ୍କ-ର୍ମ କରାଯାଇ ନାହିଁ।
କେବଳ ସେମାନଙ୍କ ମାନସିକ ସନ୍ତୁଳନ ଠିକ ନଥିବାରୁ ସେମାନେ ଚାଲି ଆସିଛନ୍ତି ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement