Updated: Aug 7, 2023, 14:58 IST

କୁନି ଛୁଆକୁ ଛାଡ଼ି ମା କଇଁ କଇଁ ହୋଇ କାନ୍ଦି ଯାଉଛି ସୀମା ଜଗିବାକୁ ।

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଗୋଟେ ପିଲା ପାଇଁ ତା ମାଆ ହେଉଛି ସବୁ କିଛି।ମା ଶବ୍ଦ ରେ ରହିଛି ସ୍ନେହ ମମତା।ମା ନିଜେ କଷ୍ଟ ସହି ନିଜ ପିଲା କୁ ସବୁ ବିପଦ ରୁ ରକ୍ଷା କରେ।ପିଲା ନିଜ ମା କୁ ଘଣ୍ଟା ଏ ନ ଦେଖିଲେ କାନ୍ଦି ପକାଏ।ଏହି ଭଳି ଜଣେ ମା ଙ୍କ ବିଷୟ ରେ ଆମେ ଆପଣ ଙ୍କୁ କହିବାକୁ ଯାଉଛୁ।
Viral
ଜଣେ ମା ଦେଶ କୁ ରକ୍ଷା କରିବାକୁ ଯାଉଛନ୍ତି।ସେ ଭାରତୀୟ ସେନା ବାହିନୀ ରେ ଚାକିରି କରିଛନ୍ତି।ନିଜ ପିଲା କୁ ଅନ୍ୟ ମାନଙ୍କ ପାଖରେ ଛାଡି ଦେଇ ଯାଇଛନ୍ତି।ଗଲା ବେଳେ ରେଳ ଷ୍ଟେସନ ରେ ତାଙ୍କ ପିଲା କୁ ଧରି ସେ ବହୁତ କାନ୍ଦି ଥିଲେ।
ସେହି ଦୃଶ୍ୟ କୁ ଦେଖିଲେ ଆପଣ ଙ୍କ ଆଖିରୁ ଲୁହ ଆସି ଯିବ।ମା ନିଜ ଦେଶ କୁ ଶତ୍ରୁ କବଳ ରୁ ରକ୍ଷା କରିବା ପାଇଁ ସଂକଳ୍ପ ନେଇଛି।ହେଲେ ଥରେ ତାର ନିଜ ପିଲା କୁ ଚାହିଁ ଦେଲେ ସେ ଯେପରି ଅସହାୟ ହୋଇ ପଡ଼ୁଚି।ନିଜ ପିଲା କୁ ଛାଡି ଯିବା ପାଇଁ ସେ ଟିକେ ବି ଇଚ୍ଛା କରୁନି।
Viral video
ସେ ନିଜ ପିଲା କୁ ବୁଝାଇ ବାକୁ ଯାଇ କହୁଚି।ତୋ ମା ଯଦି ଶତ୍ରୁ ମାନଙ୍କ ହାତ ରେ ମରିଯାଏ।ତାହାଲେ କେବେ ହେଲେ ତୁ କାନ୍ଦିବୁ ନାହିଁ।ତୁ ଯେମିତି ମୋ ପୁଅ ମୋ ପାଇଁ କାନ୍ଦୁଛୁ।ମୁ ସେମିତି ଭାରତ ମାଆ ର ସନ୍ତାନ।
ତାର ରକ୍ଷା କରିବା ମୋର କର୍ତ୍ତବ୍ୟ।ମୁ ସେଠାରେ ରହି ସବୁବେଳେ ତୋ କଥା ମନେ ପକାଇବି।ତୁ ଯେତେବେଳେ ବଡ ହୋଇ ଯିବୁ ମୁ ସେତେବେଳେ ଥିବି କି ନ ଥିବି ଜାଣିନି।ହେଲେ ତୁ ନିଶ୍ଚିତ ରୂପେ ମୋତେ ନେଇ ଗର୍ବ କରିବୁ।
Viral video
କେବେ ବି କଣ୍ଡିବୁନି।ଭାବିବୁ ଯେ ତୋ ମା ଶତ୍ରୁ ମାନଙ୍କ ସହିତ ଲଢି ଦେଶ ପାଇଁ ଜୀବନ ଦେଇଛି।ଆଜି ମୁ ଯାଉଚି।ତୁ ଭଲ ରେ ରହିବୁ।ଏମିତି କିଛି କୋହ ଭରା କଥା କହି ସମସ୍ତଙ୍କୁ କନ୍ଦାଇ ଦେଇଥିଲେ ଜଣେ ମହିଳା।କେବଳ ସେ ନୁହନ୍ତି ତାଙ୍କ ପରିବାର ଲୋକେ ମଧ୍ୟ ଏହାକୁ ସହି ପାରି ନ ଥିଲେ ସେମାନେ ବି କାନ୍ଦି ପକାଇ ଥିଲେ।
Viral
ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଏହାର ଏକ ଭିଡିଓ କରିଥିଲେ।ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଲୋକେ ସେହି ମା କି ସାଲ୍ୟୁଟ କରୁଛନ୍ତି।ଯିଏ ନିଜ ପରିବାର କଥା ନ ଭାବି ଦେଶ ପାଇ ନିଜ ଜୀବନ କୁ ବଳି ଦେବାକୁ ଯାଉଚି।

Advertisement