Apr 12, 2024, 09:47 IST

ଦେହ ସୁଖ ପାଇଁ ପ୍ରେମିକକୁ ମା-ରି-ଦେ-ଲା ବିଧାୟିକା..କହୁଥଲା ଦିନକୁ ମୋ ସହ ଦୁଇ ଥର ସମ୍ପର୍କ ରଖିବୁ..

Vv

ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ଥାଉ ଥାଉ ପର ପୁରୁଷ ଙ୍କ ସହିତ ରାସ ଲୀଳା କଲା ସ୍ତ୍ରୀ।ନାରୀ ନେତ୍ରୀ ହୋଇ ନିର୍ବାଚନ ରେ ବିଜୟ ହାସଲ କରିବାକୁ ଆଶା ରଖି ଥିବା ମହିଳା ଜଣକ ଶେଷ ରେ ହ-ତ୍ୟା-କା-ରୀ ସାଜି ଜେଲ କୁ ଗଲେ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଠାରେ।
ସେଠାରେ ସୁମିତ୍ରା ମେହେଟା ନାମକ ଜଣେ ମହିଳା ନିଜ ସ୍ଵାମୀ ଥାଉ ଥାଉ ରିତେଶ ନାମକ ଅନ୍ୟ ଜଣେ ପୁରୁଷ ଙ୍କ ସହିତ ରଖିଥିଲେ ସମ୍ପର୍କ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।
Hh
ସୂଚନା ଅନୁସାରେ ସୁମିତ୍ରା ମେହେଟା ଜଣେ ନାରୀ ନେତ୍ରୀ ଅଟନ୍ତି।ସେ ଏହି ବର୍ଷ ଟିକେଟ ପାଇ ନିର୍ବାଚନ ରେ ଲଢ଼ିବାକୁ ଇଛା କରି ଥିଲେ।ହେଲେ ତାଙ୍କର ସବୁ ସ୍ବପ୍ନ ଧୂଳି ରେ ମିଶି ଗଲା।ରାଜନୀତି ରୁ ସିଧା ସଳଖ ଜେଲ କୁ ଯାଇଛନ୍ତି।
ସେ ଓ ତାଙ୍କ ସ୍ଵାମୀ ମିଶି ରିତେଶ ନାମକ ଜଣେ ବ୍ୟକ୍ତି ଙ୍କୁ ହତ୍ୟା କରିଛନ୍ତି।ପୋଲିସ ର କହିବା ଅନୁଯାୟୀ ରିତେଶ ସୁମିତ୍ରା ଙ୍କୁ ଖୁବ୍ ଭଲ ପାଉ ଥିଲେ।ସେ ଜାଣି ନ ଥିଲେ ଯେ ସୁମିତ୍ରା ଆଗରୁ ବିବାହିତ ଥିଲେ।ସୁମିତ୍ରା ଙ୍କ ସ୍ଵାମୀ ମଧ୍ୟ ରିତେଶ ଙ୍କୁ ଭଲ ଭାବେ ଜାଣି ଥିଲେ।
Vh
ହେଲେ ସେ ସୁମିତ୍ରା ଙ୍କୁ କିଛି ବି କହି ନ ଥିଲେ।ସୁମିତ୍ରା ରିତେଶ ଙ୍କ ଠାରୁ ଖୁବ୍ ଟଙ୍କା ଆଣୁ ଥିଲେ।ହେଲେ ହଟାତ ଦିନେ ସୁମିତ୍ରା ଙ୍କ ସତ ରିତେଶ ପାଖରେ ଧରା ପଡ଼ି ଯାଇ ଥିଲା।ରିତେଶ ତାଙ୍କ ଠାରୁ ଦୂରେଇ ଯାଇ ଥିଲେ।
ତାଙ୍କର ସବୁ କଳା କାରନାମା କୁ ପଦା ରେ ପକାଇବାକୁ ଚେଷ୍ଟା କରିଥିଲେ।ଏଥିରେ ଉଭୟ ସ୍ବାମୀ ସ୍ତ୍ରୀ ବହୁତ ରାଗି ଯାଇ ଥିଲେ।ସେଥିପାଇଁ ସେମାନେ ଯୋଜନା କରି ରିତେଶ ଙ୍କୁ ହ-ତ୍ୟା କରି ଥିଲେ।
ତାଙ୍କର ଶ-ବ କୁ ନେଇ ଫୋପାଡି ଦେଇ ଥିଲେ।ପରେ ପୋଲିସ ଘଟଣା ର ତଦନ୍ତ କରି ସୁମିତ୍ରା ଓ ତାଙ୍କ ସ୍ଵାମୀ ଙ୍କୁ ଗିରଫ କରି ଥିଲେ।ସେଠାରେ ସୁମିତ୍ରା ନିଜର ସବୁ ଭୁଲ କୁ ପୋଲିସ ଆଗରେ ମାନି ଯାଇ ଥିଲେ।ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ପୋଲିସ ଏବେ କୋର୍ଟ ଚାଲାଣ କରିଛି।

Advertisement