Updated: Mar 18, 2024, 18:21 IST

ମୁଁହ ଖୋଲିଲେ ଅଭିନେତ୍ରୀ ଦେଖନ୍ତୁ କିଏ କାହାକୁ ଦେଇଥିଲା ଧୋକା କହିଲେ ସବୁ ସତ - Exclusive

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଲୁମ୍‌ରୈନା ଗଣମାଧ୍ୟମ ଆଗରେ ନିଜେ ପ୍ରତିକ୍ରିୟା ଦେଇଛନ୍ତି ଯେ, ସେ ଅନେକ ଷ୍ଟ୍ରଗଲ ଫେସ୍ କରିଛନ୍ତି। ତଥାପି ତାଙ୍କ କନ୍ଫିଡେନ୍ସ ଟିକିଏ ଭି କମିନି। 
Lumraina
ତାଙ୍କର ନିଜର ଗୋଟେ ପ୍ରଡକ୍ସନ୍ ହାଉସ୍ ଅଛି। ଗୋଟେ ସମୟ ଥିଲା ତାଙ୍କୁ କେହି ଜାଣି ନଥିଲେ ହେଲେ ଏବେ ଲୁମ୍‌ରୈନା କହିଲେ ଓଡ଼ିଶା ସାରା ଲୋକ ଜାଣୁଛନ୍ତି।
ଲୁମ୍‌ରୈନା କହିଛନ୍ତି ଷ୍ଟ୍ରଗଲ୍ ନ କରିକି ଜୀବନରେ କେବେ କେହି ଜିରୋ ରୁ ହିରୋ ହୋଇ ନାହାଁନ୍ତି। ତେଣୁ ୮ ବର୍ଷ ଧରିକି ସେ ବହୁତ୍ ଷ୍ଟ୍ରଗଲ୍ କରିଛନ୍ତି। ଆଉ ସେହି ୮ ବର୍ଷର କଠିନ ପରିଶ୍ରମ ପରେ ଆଜି ସଫଳତା ପାଇଛନ୍ତି। ସବୁ ସାକ୍ଷାତକାରରେ ସେ ତାଙ୍କ ମାଙ୍କୁ ସବୁ ଶ୍ରେୟ ଦିଅନ୍ତି। 
ଲୁମ୍‌ରୈନା କହିଛନ୍ତି ଯଦି ଆଜି ଏହି ଜାଗାରେ ପହଞ୍ଚି ପାରିଛନ୍ତି ତେବେ ତାହା କେବଳ ତାଙ୍କ ମାଙ୍କ ପାଇଁ। ଯଦି ସେ ତାଙ୍କ ସହିତ ନଥାନ୍ତେ ସେ ଆଜି ଏଇଠି ପହଞ୍ଚି ପାରି ନଥାନ୍ତେ।
Viral news
ସେ ଢେଙ୍କାନାଳର ଅଟନ୍ତି। ଆଉ ସେତେବେଳ ସେ ପ୍ରେମିକ ରାଜ ରାଜେଶଙ୍କ ସହିତ ସମ୍ପର୍କ ଗଢ଼ି ଉଠିଥିଲା। ଲୁମ୍‌ରୈନା କହିଛନ୍ତି ତାଙ୍କ ଦୁହେଁ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ମିସ ଅଣ୍ଡରଷ୍ଟାଣ୍ଡିଂ ହେବାରୁ ବ୍ରେକଅପ୍ ହୋଇଥିଲା। କେହି କାହା ଘର ଭାଙ୍ଗି ନାହାଁନ୍ତି। 
ଆଉ ଯେହେତୁ ପରସ୍ପରକୁ ୨ବର୍ଷ ଧରି ଭଲ ପାଉଥିଲେ ସେଥିପାଇଁ ତାଙ୍କୁ ଟିକେ ଟାଇମ୍ ଲାଗିଥିଲା ଭୁଲିବା ପାଇଁ। ଏ ନେଇ ସେ କହିଛନ୍ତି ଆମେ କେହି କାହାକୁ ଧୋକା ଦେଇ ନାହୁଁ।
ଦୁହିଁଙ୍କ ଭିତରେ ବୁଝାମଣା ଭିତରେ ବ୍ରେକ୍ ଅପ୍ ହୋଇଛି। ହେଲେ ମୁ ଆଜି ବି ତାଙ୍କୁ ଭଲ ପାଏ ଓ ତାଙ୍କର ଭଲ ଚାହେଁ। ସେ ଯେଉଁଠି ବି ରୁହନ୍ତୁ ଯାହା ସାଙ୍ଗରେ ବି ରୁହନ୍ତୁ ଭଲରେ ରୁହନ୍ତୁ। ଜୀବନରେ ଆଗକୁ ଯାଆନ୍ତୁ। ଆମର ଏ ନେଇ କିଛି ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ରହିଥିଲା ଯେଉଁଥି ପାଇଁ ଆମେ ଦୁହେଁ ଅଲଗା ହୋଇଗଲୁ।

Advertisement