Updated: Nov 11, 2023, 20:53 IST

କମ୍ବଳ ଭିତରେ ଲୁଚି ଲୁଚି କରିଦେଲେ ଏମିତି କାଣ୍ଡ ସମସ୍ତେ ଦେଖି ହେଲେ ଆଶ୍ଚର୍ୟ୍ଯ ଦେଖନ୍ତୁ କଣ କରିଦେଲେ - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ଆପଣମାନେ ଜାଣିବାକୁ ପାଉଥିବେ। ଏହିସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
Special report
ତେବେ ବନ୍ଧୁଗଣ ଭାରତ ସମେତ ବିଭିନ୍ନ ଦେଶରେ ଚୋର ମାନ ଏଟିଏମ୍ ଆକାଉଣ୍ଟକୁ ଏବେ ଟାର୍ଗେଟ କରୁଛନ୍ତି। ସେମାନେ ଏଟିଏମ୍ ମେସିନ ଭାଙ୍ଗି ତାଭିତରୁ ଟଙ୍କା ନେଇ ଫେରାର ହୋଇଯାଉଛନ୍ତି। 
ହେଲେ ଏଭଳି କାରନାମା କରିବାକୁ ଯାଇ କିଛି ଚୋର ହଟହଟା ହୋଇ ପୋଲିସ ନିକଟରେ ଧାରା ମଧ୍ୟ ପଡ଼ୁଛନ୍ତି। ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି ଦୁଇ ଜଣ ଚୋର ଲୁଟ କରିବା ଉଦ୍ଦେଶ୍ୟରେ ଗୋଟିଏ ଏଟିଏମ୍ ଆକାଉଣ୍ଟର ଭିତରେ ପସୁଛି।
ଏବଂ ଦେଖିବାକୁ ମିଳୁଛି କମ୍ବଳ ଘୋଡେ଼ଇ ହୋଇ ଏଟିଏମ୍ ଭିତରେ ପଶୁଛନ୍ତି। ଆଉ ଏହାପରେ ଆଉ ଜଣେ ବ୍ୟକ୍ତି ମଧ୍ୟ ସେହି ବ୍ୟାଙ୍କ୍ ଅଫ ବରଦା ଏଟିଏମ୍ ଭିତରେ ପଶିଆସିଲେ।
Special report
ତାହାପରେ ଲାଗିପଡିଥିଲେ ଏଟିଏମ୍ ଭାଙ୍ଗିବାରେ। କିନ୍ତୁ ଏଟିଏମ୍ ଲୁଟେରାଙ୍କ ଚୋରି ଉଦ୍ୟମ ଅସଫଳ ହୋଇଛି। ଯାହାକି ଚୋରିର ସବୁ ଦୃଶ୍ୟ ସିସିଟିଭିରେ କାଏଦ୍ ହୋଇଯାଇଛି।
ଲୁଟ୍‌ ସମୟର ସିସିଟିଭି ଫୁଟେଜ୍‌ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ତେବେ ବନ୍ଧୁଗଣ ଏପରି ଘଟଣା ଦେଖିବାକୁ ମିଳୁଛି ଯାଜପୁର ଜିଲ୍ଲା ସିଂହପୁର ବଜାର ନିକଟରେ। ସିଂହପୁର ବଜାରରେ ଏଟିଏମ୍ ଲୁଟେରାଙ୍କ ଅସଫଳ ହୋଇଛି। 
ବନ୍ଧୁଗଣ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅନ୍ତର୍ଗତ ସିଂହପୁର ବଜାର ନିକଟରେ ଥିବା ବ୍ୟାଙ୍କ୍ ଅଫ ବରଦା ଏଟିଏମ୍ କୁ ଏହି ଦୁର୍ଭୁକ୍ତ ଭାଙ୍ଗିଥିବା ସୂଚନା ମିଳିଛି।
ଏହାପରେ ଜରିବିଟ ହାଉସ ର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କାଏଦ ହେବା ଭିଡିଓ ସଂଗ୍ରହ କରିଥିଲେ। ତେବେ ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisement