Updated: Mar 9, 2024, 01:15 IST

ମିଛ କହି ହିନ୍ଦୁ ଯୁବତୀଙ୍କୁ ବାହା ହେଲେ ଶେଷରେ ଗୋମାଂସ ଖୁଆଇ ଧର୍ମ ପରିବର୍ତ୍ତନ ପାଇଁ କରୁଥିଲେ ଏମିତି କାଣ୍ଡ ଧରା ପଡ଼ିଲା ସବୁ ସତ

Love

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଖବର ପାଇବା ସହ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ପୁଣି ଥରେ ସାମ୍ନାକୁ ଆସିଛି ଲଭ୍ ଜିହାଦ ଭଳି ସାଙ୍ଘାତିକ ଅଭିଯୋଗ । ଜଣେ ଯୁବକ ନିଜର ପରିଚୟ ଲୁଚାଇ ହିନ୍ଦୁ ଯୁବତୀଙ୍କୁ ଭଲ ପାଇଥିଲେ । ଏହାପରେ ଜୋର୍ ଜବରଦସ୍ତ କରି ଧର୍ମ ଆଉ ନାମ ବଦଳାଇଛି ଏହି ଯୁବତୀଙ୍କର ।
Love
ଏହି ଯୁବକ ଜଣକ ମିଛ କହି ବିବାହ କରିଲେ ଆଉ ବିବାହ କରିବା ପରେ ଯୁବକ ଜଣଙ୍କ ମୁସଲମାନ ହୋଇଥିବାରୁ ସେ ଯୁବତୀ ଜଣଙ୍କୁ ଗାଇ ମାଂସ ଖାଇବାକୁ ବାଧ୍ୟ କରିଥିଲେ କିନ୍ତୁ ଏହି ଯୁବତୀ ଜଣକ ଗୋମାଂସ ଖାଇବାକୁ ମନା କରିଥିଲେ ।
ଏହାପରେ ଯୁବକ ଜଣକ ତାଙ୍କୁ ମାରଧର କରିଥିଲେ । ଏହାସହ ତାଙ୍କୁ ମାରିଦେବେ ବୋଲି କହିଥିଲେ । ଏବେ ଏହି ଯୁବତୀ ଜଣକ କହିଛନ୍ତି ତାଙ୍କୁ ଜୋର୍ ଜବରଦସ୍ତ ମିଶି ବାହାଘର କରାଇ ଦେଇଥିଲେ । 
ଆଉ ଏହାପରେ ତାଙ୍କ ସହ ଏଭଳି କାମ କରିଥିଲେ । ଏହାପରେ ଅନେକ ଯୋଜନା କରି ଉପାୟ ପାଇ ସେ ଏହି ଜହ୍ଲାଦ ପାଖରୁ ପଳେଇ ଆସିଥିଲେ । ଏବେ ଏହି କଥା ଯାଇ ପହଞ୍ଚିଛି ଥାନାରେ ।
Viral
ଯାଜପୁର ଜିଲ୍ଲାରେ ଏହି ଘଟଣା ଘଟିଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପଶ୍ଚିମବଙ୍ଗରୁ ଏହି ମୁସଲମାନ ଜଣକ ନିଜର ପରିଚୟ ଲୁଚାଇ କାମ କରୁଥିଲା । ନିଜକୁ ସେ ହିନ୍ଦୁ ବୋଲି କହିଥିଲା । ଆଉ ନିଜର ଆଧାର କାର୍ଡ ମଧ୍ୟ ବନାଇଥିଲା । 
ଏହାପରେ ସେ ରୁବି ନାମକ ଯୁବତୀଙ୍କୁ ଭଲପାଇ ବସିଲେ ଆଉ ତାଙ୍କୁ ବିବାହ କରିଲେ । ଏହି ଯୁବତୀ ଜଣଙ୍କୁ ବିବାହ କରିବା ପରେ ଯୁବକ ଜଣକ ତାଙ୍କୁ ତାଙ୍କ ଘରକୁ ନେଇ ନଥିଲେ । ଆଉ ଏହାପରେ ତାଙ୍କର ଦୁଇ ସନ୍ତାନ ମଧ୍ୟ ହୋଇଥିଲା ।
ଏହି ଯୁବକ ଜଣକ ତାଙ୍କୁ ଶେଷରେ ତାଙ୍କ ଘରକୁ ନେଇଥିଲେ ଆଉ ସେଠାରେ ସେ ମୁସଲମାନ ବୋଲି ସେ ଜାଣି ପାରିଥିଲେ । ଏହାପରେ ତାଙ୍କ ମୁଣ୍ଡ କିଛି କାମ କରି ନଥିଲା । ତାପରେ ସେ ସେଠାରୁ ଅତି କଷ୍ଟରେ ଆସିଥିଲେ । ତାଙ୍କ ଦୁଇ ଛୁଆକୁ ନେଇ ସେ ତାଙ୍କ ଘରକୁ ଆସିଥିଲେ । ଏବେ ସେ ହିନ୍ଦୁ ଧର୍ମକୁ ପୁଣି ନିଜର କରିବେ ବୋଲି କହିଛନ୍ତି ।

Advertisement