Updated: Aug 19, 2023, 08:44 IST

ଶ୍ରୀ ମନ୍ଦିର ଭିତରେ ପଶିଲେ ୩ ମୁସଲିମ ! ଦେଖନ୍ତୁ କଣ ହେବ ଏବେ ଲାଗିଲା ବଡ ଝଟକା

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହଜାର ହଜାର ବର୍ଷ ପୂର୍ବରୁ ଲେଖା ହୋଇଥିବା ମାଳିକା ଧିରେ ଧିରେ ସତ ହେବାରେ ଲାଗିଛି। ପ୍ରତ୍ୟେକ କଥା ଅକ୍ଷରେ ଅକ୍ଷରେ ସତ ହେଉଥିବା
Lord Jaganatha
ବେଳେ କଳିଯୁଗ ଶେଷ ହେବା ନେଇ ସମସ୍ତଙ୍କ ଭୟ ବଢିବାରେ ଲାଗିଛି। ପୃଥିବୀବାସୀଙ୍କ ପାଇଁ ଆଗକୁ ଆସୁଛି ଖୁବ ଭୟଙ୍କର ସମୟ। ମହାପୁରୁଷ ଅଚୁତାନନ୍ଦଙ୍କ ମାଳିକାରେ ଲେଖାଥିବା ପ୍ରତ୍ୟେକ କଥା ସତ ହେଉଥିବା ଦେଖାଯାଉଛି। 
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ସାକ୍ଷାତକାରରେ ଅଛନ୍ତି କଳ୍କୀୟ ପୁସ୍ତକ ରଚୟିତା ଶ୍ରୀ ପୁଲିନ ବିର୍ ପଣ୍ଡା। ଯିଏକି ଏହି ଭିଡିଓ ମାଧ୍ୟମରେ ଅନେକ କିଛି ତଥ୍ୟର ଖୁଲାସା କରିଛନ୍ତି। ଯାହାକି ପୂର୍ବରୁ କୌଣସି ଭିଡିଓରେ ଖୁଲାସା ହୋଇ ନାହିଁ।
ବନ୍ଧୁଗଣ ମାଳିକାରେ ଲେଖା ଅଛି ଯେ ୧୧୧ ଦେଶ ସନାତନ ଧର୍ମକୁ ମାନ୍ୟତା ଦେବ। ଆଉ ସେମାନେ ସନାତନ ଧର୍ମକୁ ଗ୍ରହଣ କରିବେ। ଆଉ ୧୧୧ ଦେଶ ମାଳିକାକୁ ମଧ୍ୟ ମାନ୍ୟତା ଦେବ। ତେବେ ବନ୍ଧୁଗଣ ପ୍ରଥମେ ମାନ୍ୟତା ଋଷିଆ ଦେବ।  
Viral
ଦିତୀୟ ରେ ବ୍ରିଟେନ ଆଉ ତୃତୀୟରେ ଜର୍ମାନୀ ମଧ୍ୟ ସନାତନ ଧର୍ମକୁ ମାନ୍ୟତା ଦେବ। ଏହାସହିତ ଗୁଡ଼ାଏ ମୁସଲିମ ଦେଶ ନଷ୍ଟ ହୋଇଯିବେ। ଆଉ ଅଖଣ୍ଡ ଭାରତ ହେଇଯିବ। ଏବଂ ଏନେଇ ଦେଶ ସମୁଦ୍ର ଭିତରେ ଦବି ଯିବ ଯାହାର ପତ୍ତା ମିଳିବ ନାହିଁ। ଓଡ଼ିଶାର ଶେଷ ଯୁଦ୍ଧ ହେବ ଆଉ ୯୮ ହଜାର ସୈନ୍ୟ ମରିବେ।
ଫରେନ୍ ବିଦେଶୀ ମୁସଲିମ ଗୋଟିଏ ହେଲେ ମଧ୍ୟ ରହିବ ନାହିଁ। କିଛି ମୁସଲିମ ଅଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କୁ ମାନନ୍ତି ଆଉ ଜଗନ୍ନାଥ ପ୍ରଭୁଙ୍କୁ ମାନନ୍ତି। 
ଯେତେବଳେ ପୁରୀ ମନ୍ଦିରକୁ ମାଡ଼ି ବସିଥିବା ଯବନ ମାନେ ଆକ୍ରମଣ କରିବେ। ସେତେବେଳେ ପ୍ରଭୁଙ୍କୁ ପୂଜା କରିବ ପାଇଁ କେହି ନଥିବାରୁ କିଛି ପଠାଣ ସୈନ୍ୟ ଲିଚିକି ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରିବେ। ଯାହାକି ମାଳିକାରେ ଲେଖା ଅଛି।
ଏବଂ ପ୍ରଭୁ ଛତିଆରୁ ଯିବା ସମୟରେ ତାଙ୍କର ଡାହାଣ ହାତ ଭାଙ୍ଗିଯିବା। ଆଉ ତାହାକୁ ଜଣେ ପଠାଣ ଭକ୍ତ ଯୋଡ଼ିବ। ତେବେ ପଠାଣ ଭକ୍ତ ମାନଙ୍କ ସହିତ ଜଗନ୍ନାଥ ପ୍ରଭୁଙ୍କ ବହୁତ୍ ଲୀଳା ଅଛି, ଯାହାକି ପୁଲିନ ବିର ପଣ୍ଡା କହିଛନ୍ତି।

Advertisement