Updated: Mar 4, 2024, 00:58 IST

ଘଟିଲା ଅଲୌକିକ ଘଟଣା ଦେଖନ୍ତୁ ଗୁମ୍ଫାରେ ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ - Exclusive

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Viral
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ବନ୍ଧୁଗଣ ଶ୍ରୀକ୍ଷେତ୍ର ନିକଟରେ ରହସ୍ୟମୟ ଗୁମ୍ଫାର ମିଳିଛି ସନ୍ଧାନ। ଗୁମ୍ଫା ଭିତରେ ରହିଛି ରତ୍ନ ସିଂହାସନ ପୂଜା ପାଉଛନ୍ତି ପ୍ରଭୁ। ଗୁମ୍ଫାର ଚର୍ତୁପାଶ୍ଵରେ ଗଛଲତା ଭର୍ତ୍ତି ହୋଇ ରହିଛି। ଗୁମ୍ଫା ଭିତରୁ ସବୁଛି ବିକଟାଳ ଶବ୍ଦ। 
Viral video
ଶ୍ରୀକ୍ଷେତ୍ର ଠାରୁ ମାତ୍ର ୮ କିଲୋମିଟର ନିକଟରେ ନରସିଂହପାଟଣା ଗ୍ରାମ ମଝିରେ ରହିଛି ଏହି ରହସ୍ୟମୟ ଗୁମ୍ଫା। ଗୁମ୍ଫା ଭିତରକୁ ପ୍ରବେଶ କରିବାକୁ ରହିଛି ଚାରୋଟି ସ୍ଥାନ କିନ୍ତୁ ବାହାରକୁ ନାହିଁ ରାସ୍ତା।
ଛୋଟ ଛୋଟ ସୁଡ଼ଙ୍ଗ ଭିତରେ ରହିଛି ବଡ଼ ବଡ଼ ବଖରା ଘର। ବ୍ରହ୍ମଗିରିର ନରସିଂହପାଟଣା ଗ୍ରାମ ମଝିରେ ଏଭଳି ରହସ୍ୟମୟ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ଶ୍ରିଜଉ। ପ୍ରଭୁ ଜଗନ୍ନାଥ, ମା'ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭାଗରେ ବିରାଜମାନ କରାଯାଇଛି। 
Viral
ଏହି ଗୁମ୍ଫା ସଦୃଶ୍ୟ ଘର ଗୁଡ଼ିକ ହେଉଛି ଚଟି ଘର। ସାଧୁସନ୍ଥ ଯାତ୍ରୀ ଓ ରାଜକଙ୍କ ଖବର ବହାକ ଏବଂ ରାଜଙ୍କର ଅବସର ବିରୋଧନ ଗୃହ ହେଇଥାଏ ପାରେ ବୋଲି ଅନୁମାନ କରାଯାଉଛି।
ଏହି ଗୁମ୍ଫା ଉପରେ ଗବେଷଣା କରାଗଲେ କିଛି ରହସ୍ୟ ମିଳି ପାରେ ବୋଲି ସାଂସ୍କୃତିକ ଗବେଷକ ମାନେ ମତ ଦେଇଛନ୍ତି। ଏହାଛଡା ଆଗାମୀ ପିଢ଼ି ପାଇଁ ଏହାର ସଂରକ୍ଷଣ ଏବଂ ପୁନଉଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଗୁମ୍ଫା ବାହାର ପାର୍ଶ୍ଵରେ ବିଭିନ୍ନ ଭାଷାରେ ଲେଖାଯାଇଛି ଅନେକ କିଛି କଥା।

Advertisement