Updated: May 6, 2024, 16:35 IST

ଦେଖନ୍ତୁ ନିଜ ଏକ୍ସ Boyfriend ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ଯୁବତୀ ଦେଖନ୍ତୁ କଣ ଏମିତି କଲେ ପ୍ରେମିକ

Cg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଆଉ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ତ ଏହି ଭିଡିଓ ମାଧ୍ୟମରେ ଜଣେ ଯୁବତୀଙ୍କ ସହିତ କଣ ସବୁ ଘଟିଛି ତାହା ଜାଣିପାରିବେ । ଏହି ଯୁବତୀ ଜଣକ ପୂର୍ବରୁ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଆଜିକାଲି ଦୁନିଆରେ ଭଲପାଇବା ଆଉ ତାପରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଏକ ସାଧାରଣ କଥା ହୋଇଗଲାଣି ।
Hh
ଆଉ ଯେତେବେଳେ ପ୍ରେମିକା ସମ୍ପର୍କ ରଖିବାକୁ ନାହିଁ କରିଥାଏ ସେତେବେଳେ ପ୍ରେମିକ କାମ ଯେ କରିଥାଏ ତାହା ତ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଖବରରେ ଦେଖିଥିବେ । ଏବେ ସେମିତି କିଛି ଘଟଣା ଘଟିଛି ।
ପ୍ରେମିକା ଜଣକ ଭଲ ପାଉଥିଲେ ଆଉ ଯେତେବେଳେ ପ୍ରେମିକ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ କହିଲେ ସେ ମନା କରିଥିଲେ । ଆଉ ଏହାପରେ ପ୍ରେମିକ ଜଣକ ପ୍ରେମିକାର ଇଜ୍ଜତ ସାରି ଦେଲା । ଏହି ପ୍ରମିକ ଜଣକ ପ୍ରେମିକାର ବେଷ୍ଟ ଫ୍ରେଣ୍ଡ୍ ସହିତ ମିଶି ଏଭଳି କାମ କରିଲା ।
ଏହି ଯୁବତୀ ଜଣକର ଫେକ ଭିଡିଓ ତିଆରି କରି ଭାଇରାଲ କରୁଛନ୍ତି ଏହି ଯୁବକ ଏବଂ ତାଙ୍କ ବେଷ୍ଟ ଫ୍ରେଣ୍ଡ୍ । ଏବେ ଏହି ମାମଲାକୁ ନେଇ ଯୁବତୀ ଜଣକ ଭୁବନେଶ୍ୱର ତମାଣ୍ଡୋ ଥାନାରେ ଅଭିଯୋଗ ଦେଇଛନ୍ତି ।
Hh
ଏବେ ଏହି ଯୁବତୀ ଜଣକ ତାଙ୍କ ବେଷ୍ଟ ଫ୍ରେଣ୍ଡ୍ ଆଉ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଯୁବତୀ ଜଣକ କହିଛନ୍ତି ତାଙ୍କୁ ଯୁବକ ଜଣକ ବାରମ୍ବାର ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଆଉ ସେ ମନା କରିବାରୁ ତାଙ୍କ ସହ ଖରାପ କରିଥିଲେ । 
ସେଥିପାଇଁ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ଯୁବକ ଜଣଙ୍କୁ ପୋଲିସ ଗିରଫ କରିଥିଲା ଏବଂ କୋର୍ଟ ଫରୱାର୍ଡ ବି କରିଥିଲା । ଏବେ ସେହି ଯୁବକ ଜଣକ ବେଲରେ ବାହାରି ଏଭଳି ତାଙ୍କର ଫେକ ଭିଡିଓ ସବୁ ବନାଇଛନ୍ତି । ଏହା ପୂର୍ବରୁ ଯୁବତୀ ଜଣକ ସାଇବର ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ।
ଏହି ଯୁବତୀ ଜଣଙ୍କର ଅଭିଯୋଗ କ୍ରମେ ତାଙ୍କ ସହ ବହୁତ ଖରାପ ହେଉଛି । ତାଙ୍କ ଇନଷ୍ଟାଗ୍ରାମ ଭିଡିଓ ନେଇ ଏଭଳି କରିଛନ୍ତି ଯୁବକ । ଆଉ ଏବେ ଭୁବନେଶ୍ଵରର ତମଣ୍ଡୋ ଥାନାରେ ଯୁବତୀ ଜଣକ ଅଭିଯୋଗ ଦେବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Advertisement