Apr 22, 2024, 17:11 IST

ଦେଖନ୍ତୁ ମ-ରିଗଲା ମଣିଷ ପଣିଆ ଶେଷରେ କାଳିଆକୁ ଛାଡି ଚାଲିଗଲେ ସମସ୍ତେ - Exclusive

Vg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଆଜିକାଲିକା ରାଜନୀତି କଥା ଜାଣିଥିବେ । ଏବେ ନିର୍ବାଚନ ପାଇଁ ସବୁ ଆଡ଼େ ମାହୋଲ ସରଗରମ ରହିଛି । ଏବେ ରାଜନୀତି କରୁଥିବା ନେତାମାନେ କରିଛନ୍ତି କିଛି ଏଭଳି କାମ ଯାହାକୁ ନେଇ ଏବେ ଅନେକ କଥା ଆସୁଛି । ଏବେ ଏଭଳି କିଛି ଖବର ଆସିଛି ।
Vh
୪୩ ଡିଗ୍ରୀ ଖରାରେ କାଳିଆ ସାଆନ୍ତଙ୍କୁ ଛାଡ଼ି ନେତାମାନେ ପଳାଇ ଗଲେ । ମଞ୍ଚ ଉପରେ କାଳିଆ ସାଆନ୍ତଙ୍କୁ ମୁଣ୍ଡିଆ ମାରିଲେ ଆଉ ଏହାପରେ ଝରରେ ଛାଡ଼ି ପଳାଇଲେ । ଡହ ଡହ ଖରାରେ ସିଝିଲେ କାଳିଆ ସାଆନ୍ତ ।
ବଡ ଦେଉଳରେ ଯାହାକୁ ମୁଣ୍ଡିଆ ମାରି ଲୋକମାନେ ପୂଜା କରୁଛନ୍ତି । ହାତ ଟେକି ଭଗବାନଙ୍କୁ ଡାକୁଛନ୍ତି ଆଉ ନିଜର ଅଭାବ ପୂରଣ କରି ଦିଅନ୍ତୁ ବୋଲି କହୁଛନ୍ତି । ଆଜି ସେହି କାଳିଆ ସାଆନ୍ତର ଅବସ୍ଥା ମନ୍ଦିର ବାହାରେ ଏଭଳି ହୋଇଛି ଯାହା ହେବା ଉଚିତ୍ ନୁହେଁ ।
ବଡ଼ବଡ଼ିଆ ରାଜନେତାଙ୍କ ପାଇଁ ଏଭଳି ହୋଇ ଯାଇଛନ୍ତି ଭଗବାନ । ଡହ ଡହ ଖରାରେ କାଳିଆ ସାଆନ୍ତଙ୍କୁ ରଖି ଦେଇ ରାଜନେତାମାନେ ପଳାଇଛନ୍ତି । ଏହି ରାଜନେତାମାନଙ୍କ ପାଇଁ ଯେମିତି ଅଲୋଡା ପାଲଟି ଯାଇଛି । କାମ ସରିଗଲା ପରେ ଭଗବାନଙ୍କୁ ଫୋପାଡି ଦେଇଛନ୍ତି ।
Hh
ନିଜର କାମ ହାସଲ କରିବା ପରେ ଏଭଳି କାମ କରିଛନ୍ତି । ଏହି ରାଜନେତାମାନେ ପାପି ଆଉ ମୂର୍ଖତାର ପରିଚୟ ଦେଇଛନ୍ତି । ଏବେ ଏହି ରାଜନେତାଙ୍କୁ ନେଇ ଚର୍ଚ୍ଚା ହେଉଛି । ଏଭଳି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ପୁରୀ ଜିଲ୍ଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ଅଞ୍ଚଳରେ । କାଳିଆ ସାଆନ୍ତ ବଡ ଦେଉଳରେ ନୁହେଁ ବରଂ ପଡ଼ିଆରେ ଅଛନ୍ତି । ଆଉ ସେ ୪୩ ଡିଗ୍ରୀ ଖରାରେ ରହିଛନ୍ତି । ୧୯ ତାରିଖରେ ନିର୍ବାଚନ ପାଇଁ କୃଷ୍ଣପ୍ରସାଦ ଅଞ୍ଚଳରେ ବିଜେଡି ସଭା ହୋଇଥିଲା । ଏହି ସଭାରେ ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଏବଂ ସାଂସଦ ପଟ୍ଟନାୟକ ଅରୁଣ ପଟ୍ଟନାୟକ ଏହି ସଭାରେ ଥିଲେ ।
ମହାପ୍ରଭୁଙ୍କୁ ରଖି ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ସବୁ ସରିଲା ପରେ କାଳିଆ ସାଆନ୍ତଙ୍କୁ ଛାଡି ଚାଲି ଯାଇଥିଲେ । ଏଭଳି ଘଟଣା ଏଠାରେ ନୂଆ ନୁହେଁ ଏହା ପୂର୍ବରୁ ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

Advertisement