ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।ତେବେ ବନ୍ଧୁଗଣ ବ୍ୟାଙ୍କ ଭିତରେ ଜଣେ ମହିଳା ଓ ମହିଳାଙ୍କ୍ ସ୍ୱାମୀ ଓ ବ୍ୟାଙ୍କ ମ୍ୟାନେଜ ଥିଲେ ଏହି ସମୟରେ ହଠାତ୍ ମାଡ଼ିବସିଲା ପୋଲିସ ।
ଆଉ ପୋଲିସ ହାତରୁ ବତିପାରିଲେନି । ୧ କୋଟିରୁ ଉର୍ଦ୍ଧ ଟଙ୍କା ର ଠକେଇରେ ସମ୍ପୂକ୍ତ ଥିବା ଡେପୁଟି ମ୍ୟାନେଜେର ଏବଂ ଗ୍ରାହକ ସେବା ସମ୍ପର୍କ ଅଧିକାରୀ ତାଙ୍କ ସ୍ୱାମୀ ମନୋଜ କୁମାର ସାହୁଙ୍କୁ ଅର୍ଥ ଠକେଇ ଅଭିଯୋଗରେ ଗିରଫ କରାଯାଇଥିଲା ।
ପୋଲିସ ସେମାନଙ୍କୁ ରେଡ୍ ହ୍ୟାଡ୍ରେ ଧରିଛି । ସେହି ଅର୍ଥ ହଡପର ତଥ୍ୟ ପ୍ରମାଣ ସଂଗ୍ରହ କରିବା ସହିତ ଅନ୍ୟ କୌଣସି ପ୍ରକାର ଠକେଇ ବାବଦରେ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜେର, କର୍ମଚାରୀ ମାନଙ୍କୁ ପଚରା ଉଚରା ଜାରି ରହିଛି ପୋଲିସ।
ତେବେ ଠକେଇ ଅଭିଯୋଗରେ ଜଣେ ମହିଳା ଓ ଅନ୍ୟ ଦୁଇ ଜଣ ପୁରୁଷ ଥିବା ସୂଚନା ମିଳିଛି। ଏକ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇରେ ସମ୍ପୃକ୍ତ ଥିବା ଡେପୁଟି ମ୍ୟାନେଜର ପ୍ରଶାନ୍ତ କୁମାର ସାହୁ, ସ୍ଵାଗତିକା ସ୍ୱାଇଁ ଓ ତାଙ୍କ ସ୍ୱାମୀ ମନୋଜ କୁମାର ସ୍ୱାଇଁଙ୍କୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ରେଡ ହାଣ୍ଡରେ ଧରିଛି ବ୍ୟାଙ୍କ ଭିତରୁ।
ସେହି ଅର୍ଥ ହଡ଼ପର ସବୁ ତଥ୍ୟ ପ୍ରମାଣ ସଂଗ୍ରହ କରିବା ସହିତ ଅନ୍ୟ କୌଣସି ଠକେଇ ବାବଦ ରେ ବ୍ୟାଙ୍କ କର୍ମଚାରୀ ସହ ଅନ୍ୟ କର୍ମଚାରୀ ମାନଙ୍କୁ ପଚରା ଉଚରା ଜାରି ରଖିଛି ପୋଲିସ।