May 7, 2024, 16:08 IST

ହଷ୍ଟେଲ ଭିତରୁ ବାହାରିଲା ସୁନ୍ଦରୀ ଝିଅର ଶ-ବ ଦେଖନ୍ତୁ କଣ ହେଲା ଏମିତିଯେ ହଠାତ୍ ହେଲା ଏତେବଡ଼ ଘଟଣା

Ff

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଯେଉଁ ଘଟଣା ସମ୍ପର୍କରେ ଜାଣିବେ ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ଛାତ୍ରୀଙ୍କ ସହିତ ଏଭଳି ଘଟଣା ଘଟିଛି । ଛାତ୍ରୀ ଜଣକ ପୂର୍ବ ଦିନ ରାତିରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ । ଆଉ ତା ପରଦିନ ଝିଅର ଶବ ମିଳିଛି ।
Bh
ଏହି ଝିଅଟି ଏବେ ସବୁଦିନ ପାଇଁ ଆଖି ବୁଜି ଦେଇଛି । ମାଆ ଆଖିରୁ ଏବେ ଲୁହ ସରୁ ନାହିଁ । ଗତକାଲି ଝିଅ ଫୋନ କରିଥିଲା ଆଉ ସବୁ ଘଟଣା ବିଷୟରେ କହିଥିଲା । ଆଉ ଆଜି ଦେଖିଲା ବେଳକୁ ହଷ୍ଟେଲରୁ ଏହି ଝିଅଟିର ମୃ-ତଦେହ ମିଳିଛି ।
ଏହି କଥା ଦେଖି ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ସୁନ୍ଦରୀ ଝିଅ ଆଜି ଆଉ ଏହି ଦୁନିଆରେ ନାହାଁନ୍ତି । କେଉଁଥିପାଇଁ ଏହି ସୁନ୍ଦରୀ ଝିଅର ଜୀବନ ଯାଇଛି ତାହାର କାରଣ ଜଣାପଡି ନାହିଁ । ଏହି ଝିଅଟି ତାଳଚେରର ଗୋପାଳପ୍ରସାଦ ଅଞ୍ଚଳର ବୋଲି ଜଣାପଡିଛି ।
ଏହି ଝିଅଟି ସନ୍ତୋଷ ସାହୁଙ୍କ ଝିଅ ଜସ୍ମିନ ସାହୁ । ଏହି ଝିଅଟି ଅନୁଗୁଳ ସହରରେ ଥିବା କ୍ରିଏଟିଭ ଟେକ୍ନୋ କଲେଜରେ BCA ପଢୁଥିଲେ । ଜସ୍ମିନ ଅତି ସରଳ ଆଉ ଶାନ୍ତ ସ୍ୱଭାବର ଝିଅ ଥିଲେ । ସେ ଦିନରାତି ଏକ କରି ପାଠ ପଢୁଥିଲେ । ଆଉ ଏଭଳି ସେ ପାଠକୁ ଧ୍ୟାନ ଦେଉଥିଲେ ।
Gh
ସେ ଜୀବନରେ ଅନେକ କିଛି କରିବାକୁ ଚାହୁଁଥିଲେ ଆଉ ସେଥିପାଇଁ ସେ ମନ ଦେଇ ପାଠ ପଢୁଥିଲେ । ସେ ହଷ୍ଟେଲରେ ସାଙ୍ଗମାନଙ୍କ ସହିତ ରହି ପାଠ ପଢୁଥିଲେ କିନ୍ତୁ ହଠାତ୍ ଏମିତି କଣ ହେଲା ସେ ଏଭଳି କାମ କରିଲେ ।
ଏହି ଝିଅଟିର ମୃତଦେହ ହଷ୍ଟେଲରୁ ମିଳିଛି । ଆଉ ଏହି ଖବର ଶୁଣି ତାଙ୍କ ବାପା ମା ଦୁଃଖରେ ଭାଙ୍ଗି ପଡିଛନ୍ତି । ହଠାତ୍ ଏଭଳି କଣ ହେଲା ଯେ ହଷ୍ଟେଲରେ ରହୁଥିବା ଜସ୍ମିନଙ୍କର ସେଠାରେ ମୃତଦେହ ମିଳିଥିଲା । ଏନେଇ ଅନେକ ପ୍ରଶ୍ନ ଆସୁଛି । ରୁମ ଭିତରେ ଜସ୍ମିନର ମୃତଦେହ ଦେଖି ହଷ୍ଟେଲ କର୍ମଚାରୀମାନେ ତାଙ୍କ ଘରକୁ କଲ୍ କରିଥିଲେ ।
ଝିଅକୁ ହ-ତ୍ୟା କରାଯାଇଛି ବୋଲି ତାଙ୍କ ପରିବାରଲୋକେ ଏବେ ଥାନାରେ ଅଭିଯୋଗ କରିଛନ୍ତି । ଛାତ୍ରୀଙ୍କ ସହିତ ଜବରଦସ୍ତ ୱାର୍ଡନ ଗୋଟିଏ ଘରେ ରହିଥିଲେ ବୋଲି ଝିଅ ତାଙ୍କ ପରିବାରକୁ କହିଥିଲେ । ଏବେ ଏହି ଝିଅଟିର ମୃ-ତ୍ୟୁର କାରଣ ଖୋଜୁଛି ଅନୁଗୁଳ ଟାଉନ ଥାନା ପୋଲିସ ।

Advertisement