Feb 5, 2024, 11:42 IST

ଲାଇଭ ଆସି ଏମିତି ଗାଳି ଦେଲେ ନିଶା ମହାରଣା କାନରେ ଶୁଣି ହେବନି ଦେଖନ୍ତୁ କାହିଁକି ରାଗିକି ଦେଲେ ଏମିତି ଗାଳି

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଆପଣମାନେ ଜାଣି ପାରୁଛନ୍ତି ।
Special report
ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ମଧ୍ୟ ଆପଣମାନେ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଯାତ୍ରା ଜଗତର ଅଭିନେତ୍ରୀ କିଛି କଥା କହିଛନ୍ତି ସେହି ବିଷୟରେ ଜାଣିପାରିବେ ।
ଏହି ଅଭିନେତ୍ରୀ ଜଣକ ଲାଇଭ ଆସି ଏହି ସବୁ କଥା କହିଛନ୍ତି । ଅଭିନେତ୍ରୀ ନିଶା ମହାରଣାଙ୍କୁ ଆପଣମାନେ ସମସ୍ତେ ତ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବାଲେଶ୍ଵର ଜିଲ୍ଲାରେ ଏକ ଶୋ କରିଥିଲେ । ଏହି ଅଭିନେତ୍ରୀ ଜଣଙ୍କୁ କେହି ଜଣେ ବ୍ୟକ୍ତି ଅନେକ କଥା କହିଛନ୍ତି ।
Special report
ଏହି ସବୁ କଥାକୁ ଶୁଣିବା ପରେ ଲାଇଭ ଆସି ଅନେକ କଥା କହିଛନ୍ତି । ଅଭିନେତ୍ରୀ ଜଣଙ୍କୁ କେହି ଜଣେ ବ୍ୟକ୍ତି କହିଛନ୍ତି ନିଶା ମହାରଣା ଯାତ୍ରା ନକେରିଲେ ସେ ଖାଇ ପାରିବେ ନାହିଁ । ଅଭିନେତ୍ରୀ ଜଣକ ରାଗି ଯାଇଛନ୍ତି ।
ଅଭିନେତ୍ରୀ ଜଣଙ୍କୁ ବ୍ୟକ୍ତି ଜଣକ ରୋଷ୍ଟ କରି ଅନେକ କଥା କହିଛନ୍ତି । ଏହି ବ୍ୟକ୍ତି ଜଣକ ନିଶା ମହାରଣାଙ୍କୁ ରୋଷ୍ଟ୍ କରି ଅନେକ କଥା କହିଛନ୍ତି ଆଉ ଏହି କଥାର ଜବାବ ରଖିଛନ୍ତି ଅଭିନେତ୍ରୀ ନିଶା ମହାରଣା ।
Special report
ବ୍ୟକ୍ତି ଜଣକ କହିଥିଲେ କି ନିଶା ମହାରଣା ଯେଉଁ ସ୍ଥାନରୁ ଆସିଥିଲେ ଯେଉଁ ଚାଳ ଘରୁ ସେ ଆସିଥିଲେ ତାଙ୍କୁ ସେଠାକୁ ପଠାଇ ଦେବେ । ଏହି କଥାର ଉତ୍ତରରେ ଅଭିନେତ୍ରୀ ନିଶା ମହାରଣା କହିଥିଲେ ଏଭଳି କିଛି ଲୋକଙ୍କ କଥା ପାଇଁ ସେ ଭୁବନେଶ୍ୱର ସହରରେ ମାର୍କେଟ ଉପରେ ଘର କରିଛନ୍ତି । 
ସେ ତାଙ୍କ ଇନଷ୍ଟାଗ୍ରାମ ଆଇଡରେ ଏଭଳି ଅନେକ ସବୁ ତାଙ୍କ ବିଷୟରେ ପୋଷ୍ଟ କରିଛନ୍ତି । ଅଭିନେତ୍ରୀ ନିଶା ମହାରଣା ଏଭଳି ଅନେକ କଥାର ଜବାବ ଦେଇଛନ୍ତି ।
ଅଭିନେତ୍ରୀ ନିଶା ମହାରଣାଙ୍କୁ ବ୍ୟକ୍ତି ଜଣକ ରୋଷ୍ଟ କରି ଏଭଳି ତାଙ୍କ ବିଷୟରେ ଅନେକ ପ୍ରକାରର କଥା କହିବା ପରେ ଅଭିନେତ୍ରୀ ଜଣକ ତାଙ୍କୁ ଅନେକ କଥା କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ସବୁ କଥା ଜାଣିପାରିବେ । ଏହି ଭିଡିଓରେ ଲାଇଭ ଆସି ଅଭିନେତ୍ରୀ ଜଣକ ଅନେକ କଥା କହିଛନ୍ତି ବୋଲି ଜଣାପଡିଛି ।

Advertisement