Nov 20, 2023, 23:00 IST

ଲେଜ୍ ଖାଉଥିଲେ ସାବଧାନ ଦେଖନ୍ତୁ ଖାଉଥିଲେ ଲେଜ ହଠାତ୍ ତାରି ଭିତରୁ ବାହାରିଲା ଭଜା ମୂଷା ଆଉ ତା ପରେ....

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଆଜିକା ସମାଜରେ ଯାହା ସବୁ ଘଟୁଛି ତାହା ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହି ଖବରକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।
Special Report
ଆଜିକାଲି ଛୁଆମାନେ ଘର ଖାଦ୍ୟ ଅପେକ୍ଷା ବାହାର ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଘରେ ବନା ଯାଇଥିବା ଖାଦ୍ୟ ସେମାନେ ଅଳ୍ପ ଖାଇ ବାହାର ଖାଦ୍ୟ ଅଧିକ ଖାଇଥାନ୍ତି । ଆଉ ବାହାରେ ବିକ୍ରି ହେଉଥିବା ସ୍ନାକସ୍ ବେଶୀ ଖାଇଥାନ୍ତି ।
ଏବେ ଏଭଳି କିଛି ଖବର ଆସିଛି । ଜଣେ ଚାରିବର୍ଷର ଛୁଆ ଲେଜ୍ ଖାଉଥିଲେ । ଆଉ ଲେଜ ଭିତରେ ଲେଜ୍ ସହ ଅନ୍ୟକିଛି ଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଲେଜ ଭିତରେ ଆଳୁ ଚିପ୍ସ ସହ ଭଜା ମୂଷା ଟିଏ ଥିବାର ଦେଖାଯାଇଛି ।
Special Report
ଏହାକୁ ସେହି ଛୁଆଟିର ପରିବାରଲୋକେ ଦେଖିଥିଲେ । ଆଉ ମଲା ମୂଷା ଛୁଆ ଦେଖି ଲେଜ କୁର୍କେରେ ପ୍ୟାକେଟଟିକୁ ଘରଲୋକେ ଫୋପାଡି ଦେଇଥିଲେ । ଏହାପରେ ଏହି ଖବର ସାମ୍ନାକୁ ଆସିଥିଲା । କୌଣସି କାମ ଥିବାରୁ ଗୋଟିଏ ପରିବାର କୋର୍ଟକୁ ଯାଇଥିଲେ ।
ଆଉ କୋର୍ଟରେ ସେମାନେ ପହଞ୍ଚିବା ପରେ ଛୁଆଟି ଲେଯ ଖାଇବାକୁ ଜିଦ୍ କରିଥିଲା । ସେଥିପାଇଁ ତାଙ୍କ ପରିବାର ତାଙ୍କୁ ପାଖ ପାନ ଦୋକାନରୁ ଲେଜ କିଣି କରି ଆଣି ଦେଇଥିଲେ । ଆଉ ସେହି ଛୁଆଟି ଲେଜ ଖାଉଥିବା ବେଳେ ଏହି ପ୍ୟାକେଟ ଭିତରୁ ବାହାରିଥିଲା ଏଭଳି କିଛି ।
Special Report
ଏହି ଲେଜ ପ୍ୟାକେଟ ଭିତରୁ ଭଜା ମୂଷା ଛୁଆ ବାହାରିଥିଲା । ଆଉ ଏହି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏବେ ଏହି ଘଟଣା ସଂପର୍କରେ ପରିବାର ଲୋକେ ଆଉ ପାନ ଦୋକାନୀ କହିଛନ୍ତି । 
ଛୁଆଟି ଲେଜ ଖାଇଥିବା ବେଳେ ତାଙ୍କ ପାଖରେ ଥିବା ଲୋକେ ଏହାକୁ ଦେଖିଥିଲେ । ଏହାପରେ ସେମାନେ ଏହି ଲେଜକୁ ଫିଙ୍ଗି ଦେଇଥିଲେ । ଏବେ ଏହାକୁ ନେଇ ଅନେକ ପ୍ରଶ୍ନ ଆସୁଛି । ଲୋକମାନେ ଅନେକ କଥା ଭାବୁଛନ୍ତି । ଲୋକମାନେ ଏହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ।
ପ୍ରଶ୍ନ ଆସୁଛି କି ଲେଜ ଭିତରୁ କିଭଳି ଭଜା ମୂଷା ଛୁଆ ବାହାରିଲା । ଏଭଳି ଜିନିଷ ସବୁକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି । ସେଥିପାଇଁ ଏହିସବୁ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଖାଇବା ପୂର୍ବରୁ ଦେଖି କରି ଖାଆନ୍ତୁ ।

Advertisement